Browsing Category

ରାଜ୍ୟ

ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲା: ପୁଣି ୧୫ ଦିନ ଛୁଟିରେ ସୁମିତ୍

ଗଞ୍ଜାମ: ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲା । କର୍ମକ୍ଷେତ୍ରରୁ ଆଉ ୧୫ ଦିନ ଛୁଟିରେ ରହିଲେ ଡାକ୍ତର ସୁମିତ୍ । ଗତକାଲି ଛୁଟି ସରିବା ପରେ ଆଜି ଆଉ ୧୫ ଦିନ ଛୁଟି ମାଗିଲେ ସୁମିତ୍ ।…

ଥରାଉଛି ଜାଡ଼: ୭ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ନେଇ ପୂର୍ବାନୁମାନ । ୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ…

ଏପ୍ରିଲ ସୁଦ୍ଧା ମିଳି ୧୧ ହଜାର ଶିକ୍ଷକଙ୍କୁ ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

ଆମ ତହସିଲଦାର ଗିଳା’ଟା:ବାଲି, ଗୋଡି, ପଥର ସବୁ ଖାଇଯିବ, ଦେଖନ୍ତୁ କାହିଁକି ଏମିତି କହିଲେ ବିଧାୟକ ସୁର ରାଉତରାୟ[video]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଟଣୀ ତହିସିଲରେ ଚାଲିଥିବା ଦୁର୍ନୀତିକୁ ନେଇ ମୁହଁ ଖୋଲିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ଆମ ତହସିଲଦାର ଗିଳାଟା । ତାର ଗୋଟାଏ ବଡ ଆଁ, ସବୁ ଖାଇଯିବ ବୋଲି ନିଜର ଚିରାଚରିତ…

ସଂଘର୍ଷରୁ ସଫଳତାର କାହାଣୀ: ଗୁପଚୁପ ବିକାଳି ହେଲେ ଆନ୍ତର୍ଜାତୀୟ କ୍ରୀଡାବିତ୍, ମିଳିଲା ପୋଲିସ ଚାକିରି[video]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁପୁଚୁପ୍ ବିକାଳିରୁ ଆନ୍ତର୍ଜାତୀୟ କ୍ରୀଡାବିତ ଭାବରେ ନିଜକୁ ପ୍ରତିଷ୍ଠା କରିବା ସହିତ ଏକ ସରକାରୀ ଚାକିରି ହାସଲ କରିଛନ୍ତି । ସଂଘର୍ଷରୁ ସଫଳତାର କାହାଣୀରେ ଆଜି ଆସନ୍ତୁ ଜାଣିବା…

୨ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ମାଡ଼ିଚାଲିଥିବା ବେଳେ ଆଜି ଓଡ଼ିଶାରୁ ପୁଣି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୨ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର ।…

(ଭିଡ଼ିଓ)ଜାତୀୟ କୃଷକ ଦିବସ: କ୍ରାଫ୍ଟ ମାଧ୍ୟମରେ କୃଷକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା

ଜାତୀୟ କୃଷକ ଦିବସ ଉପଲକ୍ଷେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ପେପର କାଟୁନ ମାଧ୍ୟମରେ ୧ ଫୂଟ ଉଚ୍ଚତାରେ ଚାଷଜମିରେ କାର୍ଯ୍ୟରତ ଏକ କୃଷକର କ୍ରାଫ୍ଟ କରିଛନ୍ତି । ଚାଷଜମି ପାଇଁ ସେ ଏକ ଥାଳିରେ ମାଟି ରଖି ଦୁବ ଓ ଘାସ…

ଖବରକାଗଜ ହକରଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା: ୭୩୦୦ ପଞ୍ଜୀକୃତ ହକର ପାଇଲେ ୬୦୦୦ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବରକାଗଜ ହକରଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ…

ବଢ଼ିଲା ଚିନ୍ତା; ଓଡ଼ିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହାରି ମଧ୍ୟରେ ଓଡ଼ିଶାରୁ ପୁଣି ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଏଲଏସ ସ୍ୱାସ୍ଥ୍ୟ ବିଭାଗକୁ…

ଥରୁଛି ଓଡ଼ିଶା; ୧୦ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖସୁଛି ପାରଦ । ଓଡ଼ିଶା ଶୀତର ଲହରି ଜାରି ରହିଛି । ସକାଳରୁ ରାତି ଯାଏ ଅସମ୍ଭାଳ ଥଣ୍ଡା । ରାଜ୍ୟର ୧୨ଟି ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । କନ୍ଧମାଳ ଜିଲ୍ଲାରେ ଅଧିକ…