Browsing Category
ରାଜ୍ୟ
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୭ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ: ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇଥିବା ବେଳେ ଏହାକୁ ସଶକ୍ତ କରିବା ପାଇଁ ଆସିବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ । ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ…
ଶ୍ରୀମନ୍ଦିର ନାଟମଣ୍ଡପକୁ ଚଢ଼ି ଯୁବକ ଅଟକ, ଦେଖନ୍ତୁ Video
ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ଉପରକୁ ଜଣେ ଶ୍ରଦ୍ଧାଳୁ ଚଢ଼ିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ଜଣେ ବଙ୍ଗୀୟ ଭକ୍ତ ଏଭଳି ଉଦ୍ୟମ କରିଥିବା ଜଣାପଡିଛି । ଭକ୍ତ ଜଣକ ପଶ୍ଚିମବଙ୍ଗ…
ବଦଳିବ ପାଗ: ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଆସାନି’ ପରେ ପୁଣିଥରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ପୁଣିଥରେ ପାଣିପାଗ ପରିବର୍ତ୍ତନ ହେବାକୁ ଯାଉଛି । ଆଣ୍ଡାମାନ ସାଗରରେ ପ୍ରବେଶ କରିଛି ମୌସୁମୀ ବାୟୁ ।…
ପୁଣି ଅପରାଜିତାଙ୍କ ଟାର୍ଗେଟରେ ରାଜ୍ୟ ସରକାର: କହିଲେ ଜଣେ ବ୍ୟକ୍ତି ୩ ଦାୟିତ୍ୱରେ ରହିଲେ କିପରି?
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଆଜି ପୁଣି ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସେ ପ୍ରଶ୍ନ…
୧୯ ଓ ୨୬ରେ ସମବାୟ ନିର୍ବାଚନ: ବରିଷ୍ଠ ନେତୃତ୍ୱଙ୍କ ସହ କଥାହେଲେ ନବୀନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ ଓ ୨୬ରେ ୨ଟି ପର୍ଯ୍ୟାୟରେ ସମବାୟ ନିର୍ବାଚନ ହେବ । ଏନେଇ ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ଏମାର ମଠ ପରିସରରୁ ବାହାରିଲା ବିରଳ ସିଂହ ମୂର୍ତ୍ତି
ପୁରୀ(ଓଡ଼ିଶା ଭାସ୍କର): ପୁରୀ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ମାଟି ଖନନ ବେଳେ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି ବାହାରିଥିବା ସୂଚନା ମିଳିଛି । ତେବେ ଖନନ ବେଳେ ବିରଳ ସିଂହ ମୂର୍ତ୍ତିଟି…
ଚାଲିଗଲା ଦନ୍ତା ହାତୀ ନନ୍ଦ, ବିଫଳ ହେଲା ଚିକିତ୍ସକଙ୍କ ସମସ୍ତ ଉଦ୍ୟମ
ଆଖି ବୁଜିଲା ଦନ୍ତା ହାତୀ ନନ୍ଦ । ଭୁବନେଶ୍ୱର ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ । ଅସୁସ୍ଥ ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ନନ୍ଦ ରବିବାର ଅସୁସ୍ଥ…
ମହଙ୍ଗା ଛାଟରେ ହନ୍ତସନ୍ତ ମଧ୍ୟବିତ୍ତ ପରିବାର,ରେଷୋଇ ଘରେ ପଡିଛି ଚଢ଼କ : ପରିବାଠୁ ଆମିଷ ବଜାର ସବୁଠି ବଜେଟ୍ ବିଗାଡୁଛି ଦରବୃଦ୍ଧି
ବାଲିପାଟଣା (ଭାସ୍କର ନ୍ୟୁଜ): ପରିବା ପାଇଁ ବ୍ୟାଗ୍ ନେଇ ମଧ୍ୟବିତ ପରିବାର ମୁଖିଆ ବଜାରରେ ପହଞ୍ଚି ପରିବାର ଆକାଶଛୁଆଁ ଦର ଦେଖିକି ଘଡିଏ ଚିନ୍ତା କରୁଛି କିଲେ ନେବି ନା ୨୫୦ ଗ୍ରାମ ନେବି । ୫୦୦ ଟଙ୍କାରେ ବି ଗୋଟେ…
ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି, କାଳବୈଶଖୀ ଆଶଙ୍କା : ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜ୍ୟରେ କାଳବୈଶାଖୀ ସକ୍ରିୟ ଥିବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ…