fbpx
Browsing Category

ରାଜ୍ୟ

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ବିଭ୍ରାଟ: ଦିନ ବଦଳରେ ରାତିରେ ଖେଳିଲେ ଚାପ

ଓଡ଼ିଶା ଭାସ୍କର: ପୁରୀରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଚାପ ଖେଳ । ନରେନ୍ଦ୍ର ପୋଖରୀରେ ଏହି ଚାପ ଖେଳ ୨ ଦିନରେ ପହଞ୍ଚିଛି । ଜଗନ୍ନାଥ ସଂସ୍କୃତି ପରମ୍ପରା ବିଧି ଅନୁସାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ…

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ପାଇଁ ଡିଜିପିଙ୍କ ସାମ୍ବାଦିକ ସମ୍ମିଳନୀ, ମୁତୟନ ହେବେ ୧୭ ହଜାର ପୋଲିସ ଫୋର୍ସ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ଏବଂ ରାଜ୍ୟବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏଥିମଧ୍ୟରେ ନିର୍ବାଚନୀ ପ୍ରସ୍ତୁତି ନେଇ…

ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ଜାଣନ୍ତୁ କେଉଁଠି କେତେବେଳେ ହେବ ଭୋଟ୍ ଗ୍ରହଣ ?

ଭୁବନେଶ୍ୱର: ମେ ୧୩କୁ ଦେଶରେ ୪ର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ୯୬ ଟି ଆସନ ପାଇଁ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୨…

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ: ୧୮ ଜଣ ଆହତ

ଝରିଗାଁ: ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୧୮ ଜଣ ଲୋକେ ଆହତ ହୋଇଥିବା ଜଣାପଡିଛି । ଅଟୋ ନିଜର ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଛି । ତେବେ ଘଟଣାସ୍ଥଳରେ ଉଦ୍ଧାର…

(Video) ‘ଆଗାମୀ ୧୦ ବର୍ଷରେ ବି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବନି..’, ବିଜେପିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ସମୟରେ ନେତା-ନେତାଙ୍କ ମଧ୍ୟରେ ଟାର୍ଗେଟ କରିବା ପ୍ରକ୍ରିୟା ଜାରି ରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଓଡ଼ିଶାରେ ରାଲି କରି ମୁଖ୍ୟମନ୍ତ୍ରୀ…

ଟ୍ୱିନ୍ ସିଟିରେ କାଳବୈଶାଖୀ ତାଣ୍ଡବ; ବସ୍ତିରେ ଘର ଭାଙ୍ଗିଲା ପବନ, ବିଦ୍ୟୁତ ସେବା ପ୍ରଭାବିତ

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରଭାବରୁ ଲୋକମାନଙ୍କୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ । ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ତେବେ ଘଣ୍ଟା ପ୍ରତି ୪୦ରୁ…

ରାଜ୍ୟରେ ଆସନ୍ତା ସୋମବାର ଦିନ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ

ଭୁବନେଶ୍ୱର: ରାଜ୍ୟର ପ୍ରଥମ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ସୋମବାର ଦିନ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଚାର କାର୍ଯ୍ୟ ଆଜି ଅପରାହ୍ନ ୫ଟାରେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି…

ସ୍ୱାସ୍ଥ୍ୟ ବିଭାଗର ବଡ଼ ନିଷ୍ପତ୍ତି: କ୍ୟାପିଟାଲ ହସ୍ପିଟାଲରେ ହେବ ବାୟୋପ୍ସି ପରୀକ୍ଷା, ସ୍ଥାପନ ହେବ ‘ଷ୍ଟେଟ ପବ୍ଲିକ ହେଲଥ ଲାବୋରେଟୋରୀ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି କ୍ୟାପିଟାଲ ହସ୍ପିଟାଲ- ପିଜିଆଇଏମଇଆରରେ ବାୟୋପ୍ସି ପରୀକ୍ଷା କରାଯିବା ସହ ରିପୋର୍ଟ ମିଳିବ । ଏଥିସହିତ ମାଇକ୍ରୋବାୟୋଲୋଜି, ପାରାସିଟୋଲୋଜିକାଲ ଟେଷ୍ଟ, କଲଚର ଟେଷ୍ଟ, କ୍ୟାନସର…

Big breaking:ଭାରସାମ୍ୟ ହରାଇ ଓଲଟିଲା ପୋଲିଂ ପାର୍ଟି ବସ୍‌

ଭୁବନେଶ୍ୱର: ଦିଗପହଣ୍ଡିରେ ଏକ ମିନିବସ୍ ଓଲଟି ପଡିବା ଫଳରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ନିର୍ବାଚନ ଡ୍ୟୁଟିକୁ ପୋଲିଂ ପାର୍ଟି ନେଇଯାଉଥିବା ବେଳେ ଏହି ମିନିବସ୍‌ଟି ଓଲଟି ପଡିଛି । ଫଳରେ ଏଥିରେ ଥିବା ପୋଲିଂ…

ଆଜି ହେଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ : ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ । ୧୯୯୮ ମସିହା ମେ’ ମାସରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ ।…