Browsing Category
ରାଜ୍ୟ
ସହିପାରୁ ନ ଥିଲେ ରୋଗ ଯନ୍ତ୍ରଣା, ଶେଷରେ ଯୁବକ ହାରିଦେଲେ ଜୀବନ
ବାଲିପାଟଣା: ରୋଗ ଯନ୍ତ୍ରଣା ଅସହ୍ୟ ହେବା ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ । ମୃତ ଯୁବକ ହେଲେ ବାଲିପାଟଣା ଥାନା ସରାଟ ଗ୍ରାମର କ୍ଷୀରୋଦ ପ୍ରଧାନ ଓରଫ ଟିକି ( ୩୬ ) ।
କ୍ଷୀରୋଦ କିଛି ଦିନ ହେଲା ହଳଦିଆ…
ଦୁଆରବନ୍ଧରେ ଆଉ ଏକ ଲଘୁଚାପ… ଭିଜିବ କୋରାପୁଟ, ମାଲକାନଗିରି, ନବରଙ୍ଗପୁର; ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ବର: ଆଜି ପୁଣି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମ୍ଭବତଃ ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ଲଘୁଚାପରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳ ବଙ୍ଗୋପସାଗରରେ ୩…
ମହାନଦୀରେ ଖୁଦୁରୁକୁଣୀ ବିସର୍ଜନବେଳେ ଭାସିଗଲେ ମହିଳା, ମିଳୁନି ଖୋଜଖବର
ବାଙ୍କୀ: ମହାନଦୀରେ ଭାସିଗଲେ ମହିଳା । ବାଙ୍କି ପଞ୍ଚାୟତ ରତାଗଡ଼ ଗାଁରେ ଘଟିଯାଇଛି ଦୁଃଖଦ ଘଟଣା ।
ଖୁଦୁରୁକୁଣୀ ବିସର୍ଜନ ସାରି ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ମହିଳା ।
ମହିଳାଙ୍କ ପତ୍ତା ମିଳୁ ନ ଥିବାବେଳେ…
ଦ୍ରୁତଗାମୀ କାରର ତାଣ୍ଡବ…ଯାହାକୁ ପାଇଲା ତାକୁ ଉଡ଼ାଇ ଦେଲା, 15ରୁ ଅଧିକ ଆହତ
ଭୁବନେଶ୍ବର: ତାଳଚେର ସହରରୁ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣାର ଖବର ଆସିଛି । ଏଠାରେ ଏକ ଦ୍ରୁତଗାମୀ ଧଳା କାର ରାସ୍ତାରେ ଯାଉଥିବା ଲୋକଙ୍କୁ ନିର୍ମମ ଭାବରେ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ମୋଟ 15 ଜଣ ଆହତ…
24 ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଘାଇଲା ହେବ ଓଡ଼ିଶା, ଏହିଦିନ ସାରା ରାଜ୍ୟରେ ୟଲୋ ୱାର୍ଣ୍ଣିଂ ଜାରି….
ଓଡ଼ିଶା ଭାସ୍କର: ରାଜ୍ଯରେ ଆହୁରି 4 ଦିନ ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା । କିଛି ସ୍ଥାନରେ ଝିପି ଝିପି ବର୍ଷା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି । ଆସନ୍ତା 24 ଘଣ୍ଟାରେ ରାଜ୍ୟର 20…
Big Breaking: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, 7 ଏନଏସି ହେଲା ମ୍ଯୁନିସିପାଲିଟି, 16 ନୂଆ ଏନଏସି ଘୋଷଣା…
ଓଡ଼ିଶା ଭାସ୍କର: ସ୍ୱାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 7 ଟି ଏନଏସିକୁ ମୁଖ୍ୟମନ୍ତ୍ରୀ ମ୍ୟୁନିସିପାଲିଟି ଭାବରେ ଘୋଷଣା କରିଛନ୍ତି । ତାହାସହ 16 ଟି ନୂଆ…
ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଖରାପ ଖବର, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
କଟକ: ସଙ୍ଗୀତ ଜଗତ ପାଇଁ ଖରାପ ଖବର। ଓଡ଼ିଶାର ସୁନାମ ଧନ୍ୟ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଅସୁସ୍ଥ। ଅଭିଜିତ୍ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି।
ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ କଟକର…
ଦୁର୍ନୀତି ପାଇଁ ତହସିଲଦାର ମଧୁସ୍ମିତା ସିଂ ନିଲମ୍ବିତ, ରାଜସ୍ୱ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତତ୍କାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂଙ୍କୁ ନିଲମ୍ବନ କରାଯାଇଛି। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ…
ଏଣିକି ହ୍ୱାଟ୍ସଆପରେ ବୁକିଂ କରିହେବ ‘ଆମ ବସ୍’ ଟିକେଟ୍, ଲୋକଙ୍କୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏଣିକି ହ୍ବାଟସ୍ଆପ୍ ମାଧ୍ୟମରେ ‘ଆମ ବସ୍’ ଟିକେଟ୍ ବୁକିଂ କରିହେବ। ହ୍ବାଟସ୍ଆପର ଅଧିକ ବ୍ୟବହାର ଯୋଗୁଁ କ୍ରୁଟ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବ। ‘ଆମ ବସ୍’ ପାଇଁ ଆରମ୍ଭ କରାଯିବ ହ୍ବାଟସ୍ଆପରେ…
ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର! ୱେବସାଇଟ୍ରେ ମଗାଯାଉଛି ଟଙ୍କା
ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କରାଇବା ପାଇଁ ଟଙ୍କା ମାଗୁଛି ଏକ ୱେବସାଇଟ୍। ଇଣ୍ଡିଆ ଥ୍ରିଲସ୍ ନାମକ ୱେବସାଇଟ୍ ଟଙ୍କା ମାଗୁଛି ବୋଲି ଅଭିଯୋଗ ହୋଇଛି। ବିଭିନ୍ନ ବର୍ଗର ଦେୟମୁକ୍ତ ଦର୍ଶନ ନେଇ ୱେବସାଇଟ୍ରେ ତଥ୍ୟ ରହିଛି।…