Browsing Category
ରାଜ୍ୟ
ଜୁନିୟର ପୁରୁଷ ହକି ବିଶ୍ୱକପ, ଭୁବନେଶ୍ୱରରେ ପହଞ୍ଚିଲା ବେଲଜିୟମ ହକି ଟିମ୍
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଆସନ୍ତା ୨୪ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଜୁନିୟର ପୁରୁଷ ହକି ବିଶ୍ୱକପ। ପ୍ରଥମ ବିଦେଶୀ ଦଳ ଭାବେ ବେଲଜିୟମ ଟିମ୍ ଭୁବନେଶ୍ୱରରେ ଆସି…
ପଞ୍ଚକର ତୃତୀୟ ଦିବସ: ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଅନୁଷ୍ଠିତ, ଦର୍ଶନ ପାଇଁ ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳ ଚହଳ
ପୁରୀ (ଭାସ୍କର ନ୍ୟୁଜ୍): ଆଜି ପଞ୍ଚକ ତୃତୀୟ ଦିବସ। ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ । ପ୍ରତ୍ୟୁଷରେ ଠାକୁରଙ୍କ ଅବକାଶ ନୀତି ବଢ଼ିଲେ ବେଶ ଆରମ୍ଭ ହେବ…
ଅନନ୍ୟ କଳାକୃତି ଜରିଆରେ ଜାତୀୟ ସାମ୍ବାଦିକତା ଦିବସର ଶୁଭକାମନା; ଦେଖନ୍ତୁ ଫଟୋ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ଗଣମାଧ୍ୟମକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ସାମ୍ବାଦିକ । ଚିତ୍ରଶିଳ୍ପୀ ତଥା ଇଞ୍ଜିନିୟର…
୫ଟି ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ସାତ ଦିନର ଏହି…
ସିବିଆଇ ଅଧିକାରୀଙ୍କୁ ପିଟିଲେ ସ୍ଥାନୀୟଲୋକେ
ଢ଼େଙ୍କାନାଳରେ ସିବିଆଇର ୮ ଅଧିକାରୀଙ୍କ ମାଡ଼ ଅଭିଯୋଗ । ଟାଉନ ଥାନା କଲୋନୀ ସାହିରେ ରେଡ୍ ବେଳେ ସିବିଆଇ ଟିମ୍ କୁ ମାଡ଼ । ସୁରେନ୍ଦ୍ର ନାୟକ ନାମକ ଅଭିଯୁକ୍ତ ଘରେ ରେଡ୍ ବେଳେ ମାଡ଼ । ସକାଳ ୭ଟାରେ ସୁରେନ୍ଦ୍ର ଘରେ ପହଞ୍ଚି…
୬ ହଜାର ୭୯୪ ପଞ୍ଚାୟତରେ ହେବ ନିର୍ବାଚନ, ରାଜ୍ୟ ନିର୍ବାଚନ କମିଶନ ସଚିବଙ୍କ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତରେ ଏଥର ନିର୍ବାଚନ ହେବ । ସରପଞ୍ଚ ପଦ ପାଇଁ ୩ ହଜାର ୫୦୦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆବର୍ଗଙ୍କ ପାଇଁ ୭୭୮ ସରପଞ୍ଚ ଆସନ ସଂରକ୍ଷିତ…
କଟକରେ ଡଙ୍ଗାଭସା ବାରଣ, ଜାଣନ୍ତୁ ଗାଇଡଲାଇନ୍
କଟକ(ଓଡ଼ିଶା ଭାସ୍କର): ଚଳିତବର୍ଷ କଟକରେ ଡଙ୍ଗାଭସାକୁ ବାରଣ କରାଯାଇଛି । ଏସଆରସି ଗାଇଡଲାଇନ୍ ଅନୁସାରେ କୌଣସି ନଦୀରେ ଏକାଠି ହେବା ମନା ହୋଇଛି । ଡଙ୍ଗାଭସା ବାରଣ ନେଇ କଟକ ଡିସିପି ପ୍ରତୀପ ସିଂହ ସୂଚନା ଦେଇଛନ୍ତି ।…
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ିକୁ ଅଣ୍ଡାମାଡ଼
ଜଗତସିଂହପୁର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ିକୁ ଆଜି ଅଣ୍ଡାମାଡ଼ ହୋଇଛି । ନାଉଗାଁ ବ୍ଲକ ମୁଣ୍ଡାଳ ନିକଟରେ ଅଣ୍ଡାମାଡ଼ ସହିତ କଳାପତାକା ପ୍ରଦର୍ଶନ କରାଯାଇଛି । ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଛାତ୍ର…
ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ; ଓଡ଼ିଶାରେ CBIର ଛାନଭିନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ଚାଲିଛି ତନାଘନା । ଓଡ଼ିଶା ସମେତ ଦେଶର ୭୬ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି । ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସିବିଆଇ ପକ୍ଷରୁ ଯାଞ୍ଚ…
ମମିତା ହତ୍ୟା ମାମଲା: ପୋଲିସକୁ ଛାତ୍ର କଂଗ୍ରେସର ଟମାଟୋ ମାଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ଜୋର ଧରିଛି । ପୂର୍ବରୁ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ଼ ହେଉଥିବା ବେଳେ ଆଜି ଭୁବନେଶ୍ୱରରେ ପୋଲିସ ଉପରକୁ ହୋଇଛି ଟମାଟୋ ମାଡ଼ । ମମିତା ଘଟଣାରେ ଛାତ୍ର…