Browsing Category
ରାଜ୍ୟ
(ଭିଡିଓ) ବ୍ରହ୍ମପୁର ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ: ଉପର କୋର୍ଟ ଗଲେ ସୁମିତ୍
ବହ୍ମପୁର: ତପସ୍ୱିନୀ-ଡାକ୍ତର ସୁମିତ ପାରିବାରିକ ବିବାଦ ମାମଲା । ଏସଡିଜେଏମ୍ କୋର୍ଟଙ୍କ ରାୟ ବିରୋଧରେ ଜିଲ୍ଲା କୋର୍ଟକୁ ଗଲେ ସୁମିତ୍ । ଉଭୟଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ୨ଟି ମାମଲା…
(Video) ଆସିକା ଗେଷ୍ଟ ହାଉସକୁ ଅଲବିଦା ଜଣାଇଲେ ତପସ୍ୱିନୀ, ଏଣିକି ବ୍ରହ୍ମପୁରରେ ରହି ନ୍ୟାୟ ପାଇଁ ଲଢ଼େଇ କରିବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ ଇତିମଧ୍ୟରେ ଦିନକୁ ଦିନ ଜଟିଳତର ହେବାରେ ଲାଗିଛି । ପୂର୍ବରୁ ସୁମିତଙ୍କ ପକ୍ଷରୁ ମଗାଯାଇଥିବା ୭ ଦିନିଆ ଟାଇମ୍ ପିରିଅଡ୍ ସମାପ୍ତ…
(Video) ଆଜିର ଶୁଣାଣି ବଦଳାଇପାରେ ଭାଗ୍ୟ: ନ୍ୟାୟ ପାଇଁ ବ୍ରହ୍ମପୁର ଅଭିମୁଖେ ବାହାରିଲେ ତପସ୍ୱିନୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ବିବାଦ ଇତିମଧ୍ୟରେ ଥମିବାର ନାଁ ଧରୁନାହିଁ । ପୂର୍ବରୁ ସୁମିତଙ୍କ ପକ୍ଷରୁ ମଗାଯାଇଥିବା ୭ ଦିନିଆ ଅବଧି ସରିଯିବା ପରେ ଆଜି ହେବ…
ମାଲବାହୀ ଟେନର ୫ ବଗି ଲାଇନଚ୍ୟୁତ୍
ଜୟପୁର(ଓଡ଼ିଶା ଭାସ୍କର): ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ୍ ହୋଇଛି । ଓଡ଼ିଶା-ଛତିଶଗଡ଼ ସୀମା ଝାନସିଠାରେ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏଥି ଯୋଗୁଁ କିରଣ୍ଡଲଠାରୁ କୋରାପୁଟ ପର୍ଯ୍ୟନ୍ତ…
ହୁ ହୁ ହୋଇ ମାଡ଼ୁଛି ଓମିକ୍ରନ୍: ରାଜଧାନୀରୁ ପୁଣି ୧୦ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ହୁ ହୁ ହୋଇ ମାଡ଼ିବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପୁଣି ୧୦ ଓମିକ୍ରନ ମାଲା ଚିହ୍ନଟ ହୋଇଛି । ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି । କୁହାଯାଉଛି ଯେ,…
IPSଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାଏବ୍
କଟକ(ଓଡ଼ିଶା ଭାସ୍କର): ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର୍ ଲୁଟ୍ ମାମଲା । ଏହାରି ମଧ୍ୟରେ ବରିଷ୍ଠଳ ଆଇପିଏସ୍ ସୁଶାନ୍ତ ନାଥଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍ ହୋଇଥିବା ମାମଲା ସାମ୍ନାକୁ ଆସିଛି । ୨ ବର୍ଷରେ…
ଶୀତ ଲହରି ଜାରି, ୧୧ ଡିଗ୍ରୀ ତଳେ ୮ ସହରର ପାରଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତର ଲହର ଜାରି ରହିଛି । ପାରଦ କମିବା ଫଳରେ ବଢ଼ୁଛି ଶୀତ । ରାଜ୍ୟର ସବୁଠାରୁ ଥଣ୍ଡାର ସହର ପାଲଟିଛି ଦାରିଙ୍ଗବାଡ଼ି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୬.୫ ଡିଗ୍ରୀ ରାତି ତାପମାତ୍ରା…
(ଭିଡ଼ିଓ)ଭବିଷ୍ୟତରେ ତପସ୍ୱିନୀ ଓ ସୁମିତଙ୍କ ଏକାଠି ହେବାର ସମ୍ଭାବନା ଅଛି କି? ଦେଖନ୍ତୁ କ’ଣ କହିଲେ ବରିଷ୍ଠ ଆଇନଜୀବୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ୍ ଓ ତପସ୍ୱିନଙ୍କ ପାରିବାରିକ କଳହ ମାମଲା ସାରା ଓଡ଼ିଶାରେ ଚର୍ଚ୍ଚିତ ବିଷୟ । ଗୋଟିଏ ପଟେ ତପସ୍ୱିତୀ ନିଜ ସ୍ୱାମୀଙ୍କୁ ପାଇବା ପାଇଁ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ତାଙ୍କ…
ଗୋଟେ ଝିଅକୁ ତୁମେ ଯେବେ ଚାହିଁବ ବ୍ୟବହାର କରିବ, ଯେବେ ଇଚ୍ଛାହେବ ରାସ୍ତାକଡ଼କୁ ଫୋପାଡ଼ି ଦେବ: ତପସ୍ୱିନୀ ଆଉ କ’ଣ କହିଲେ ଭିଡିଓ ଦେଖନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ କିଛିଦିନ ଧରି ନିରବ ରହିଥିବା ସୁମିତ ଅଡିଓ କଲ୍ ରିଜିଜ କରିବା ପରେ ତାହା ନିଆଁରେ ଘିଅ…
୧୮ରେ ବାଲେଶ୍ୱରରେ କ୍ରୀଡ଼ା ଭିତିଭୂମିର ଶିଳାନ୍ୟାସ କରିବେ କ୍ରୀଡା ମନ୍ତ୍ରୀ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଚଳିତ ମାସ ୧୮ ତାରିଖରେ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯିବେ । ଏହି ଗସ୍ତ…