Browsing Category
ରାଜ୍ୟ
ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କା ଦେଲା ପ୍ରେମିକ, ପ୍ରେମିକାକୁ ବିଷ ପିଆଇ ରାସ୍ତାରୁ ହଟାଇଦେବାକୁ କଲା ଉଦ୍ୟମ
ଡେଲାଙ୍ଗ, (ଭାସ୍କର ନ୍ୟୁଜ୍): ପ୍ରଥମେ ପ୍ରେମ, ତା'ପରେ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ଶେଷରେ ଧୋକା ଦେଇଥିଲା । ବିବାହ କରିବାକୁ ଯୁବତୀ ଜିଦ୍ କରିବାରୁ ବଳପୂର୍ବକ ବିଷ ପିଆଇ ଜୀବନରେ ମାରିଦେବା ଭଳି ଏକ ସାଙ୍ଘାତିକ…
ବୁଧବାରଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକିୟା, ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଆସନ୍ତା ୨୦ ତାରିଖ ଅର୍ଥାତ୍ ବୁଧବାରଠୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନପତ୍ର ଗ୍ରହଣ କରାଯିବ । ଏହା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏ ନେଇ ସୂଚନା…
ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସନ ହେବ ବର୍ଷ ପ୍ରଥମ ବନ୍ୟାଜଳ
ସମ୍ବଲପୁର, (ଭାସ୍କର ନ୍ୟୁଜ୍) : ଆଜି ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ପୂର୍ବାହ୍ଣ ୧୧ଟାରେ ପୂଜାର୍ଚ୍ଚନା କରାଯାଇ ପ୍ରଥମେ ସପ୍ତମ ଗେଟ୍ ଖୋଲାଯିବ ପରବର୍ତ୍ତୀ ସମୟରେ ୫ଟି ଗେଟ୍ ଖୋଲାଯିବ…
ରାଷ୍ଟ୍ରପତି ନିର୍ବାଚନ: ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ସବୁ ବିଧାନସଭା, ସଂସଦରେ ହେବ ମତଦାନ, ୨୧ରେ ଗଣତି ଓ ଫଳ ଘୋଷଣା
ନୂଆଦିଲ୍ଲୀ/ଭୁବନେଶ୍ୱର : ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ଭୋଟ୍ ଗ୍ରହଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଂସଦ ସମେତ ସବୁ ବିଧାନସଭାରେ ଏଥିନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।…
ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି କୌଣସି ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ସରକାରୀ ସ୍ତରରେ DEOଙ୍କୁ ନିଯୁକ୍ତି ଦିଆଯିବ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡାଟା ଏଣ୍ଟ୍ରି ଅପରେଟର (ଡିଇଓ)ଙ୍କ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । ଏଣିକି କୌଣସି ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର କିମ୍ବା ସରକାରୀ ସ୍ତରରେ ଡିଇଓ ନିଯୁକ୍ତି…
NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ଜଣାଇଲା ସମର୍ଥନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଘୋଷଣା କରିସାରିଛି । ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ପାର୍ଥୀ ଘୋଷଣା କରାଯାଇଛି ।…
ଭୁବନେଶ୍ୱରରେ ସିଲ୍ ହେଲା ରିଲାଏନ୍ସ ଫ୍ରେସ୍, BMC ପକ୍ଷରୁ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିଲ୍ ହେଲା ଭୁବନେଶ୍ୱର ଗୋପବନ୍ଧୁ ଛକ ସ୍ଥିତ ରିଲାଏନ୍ସ ଫ୍ରେସ୍ ସୁପରମାର୍କେଟ୍ । ତେବେ ଏହା କୋଭିଡ କଟକଣାକୁ ନେଇ ନୁହେଁ ବରଂ ପରିମଳ ବ୍ୟବସ୍ଥାକୁ ନେଇ ନିଆଯାଇଛି ଏଭଳି…
ପ୍ରକାଶ ପାଇଲା ICSE ୧୦ମ ରେଜଲ୍ଟ, ବାଜି ମାରିଲେ ଛାତ୍ରୀ, ଏମିତି କରନ୍ତୁ ରେଜଲ୍ଟ ଚେକ୍
ନୂଆଦିଲ୍ଲୀ: ପ୍ରକାଶ ପାଇଛି କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ(ICSE) ୧୦ମ ଫଳାଫଳ । ଛାତ୍ରଛାତ୍ରୀ ନିଜ ରୋଲ୍ ନମ୍ବର ସାହାଯ୍ୟରେ ନିଜର ରେଜଲ୍ଟ ଦେଖିପାରିବେ ତଥା ଡାଉନଲୋଡ କରିପାରିବେ ।…
ସୁରକ୍ଷିତ ଭାବରେ ଉଦ୍ଧାର ହେଲେ ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକ
ରାୟଗଡ଼ା: ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଦୁଇ ପର୍ଯ୍ୟଟକଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ।
ସୂଚନାଯୋଗ୍ୟ, ରବିବାର କାଶୀପୁର ବ୍ଲକର…
ନାଗାବଳୀ ନଦୀ ମଝିରେ ଫସିଗଲେ ୨ ପର୍ଯ୍ୟଟକ, ଉଦ୍ଧାର ପାଇଁ ଜୋରଦାର ପ୍ରୟାସ
ରାୟଗଡ଼ା: ବୁଲିବା ପାଇଁ ଆସିଥିବାବେଳେ ନାଗାବଳୀ ନଦୀ ମଝିରେ ଫସିଗଲେ ଦୁଇ ପର୍ଯ୍ୟଟକ । ନଦୀରେ ପ୍ରବାହିତ ପ୍ରଖର ପାଣି ମଧ୍ୟରେ ଫସି ରହିଛନ୍ତି ଏହି ଦୁଇ ପର୍ଯ୍ୟଟକ ।
ମିଳିଥିବା ସୂଚନା ଅନୂଯାୟୀ, କାଶୀପୁର ବ୍ଲକ…