Browsing Category
ରାଜ୍ୟ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୨% DA ବୃଦ୍ଧି କଲେ ମୋହନ ସରକାର
ଭୁବନେଶ୍ୱର: ଓଡ଼ିଶା ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢିଲା ମହଙ୍ଗା ଭତ୍ତା । ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର । ମହଙ୍ଗା ଭତ୍ତା ୫୩% ରୁ ୫୫ ପ୍ରତିଶତକୁ ବଢିଲା । ଜାନୁଆରୀ ପହିଲାରୁ ପିଛିଲା…
Breaking: ବାଲିଯାତ୍ରା ପଡ଼ିଆରେ ମରାମରି, ଆୟୁଷ୍ମାନ ଶୁଭାରମ୍ଭ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ
କଟକ: ଆୟୁଷ୍ମାନ ଭାରତ ଯୋଜନା ଆଜି ଶୁଭାରମ୍ଭ ହେବାକୁ ଯାଉଛି । କଟକ ବାଲିଯାତ୍ରା ପଡ଼ିଆରେ ଏ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡାଙ୍କ ଦ୍ୱାରା ଯୋଜନାର ଶୁଭାରମ୍ଭ କରାଯିବାକୁ…
ଆଠଗଡ଼ରେ ବଡ଼ ଧରଣର ବସ୍ ଦୁର୍ଘଟଣା: ୩୦ରୁ ଅଧିକ ଆହତ
ଆଠଗଡ଼: ରାଜ୍ୟରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଏହିପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ବସ୍ ଦୁର୍ଘଟଣା ହେବାରୁ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା…
୪୯ ଟଙ୍କାରେ ଧର୍ମଶାଳା ପୁଅ ହେଲେ କୋଟିପତି, ଜିତିଲେ ୩ କୋଟି ସାଙ୍ଗକୁ ୧୧ ଲକ୍ଷ ଟଙ୍କାର ଥାର୍
ଯାଜପୁର: ଅନଲାଇନ ଗେମ କଲା କୋଟିପତି। ମାତ୍ର ୪୯ ଟଙ୍କା ବିନିଯୋଗ କରି ୩ କୋଟି ଟଙ୍କା ଜିତିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରଖପଦା ଗାଁର ଯୁବକ ଅନୀଲ ତରାଇ । ଅନୀଲଙ୍କ ବାପା ଜଣେ ମାଛ ବ୍ୟବସାୟୀ ହୋଇଥିବା…
ହୋଟେଲ୍ ମେଳି ନେଇ ନବୀନଙ୍କ ତାଗିଦ୍ ପ୍ରସଙ୍ଗ; ଆମେ କେହି ଚାକିରି କରୁନୁ, ଆମର ବୟସ ହେଲାଣି କହିଲେ ପ୍ରଫୁଲ୍ଲ
ଭୁବନେଶ୍ବର: ଜଳଜଳ ହୋଇ ଦିଶିଲା ବିଜେଡିର କନ୍ଦଳ । ବିଜେଡି ନେତାଙ୍କ ହୋଟେଲ୍ ମେଳି ନେଇ ନବୀନଙ୍କ ତାଗିଦ୍ ପ୍ରସଙ୍ଗରେ ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ।
ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ…
କିପରି ଚାଲେ ସରକାର? ଏନେଇ ବିଧାୟକଙ୍କୁ ପାଠ ପଢାଇବେ ଜେପି ନଡ୍ଡା
ଭୁବନେଶ୍ବର: ବିଜେପି କର୍ମଶାଳାରେ ବିଧାୟକଙ୍କୁ ତାଲିମ ଦେବେ ଜେପି ନଡ୍ଡା । ନୂଆ ବିଧାୟକଙ୍କୁ ସରକାର କେମିତି ଚାଲେ ବୁଝାଇବେ । ନଡ୍ଡାଙ୍କ ଠାରୁ ଶିକ୍ଷା ଗ୍ରହଣ କରିବେ ବିଧାୟକ ।
ବିଜେପି କର୍ମଶାଳାରେ ବିଧାୟକଙ୍କୁ…
ଆହୁରି ପାଞ୍ଚଦିନ ବର୍ଷିବ, ଖରାରୁ ମିଳିବ ଆଶ୍ୱସ୍ତି
ଭୁବନେଶ୍ୱର: କମିବ ଖରା, ହେବ ବର୍ଷା। ପାଞ୍ଚରୁ ୬ ଦିନ ଯାଏଁ ଖରାରୁ ମିଳିବ ଆଶ୍ୱସ୍ତି। ଏଭଳି କିଛି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ୧୪ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଚେତାବନୀ ଦେଇଛି…
ମିଠା ମିଠା ଛେନାପୋଡ଼… ଓଡ଼ିଶାର ଗୌରବ, ଜନ୍ମସ୍ଥାନ ନୟାଗଡ଼
ଓଡ଼ିଶା ଭାସ୍କର: ମିଠା ଭିତରେ ରାଜା ଛେନାପୋଡ଼ । ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ଲୋକଙ୍କ ଏହି ମିଠା ବେଶ୍ ପସନ୍ଦ । ଛେନା, ଚିନି, ଗୁଜୁରାତି ଏହି ସାମାନ୍ୟ ସାମଗ୍ରୀରେ ତିଆରି ହେଉଥିବା ମିଠା ଛେନାପୋଡ଼ ଏବେ ରାଜ୍ୟ…
‘ଚଳିତ ବର୍ଷ ୧ ଲକ୍ଷ ୬୦ ହଜାର ଜଣଙ୍କୁ ମିଳିବ ଘର’, ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ଅନ୍ତ୍ୟୋଦୟ ଗୃହ ଯୋଜନା ଓ ପାଣି ପ୍ରସଙ୍ଗକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସୂଚନା । ସେ କହିଛନ୍ତି ଯେ, ୧ ଲକ୍ଷ ହିତାଧିକାରୀଙ୍କ ତାଲିକା କରାଯିବ । ୨ ମାସ ମଧ୍ୟରେ ୱାର୍କ ଅର୍ଡର ଇସ୍ୟୁ…
ଯବାନଙ୍କୁ ବଡ଼ ସଫଳତା, ୫ ମାଓବାଦୀ ବଙ୍କର ଧ୍ୱଂସ କଲେ ସୁରକ୍ଷାକର୍ମୀ
ଜାମସେଦପୁର: ରାଉରକେଲା- ଝାଡଖଣ୍ଡ ସୀମାରେ ନକ୍ସଳ ବଙ୍କର ଧ୍ୱସ୍ତ କଲେ ଯବାନ ।
୫ଟି ନକ୍ସଲ ବଙ୍କରକୁ ଧ୍ୱଂସ କଲେ ସୁରକ୍ଷାକର୍ମୀ । କୁଳପାବୁରୁ ଜଙ୍ଗଲରେ ସର୍ଚ୍ଚ ଅପରେଶନ ବେଳେ ବଙ୍କର ଠାବ କରିଥିଲେ ଯବାନ ।…