Browsing Category

ରାଜ୍ୟ

ଆହୁରି ପାଞ୍ଚଦିନ ବର୍ଷିବ, ଖରାରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: କମିବ ଖରା, ହେବ ବର୍ଷା। ପାଞ୍ଚରୁ ୬ ଦିନ ଯାଏଁ ଖରାରୁ ମିଳିବ ଆଶ୍ୱସ୍ତି। ଏଭଳି କିଛି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ୧୪ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଚେତାବନୀ ଦେଇଛି…

ମିଠା ମିଠା ଛେନାପୋଡ଼… ଓଡ଼ିଶାର ଗୌରବ, ଜନ୍ମସ୍ଥାନ ନୟାଗଡ଼

ଓଡ଼ିଶା ଭାସ୍କର: ମିଠା ଭିତରେ ରାଜା ଛେନାପୋଡ଼ । ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ଲୋକଙ୍କ ଏହି ମିଠା ବେଶ୍ ପସନ୍ଦ । ଛେନା, ଚିନି, ଗୁଜୁରାତି ଏହି ସାମାନ୍ୟ ସାମଗ୍ରୀରେ ତିଆରି ହେଉଥିବା ମିଠା ଛେନାପୋଡ଼ ଏବେ ରାଜ୍ୟ…

‘ଚଳିତ ବର୍ଷ ୧ ଲକ୍ଷ ୬୦ ହଜାର ଜଣଙ୍କୁ ମିଳିବ ଘର’, ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଅନ୍ତ୍ୟୋଦୟ ଗୃହ ଯୋଜନା ଓ ପାଣି ପ୍ରସଙ୍ଗକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସୂଚନା । ସେ କହିଛନ୍ତି ଯେ, ୧ ଲକ୍ଷ ହିତାଧିକାରୀଙ୍କ ତାଲିକା କରାଯିବ । ୨ ମାସ ମଧ୍ୟରେ ୱାର୍କ ଅର୍ଡର ଇସ୍ୟୁ…

ଯବାନଙ୍କୁ ବଡ଼ ସଫଳତା, ୫ ମାଓବାଦୀ ବଙ୍କର ଧ୍ୱଂସ କଲେ ସୁରକ୍ଷାକର୍ମୀ

ଜାମସେଦପୁର: ରାଉରକେଲା- ଝାଡଖଣ୍ଡ ସୀମାରେ ନକ୍ସଳ ବଙ୍କର ଧ୍ୱସ୍ତ କଲେ ଯବାନ । ୫ଟି ନକ୍ସଲ ବଙ୍କରକୁ ଧ୍ୱଂସ କଲେ ସୁରକ୍ଷାକର୍ମୀ । କୁଳପାବୁରୁ ଜଙ୍ଗଲରେ ସର୍ଚ୍ଚ ଅପରେଶନ ବେଳେ ବଙ୍କର ଠାବ କରିଥିଲେ ଯବାନ ।…

ଜାଲ ସାର୍ଟିଫିକେଟରେ ଅଧ୍ୟାପକଙ୍କ ଚାକିରି ! ଯାଞ୍ଚ ବେଳେ ଧରାପଡିଲେ ଜୁଲୋଜି ଅଧ୍ୟାପକ

ଉଦଳା: ଆଜିକାଲି ଯୁଗରେ ଟେକନିକ୍ ଯେତେ ଆଗକୁ ଯାଉଛି, ଠକାମି ମଧ୍ୟ ସେତେ ବଢ଼ୁଛି । ସବୁ କ୍ଷେତ୍ରରେ ଲୋକମାନେ ଜାଲିଆତି କରିବା ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟରେ ଉଦଳାରେ ଏକ ଠକେଇ ମାମଲା ସାମ୍ନାକୁ ଆସିଛି,…

Breaking: ପିପିଲିରେ ଫୁଟିଲା ବୋମା, ଛିଣ୍ଡିଗଲା ଯୁବକଙ୍କ ହାତ

ପିପିଲି: ପିପିଲିରେ ଫୁଟିଲା ବୋମା । ଜମାଲପୁରରେ ରାତି ଅଧିଆ ଫୁଟିଲା ବୋମା । ବୋମା ବିସ୍ଫୋରଣରେ ଜଣଙ୍କ ହାତ ଛିଣ୍ଡି ଯାଇଥିବା ସୂଚନା । ଆହତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ବାଲିଯାତ୍ରା ପଡ଼ିଆରୁ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ, ଜେପି ନଡ୍ଡା କରିବେ ଲୋକାର୍ପଣ

ଭୁବନେଶ୍ବର: ଆଜି ଓଡ଼ିଶାରେ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହାସହିତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନାର ମଧ୍ୟ ଶୁଭାରମ୍ଭ ହେବ । କଟକର ବାଲିଯାତ୍ରା ପଡିଆରେ ଏନେଇ ଆୟୋଜନ…

ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର, ଏମ୍ସରେ ଭର୍ତ୍ତି ହୋଇଛି ଅଭିଯୁକ୍ତ

ଭୁବନେଶ୍ବର: ପୁଣି ରାଜଧାନୀରେ ଏନକାଉଣ୍ଟର । ଭୁବନେଶ୍ବରରେ ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର କରାଯାଇଥିବା ସୂଚନା ରହିଛି । ବ୍ରାଉନସୁଗାର ବେପାରୀ ଶେଖ ଜାମସେଦକୁ ଏନକାଉଣ୍ଟର କରିଛି ପୋଲିସ । ଖଣ୍ଡଗିରି…

ରାଜ୍ୟରେ କାଳବୈଶାଖି, ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର : ଆଜିଠୁ ବଢିବ କାଳବୈଶାଖିର ପ୍ରଭାବ। ଏ-ନେଇ ପାଣିପାଗ ବିଭାଗ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସବୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ... ଆଜି…

Breaking: ଆଇଏଏସ ସ୍ତରରେ ବଦଳି ଓ ପଦୋନ୍ନତି

ଭୁବନେଶ୍ୱର: ଆଇଏଏସ ସ୍ତରରେ ବଡ଼ ଧରଣର ଅଦବଦଳ ଦେଖିବାକୁ ମିଳିଛି। ପଦୋନ୍ନତି ପରେ ନିଯୁକ୍ତି ଦେଇଛନ୍ତି ସରକାର। ୨୮ ଜଣ ଆଇଏଏସଙ୍କ ପଦୋନ୍ନତି ଓ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇଏଏସ ଧରମା…