Browsing Category
ରାଜ୍ୟ
ଠିକ ସମୟରେ ହେବ ପ୍ରାକୃତିକ ବିପର୍ଯ୍ୟୟ ଆକଳନ, ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର
ଭୁବନେଶ୍ବର: ଆଗୁଆ ମିଳିବ ପାଣିପାଗ ସୂଚନା । ବନ୍ୟା, ବାତ୍ୟା ନେଇ ପ୍ରାକ୍ ସୂଚନା ସହଜରେ ମିଳିପାରିବ । ରାଜ୍ୟରେ ବସିବ ୩ଟି ନୂଆ ଡପଲର ରାଡାର । ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ଵରରେ ନୂଆ ଡଫଲର ରାଡାର ବସିବ ।…
ଭୁବନେଶ୍ୱରରେ ଅଗ୍ନିକାଣ୍ଡ; ପ୍ରେସର କୁକର ଗୋଦାମରେ ଲାଗିଲା ନିଆଁ
ଭୁବନେଶ୍ୱର: ସତ୍ୟନଗର ସ୍ଥିତ ପ୍ରେସର କୁକୁର ଗୋଦାମରେ ଅଗ୍ନିକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି। ଏହି ନିଆଁ ଗୋଦାମରେ କେଉଁ କାରଣରୁ ଲାଗିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ନିଆଁ ଲାଗିବା ପରେ ସଙ୍ଗେ ସଙ୍ଗେ…
ମହିଳା ସଶକ୍ତିକରଣ, ସ୍ବରୋଜଗାର ଲକ୍ଷ୍ୟରେ ଗାରମେଣ୍ଟ କମ୍ପାନୀର ଭିତ୍ତି ପ୍ରସ୍ତର ସ୍ଥାପନ
ଭୁବନେଶ୍ବର- ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଜୟଦେବ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଠାରେ ମହିଳା ସଶକ୍ତି କରଣ ଏବଂ ସ୍ବରୋଜଗାର ନିମନ୍ତେ ଏକ ବଡ଼ ଗାରମେଣ୍ଟ କମ୍ପାନୀର ଭିତ୍ତି ପ୍ରସ୍ତର ହୋଇଯାଇଛି ।…
ଆଇନ ମନ୍ତ୍ରୀଙ୍କ ବଡ ଘୋଷଣା, କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ଆଉ ୨ ବ୍ରିଜ୍
ଭୁବନେଶ୍ବର: ଆଉ ଟ୍ବିଟସିଟିରେ ଅସୁବିଧା ହେବନି ଯାତାୟତ । କଟକ-ଭୁବନେଶ୍ବରରେ ସୁବିଧା ହେବ ଗମନାଗମନ ବ୍ୟବସ୍ଥା । କାଠଯୋଡିରେ ହେବ ଆଉ 2ଟି ବ୍ରିଜ । ଏସସିବି ଦ୍ବିତୀୟ କ୍ୟାମ୍ପସ 2025 ସୁଦ୍ଧା ନସିଲେ…
(Video) ବ୍ରାଉନ ସୁଗାର ଜବତ କରିବାକୁ ଯାଇ ପୋଲିସ ହଟହଟ୍ଟା
ବାଲେଶ୍ୱର- ବାଲେଶ୍ୱର ଜିଲ୍ଲାରେ ବ୍ରାଉନ ସୁଗାର କାରବାରକୁ ନେଇ ଅବକାରୀ ଟିମ ରେଡ କରିବାକୁ ଯାଇ ହୋଇଛି ହଟହଟ୍ଟା । ଅବକାରୀ ଗାଡିର ଚାବିକୁ ଗ୍ରାମବାସୀ ଛଡାଇନେଇ ଦୀର୍ଘ ସମୟ ଟିମକୁ ଘେରାବନ୍ଦୀ କରିବା ସହ ନାକେଦମ…
ଅସ୍ଥାୟୀ କ୍ଲିନିକ ଖୋଲିଥିଲେ ନକଲି ଡାକ୍ତର, ଚିକିତ୍ସା କରୁକରୁ ନେଇଗଲେ ରୋଗୀର ଜୀବନ
ଭୁବନେଶ୍ବର:ଡାକ୍ତରଙ୍କୁ ଜୀବନଦାତା ବୋଲି କୁହାଯାଇଥାଏ । କୁହନ୍ତି ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ । ହେଲେ ଡାକ୍ତର ଯେତେବେଳେ ଜୀବନ ନିଏ ସେତେବେଳେ କାହାକୁ ବା କଣ କହିବ । ଜଣେ ନକଲି ଡାକ୍ତର ଏକ ବ୍ୟକ୍ତିର ଜୀବନ…
Breaking: ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ, 7 ଜଣ ଗୁରୁତର
ଭୁବନେଶ୍ବର: ଭୁବନେଶ୍ବରରେ ଭୟଙ୍କର ସଡକ ଦୁର୍ଘଟଣା । ରାଜଧାନୀରୁ ସାମ୍ନାକୁ ଆସିଲା ହିଟ୍ ଆଣ୍ଡ ରନ୍ ମାମଲା । ଭୁବନେଶ୍ବର କେଶୁରା ଜଗନ୍ନାଥ ମନ୍ଦିର ନିକଟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । କାର୍ ଧକ୍କାରେ 7ଜଣ…
ବଡ଼ଦିନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ଼, ଭିଡ଼କୁ ଦୃଷ୍ଟିରେ ରଖାଯାଇ ନିଆଗଲା ନିଷ୍ପତ୍ତି
ପୁରୀ: ଆସନ୍ତା ବୁଧବାର ଦିନ ବଡ଼ଦିନ । ଡିସେମ୍ବର ୨୫ ତାରିଖକୁ ଦେଶ ବିଦେଶରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରୁଥିବା ବେଳେ ଓଡ଼ିଆମାନେ ଏହାକୁ ବଡ଼ଦିନ ରୂପେ ପାଳନ କରିଥାଆନ୍ତି । କୁହାଯାଏ ଯେ, ଏଦି ଦିନଠାରୁ…
ନୀଳ ରାଇଜରେ ଫସିଛନ୍ତି ୪୦ ଓଡିଆ, ଉଦ୍ଧାର ପାଇଁ କରୁଛନ୍ତି ଗୁହାରୀ
ଭୁବନେଶ୍ୱର- ପରିବାର ପ୍ରତିପୋଷଣ ପାଇଁ ନୀଳ ଜଳରାଶିକୁ ଚିରି ଯାଇଥିଲେ ମାଲଦ୍ୱୀପ । ପର୍ଯ୍ୟଟନ ଶିଳ୍ପରେ ସମୃଦ୍ଧ ଏହି ରାଷ୍ଟ୍ରରେ ମୋଟା ଅଙ୍କ ରୋଜଗାର କରି ନିଜ ସହ ପରିବାର ପାଳନ ଥିଲା ଲକ୍ଷ୍ୟ । ଆଖିରେ ଆଖିଏ ସୁନେଲି…
୨୦୨୫ ପ୍ରଥମ ସପ୍ତାହରେ ରାଜ୍ୟ କଂଗ୍ରେସରେ ନୂଆ ସଭାପତି ନିଯୁକ୍ତି ପାଇବେ
ଭୁବନେଶ୍ୱର- ଓଡିଶା ପ୍ରଦେଶ କଂଗ୍ରେସର ଖାଲିପଡିଥିବା ସଭାପତି ପଦ ଶୀଘ୍ର ପୂରଣ ହେବ । ନୂଆବର୍ଷରେ ପ୍ରଦେଶ କଂଗ୍ରେସ କମିଟି ପାଇବ ନୂଆ ସଭାପତି । ଏମିତି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ।
କିଛି ଦିନର…