Browsing Category

ରାଜ୍ୟ

ଅକ୍ଟୋବର ୮ରୁ RI ପରୀକ୍ଷା, OSSSCର ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଅକ୍ଟୋବର ୮ରୁ RI, ଅମିନ ପରୀକ୍ଷା। ICDS ସୁପରଭାଇଜର, ARI  ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ। ନଭେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ଚାଲିବା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି।…

ବଚସା ନେଲା ଉଗ୍ରରୂପ, ରକ୍ତର ସମ୍ପର୍କରେ ପଡ଼ିଲା ରକ୍ତ ଛିଟା, ଭାଇକୁ ଗୁଳି କଲା ଭାଇ

ଅନୁଗୁଳ: ଆଠମଲ୍ଲିକରେ ଭାଇକୁ ଗୁଳିମାଡ଼ କଲା ଭାଇ। ଦାଦା ପୁଅ ଭାଇକୁ ଗୁଳି କଲା ବଡ଼ ବାପା ପୁଅ ଭାଇ। ଗୁରୁତର ଅବସ୍ଥାରେ ଦାଦା ପୁଅ ଭାଇକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁହିଁଙ୍କ ଭିତରେ…

ହାଏରେ ବିଧାତା.. ଝିଅ ଜନ୍ମଦିନରେ କେକ୍ ଆଣିବାକୁ ଯାଇଥିଲା ବାପା, ମାଡ଼ିଗଲା ଟ୍ରକ୍‌, ମୃତ

ସୋର: ଦେଶରେ ତଥା ରାଜ୍ୟରେ ପ୍ରତିଦିନ ଘଟୁଛି ଦୁର୍ଘଟଣା। କିନ୍ତୁ ବର୍ତ୍ତମାନ ଏପରି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଝିଅର ଜନ୍ମ ଦିନ ପାଇଁ କେକ୍ ଆଣିବାକୁ ଯାଇ,…

OTET ଦିଅ ନଚେତ ହରାଇବେ ଚାକିରି, ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ଏଲିଜିବିଲିଟି ଟେଷ୍ଟ

ଭୁବନେଶ୍ୱର: ଶିକ୍ଷକଙ୍କ ପାଇଁ ଏଲିଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ସମସ୍ତ ଶିକ୍ଷକମାନଙ୍କ ପାଇଁ ଏଲୁଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ଦୁଇ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବେ ଶିକ୍ଷକ। ୨୦୧୨…

ଶ୍ରୀମନ୍ଦିରରେ ଖୋଲିଲା ଶିଶୁ ସ୍ତନ୍ୟପାନ କେନ୍ଦ୍ର, ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଆରମ୍ଭ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ। ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଶ୍ରଦ୍ଧାଳୁ ମା’ ଓ ଶିଶୁଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି। ନିକଟରେ ଏନେଇ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର…

୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ଶିକ୍ଷକ ହେଲେ ନିଲମ୍ବିତ

କୁଚିଣ୍ଡା: ଛାତ୍ରଙ୍କୁ ମାଡ଼ମାରି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ଼ମାରିବା ଯୋଗୁଁ ଶିକ୍ଷକଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି। ଏହି ଘଟଣାଟି ଜମନକିରା ବ୍ଲକ ଘୋଡ଼ାବାନ୍ଧୁଣୀ…

BIG BREAKING: ୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଯୁଦ୍ଧାର

ମାଲକାନଗିରି: ୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଯୁଦ୍ଧାର ହୋଇଛନ୍ତି। ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଉଦ୍ଧାର ହୋଇଛନ୍ତି। ଯୁବକଙ୍କୁ ଉଦ୍ଧାର କଲା ଛତିଶଗଡ଼ ପୋଲିସ ଓ ମୁତୟନ…

ଆୟୁଷ ହସ୍ପିଟାଲରେ ମିଳିବ ନିଦାନ ସେବା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା

ଭୁବନେଶ୍ୱର: ଆୟୁଷ ହସ୍ପିଟାଲ ଓ ଡିସପେନସାରୀରେ ମିଳିବ ନିଦାନ ସେବା। ପ୍ରଥମ ଥର ପାଇଁ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାରେ ଏହି ସେବା ମିଳିବ। ରାଜ୍ୟର ୯ଟି ମେଡିକାଲ କଲେଜରେ ଏହି ସେବା ମିଳିବ। ସୂଚନାନୁଯାୟୀ, ୧୧…

ଦୁର୍ଗାପୂଜା ଭସାଣୀରେ ବାଜିବନି ଡିଜେ, ବାଣ ଓ ଲେଜର ଲାଇଟ୍ ଉପରେ ମଧ୍ୟ ଲାଗିଲା କଟକଣା

ଭୁବନେଶ୍ୱର: ପାଖେଇ ଆସୁଛି ମା ମହିଷାମର୍ଦ୍ଦିନୀଙ୍କର ପ୍ରସିଦ୍ଧ ଦୁର୍ଗାପୂଜା। ଏଥିପାଇଁ ସଜେଇ ହେଲାଣି ଗାଁ-ସହର। ବନ୍ଧା ଗଲାଣି ତୋରଣ। ହେଲେ ପୂଜା ଆରମ୍ଭରୁ ଆସିଛି ବଡ଼ ସୂଚନା। ଏଥର ଦୁର୍ଗାପୂଜା ଭସାଣୀରେ ବାଜିବନି…

(BREAKING) ମାଛ ମୁଣ୍ଡ ପାଇଁ ହତ୍ୟାକାଣ୍ଡ, ଯୁବକଙ୍କୁ ମାରି ବୁଦା ଭିତରେ ଫୋପାଡ଼ି ଦେଲେ ଅଭିଯୁକ୍ତ

ଖଲ୍ଲିକୋଟ: ମାଛ ମୁଣ୍ଡ ନେଲା ଜୀବନ।  ଖାଇବା ବେଳେ ମାଛ ମୁଣ୍ଡ ନଦେବାରୁ ରୋଷେୟାକୁ ହତ୍ୟା। କେବଳ ସେତିକି ନୁହେଁ ହତ୍ୟା କରି ରୋଷେୟାକୁ ବିଲ ଭିତରେ ଥିବା ଏକ ଲଟାବୁଦା ମଧ୍ୟରେ ଫିଙ୍ଗି ଦେଇଥିଲେ। ଘଟଣାଟି ଅଗଷ୍ଟ…