Browsing Category
ରାଜ୍ୟ
ଅପରାଧୀଙ୍କ ପାଇଁ ଆରମ୍ଭ ହେଲା ମାଷ୍ଟର ପ୍ଲାନ: ଏଥର ସାବାଡ ହେବେ କଏଦୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ପାଇଁ ଜନ୍ତା ତିଆରି କରୁଛି ପୋଲିସ ଡିପାର୍ଟମେଣ୍ଟ । ଜେଲରେ ଥିବା କଏଦୀମାନଙ୍କୁ ସାବାଡ କରିବା ପାଇଁ ଆରମ୍ଭ ହେଉଛି ନୂଆ ମାଷ୍ଟର ପ୍ଲାନ । ଏଣିକି ସପ୍ତାହକୁ ଥରେ ଏହି…
ଅଫୁଟା ବାଣରୁ ବାରୁଦ କାଢି ଖେଳୁଥିଲା ବାଳକ , ଘଟିଲା ଏପରି ଘଟଣା
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଅଫୁଟା ବାଣରୁ ବାରୁଦ କାଢି ଖେଳିବା ନାବାଳକକୁ ପଡିଛି ମହଙ୍ଗା । ବାରୁଦରୁ ବିସ୍ଫୋରଣ ହେବା ଫଳରେ ନବାଳକ ଜଣକ ଗୁରୁତର ଆହତ ହୋଇଛନ୍ତି । ତେବେ ତାଙ୍କୁ ଉଦ୍ଧାର…
ସ୍କୁଲ ଭିତରକୁ ପଶିପାରିବେନି ଗଣମାଧ୍ୟମ ପ୍ରତିନିଧି, ନ ମାନିଲେ FIR: ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସରକାରୀ ସ୍କୁଲମାନଙ୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରବେଶ କରିପାରିବେ ନାହିଁ । ଏହାପରେ ଯଦି କେହି ନିୟମ ଉଲ୍ଲଂଘନ କରିବା ସହ କ୍ୟାମେରା ଓ ବୁମ୍ ଧରି ସ୍କୁଲ ଭିତରକୁ ଯିବେ ତେବେ…
କମ୍ବିଂ ସାରି ଫେରୁଥିବା ସମୟରେ ନାଳରେ ଭାସିଗଲେ ଯବାନ, ନିଖୋଜ ସୁରଜଙ୍କୁ ଉଦ୍ଧାର ପାଇଁ ଚାଲିଛି ଅପରେସନ୍
ମାଲକାନଗିରି, (ଭାସ୍କର ନ୍ୟୁଜ):ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ କମ୍ବିଂ ସାରି ଫେରୁଥିବା ସମୟରେ ନାଳରେ ଭାସି ଯାଇ ଜଣେ ସିଆରପିଏଫ ଯବାନ ନିଖୋଜ ଥିବା ଜଣା ପଡ଼ିଛି । ବିଜାପୁର ଜିଲ୍ଲାରେ ଗତ…
କୋଏଲ ନଦୀରୁ ମିଳିଲା ଚତୁର୍ଥ ଭାଇଙ୍କ ଶବ: ଏକା ଦିନେ ବାହୁଡିଗଲେ ୪ ଭାଇ
ରାଉରକେଲା: କୋଏଲ ନଦୀରେ ବୁଡିଯାଇଥିବା ୪ ଜଣ ନାବାଳକଙ୍କ ଶବ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଚତୁର୍ଥ ଭାଇଙ୍କ ଶବ ଆଜି ଉଦ୍ଧାର କରାଯାଇଛି । ଜଗତର ନାଥ…
ବିଚ ରାସ୍ତାରେ ମିଳିଲା ଯୁବକଙ୍କ ମୃତଦେହ: ପୋଲିସ ଖୋଜୁଛି ଶବ ପଛର ରହସ୍ୟ
ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧ । ବିଭିନ୍ନ ଅଞ୍ଚଳରେ ହତ୍ୟା, ଦୁଷ୍କର୍ମ ଭଳି ଅପରାଧ ଏବେ ବ୍ୟାପିବାରେ ଲାଗିଛି । ତେବେ ଏଥି ମଧ୍ୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବିଚ ରାସ୍ତାରେ ମିଳିଛି ଗଳିତ ମୃତଦେହ…
ଏଣିକି ରାଜଧାନୀରେ ମାସ୍କ ବାଧ୍ୟତାମୂଳକ, ମାସ୍କ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜଧାନୀ ଭୁବନେଶ୍ୱରରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କ ବିରୁଦ୍ଧରେ…
ଅଧା ରହିଲା ଜଗା ଦର୍ଶନ : ଗାଧୋଇବା ବେଳେ ନଦୀ ସ୍ରୋତରେ ଭାସି ଗଲେ ୪ ଯୁବକ, ୩ ମୃତ ଓ ଜଣେ ନିଖୋଜ
ରାଉରକେଲା (ଭାସ୍କର ନ୍ୟୁଜ୍) : ଅଧା ରହିଲା ଜଗା ଦର୍ଶନ । ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେମାନେ ଯୋଜନା କରିଥିଲେ । ଏଥିପୂର୍ବରୁ ସ୍ଥାନୀୟ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ…
ଏମିତି ବି ଆସେ କାଳ : ଘରେ ଶୋଇଥିବା ଚୋଟ ମାରିଲା ବିଷଧର ସାପ, ଉଡିଗଲା ୨ ଭାଇଙ୍କ ପ୍ରାଣବାୟୁ
ଫୁଲବାଣୀ, (ଭାସ୍କର ନ୍ୟୁଜ୍) : ପବିତ୍ର ବାହୁଡ଼ା ଯାତ୍ରା ଦିନ ଏକ ବଡ଼ ଧରଣର ଅଘଟଣ ଘଟିଛି । ସାପକାମୁଡ଼ାରେ ୨ ଭାଇଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଫୁଲବାଣୀ ଜିଲ୍ଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ…
ଆଜି ପବିତ୍ର ସୁନାବେଶ: ମହଣ ମହଣ ସୁନାରେ ସଜେଇ ହେବେ ରଥାରୁଢ ଶ୍ରୀବିଗ୍ରହ
ପୁରୀ,(ଭାସ୍କର ନ୍ୟୁଜ୍) : ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଲେ ମହାବାହୁ । ଆଜି ରଥାରୁଢ ଶ୍ରୀବିଗ୍ରହଙ୍କ ସୁନା ବେଶ ନୀତି ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି। ରଥ…