Browsing Category

ରାଜ୍ୟ

ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି ଗଠନ ହେଲା କମିଟି; ରହିଛନ୍ତି ୮ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ ଗଠନ ହେଲା କମିଟି ଗଠନ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି କମିଟି । କମିଟିରେ ମୁଖ୍ୟ ଶାସନ ସଚିବଙ୍କ ସହ ମୋଟ ୮ ଅଧିକାରୀ ରହିଛନ୍ତି । ଉନ୍ନୟନ…

SCB ମଧ୍ୟକୁ ଯାଇ ପାରିବନି ଗାଡ଼ି; ଜାଣନ୍ତୁ କଣ ରହିଛି କାରଣ

କଟକ(ଓଡ଼ିଶା ଭାସ୍କର): SCB ବଡ଼ ମେଡିକାଲକୁ ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା । ଉଭୟ ରାଣୀହାଟ ଓ ମଙ୍ଗଳାବାଗ ମୁଖ୍ୟ ଗେଟ ନିକଟରେ ମୁତୟନ ହେଲେ ସିକ୍ୟୁରିଟି । ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ…

କମ୍ପିଟେଟିଭ୍ ପରୀକ୍ଷା ପାଇଁ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ହେବେ ତୟାର: ଅନଏକାଡେମୀ ସହିତ ଚୁକ୍ତି କଲା ଶିକ୍ଷା ବିଭାଗ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅନଲାଇନ ଶିକ୍ଷା ପ୍ରଦାନ କରୁଥିବା ପ୍ଲାଟଫର୍ମ ଅନଏକାଡେମୀ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି ଅନଏକାଡେମୀ । ଏହି ଚୁକ୍ତି ଅନୁଯାୟୀ ଏଣିକି ଅନଏକାଡେମୀ ସରକାରୀ ସ୍କୁଲର…

ଜନଶୁଣାଣୀ ଓ ଓଡ଼ିଆ ଭର୍ଚୁଆଲ ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କଣ ମିଳିବ ଫାଇଦା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍‌ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି…

ନୂତନ ଭାବରେ ଯୋଗଦେବେ ୮୧ ଡାକ୍ତର: ନିଯୁକ୍ତିରେ ମୋହର ମାରିଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍‌ଏଚ୍‌ଏସ) ଗ୍ରୁପ-ଏ…

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ୨ ମୃତ

ମାଲକାନଗିରି: ବାହାଘର ଶୋଭାଯାତ୍ରା ବେଳେ ମାଡ଼ିଗଲା ଟ୍ରକ୍ । ଶୋଭାଯାତ୍ରାରେ ସାମିଲ ୨ ବରଯାତ୍ରୀ ମୃତ ୩ ଗୁରୁତର । ପାଣ୍ଡ୍ରିପାଣିରେ ବାହାଘର ଶୋଭାଯାତ୍ରା ଚାଲିଥିଲା ବେଳେ ଅଘଟଣ । ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା,…

ଡିସେମ୍ବରରେ ୧୬ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଆଗରୁ ଜାଣିରଖନ୍ତୁ କେଉଁ କେଉଁ ଦିନ ?

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଚଳିତ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଆରମ୍ଭ ହେବ । ଯଦି ଆପଣ ଡିସେମ୍ବର ମାସରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆରବିଆଇ ଦ୍ୱାରା ଦିଆଯାଇଥିବା…

ମୁଁ ତପସ୍ୱିନୀକୁ ବାହା ହେଇଛି, ଅଢେଇ ମାସ ଆମେ ସାଙ୍ଗରେ ରହିଛୁ: ମିଡିଆ ସାମ୍ନାରେ ବୟାନ ରଖିଲେ ଡାକ୍ତର ସୁମିତ ସାହୁ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ନ୍ୟାୟ ପାଇଁ ଶାଶୁ ଘର ଆଗରେ ବସି ରହି ପ୍ରତିବାଦ କରୁଥିବା ତପସ୍ୱିନୀଙ୍କ ସ୍ୱାମୀ ତଥା ଡାକ୍ତର ସୁମିତ ସାହୁ ସାମ୍ନାକୁ ଆସିଛନ୍ତି । ଦୀର୍ଘ ୩ ଦିନ ଧରି ତପସ୍ୱିନୀ ଧାରଣରେ ବସିଥିବା ବେଳେ…

ମିସ୍ ଇଣ୍ଡିଆ ୨୦୨୧ କ୍ରାଉନ ମୁକୁଟ ପିନ୍ଧି ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ

ପୁଣି ଚମିଲେ ଓଡ଼ିଆ ଝିଅ । ମିସ ଇଣ୍ଡିଆ ୨୦୨୧ କ୍ରାଉନର ମୁକୁଟ ପିନ୍ଧି ରାଜ୍ୟ ପାଇଁ ଆଣିଲେ ଗୌରବ । ରାଜ୍ୟ ବାହାରେ ଅନୁଷ୍ଠିତ ମିିସ୍ ଇଣ୍ଡିଆ ୨୦୨୧ କ୍ରାଉନରେ ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ସଫଳତା ପାଇଲେ ଭଦ୍ରକ…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ବାରବାଟୀ ରେଡି: ଆସନ୍ତା ଫେବୃଆରୀରେ ଖେଳାଯିବ ଟି-୨୦

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ବାରବାଟୀ ଷ୍ଟାଡିୟମରେ ଦର୍ଶକମାନେ ଫଟାଫଟ କ୍ରିକେଟର ମଜା ଉଠାଇ ପାରିବେ । ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ ପାଇଁ ସମସ୍ତ…