Browsing Category

ରାଜ୍ୟ

Breaking: ଆଜିଠୁ ସକାଳୁଆ ଅଫିସ୍, କାର୍ଯ୍ୟ ସମୟ ଭିତରେ ଲଞ୍ଚ ବ୍ରେକ୍ ନାହିଁ

ସମ୍ବଲପୁର: ଆଜିଠାରୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ କାର୍ଯ୍ୟ ଆରମ୍ଭ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ ଅଫିସ୍ । ଏହି ନିୟମ ଜୁନ୍ ୧୫ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଅର୍ଥାତ୍ ଜିଲ୍ଲାରେ ସମସ୍ତ…

Breaking: ୨ ଦିନ ଛେଚିବ କାଳବୈଶାଖୀ ବର୍ଷା, ସତର୍କ କଲା ପାଣିପାଗ ବିଭାଗ !

ଭୁବନେଶ୍ୱର: ଡରାଉଛି ତାତି, ମୁହଁ ପୋଡୁଛି ଝାଞ୍ଜି। ଯଦିଓ ରାଜ୍ୟରେ ଲଘୁଚାପ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେଉଛି, ତଥାପି ଖରାର ତେଜ ମଧ୍ୟ ଢେର ରହିଛି। ହେଲେ ଏବେ ଟିକେ ଆଶ୍ୱସ୍ତିର ଖବର ଆସିଛି କି, କାଳବୈଶାଖୀ…

ନୀତି କରିବା ବଦଳରେ ଲୁଚିଲେ ସେବାୟତ, ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରାରେ ଅଘଟଣ

ଭୁବନେଶ୍ୱର: ବୁଧବାର ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ବାହୁଡ଼ାଯାତ୍ରାରେ ଘଟିଛି ବଡ଼ ଅଘଟଣ । ବାହୁଡ଼ା ଯାତ୍ରାରେ ବାଘୁଆ ମହୁମାଛିଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ରାମେଶ୍ୱର ମନ୍ଦିରରେ ବାହୁଡ଼ା ନୀତି ପାଇଁ ସେବାୟତ…

Breaking: କାର ଦୁର୍ଘଟଣା ଧରାଇ ଦେଲା ଚୋର, ଗାଡିରୁ ବାହାରିଲା ପୁଳା ପୁଳା ଟଙ୍କା, ଅଳଙ୍କାର

ସୋର: ଚୋରି କରିବାରେ ସଫଳ ହେଲା, କିନ୍ତୁ ଉପଭୋଗ କରିପାରିଲାନି। ରାତି ଅଧରେ ଚୋରି କରି କାରରେ ଫେରୁଥିଲା ଚୋର। ହେଲେ ରାସ୍ତାରେ ଚୋରର କାର ଦୁର୍ଘଟଣା ହୋଇଗଲା। ଆଉ ସ୍ଥାନୀୟ ଲୋକ କାର ଦୁର୍ଘଟଣା ହୋଇଥିବାରୁ…

Breaking: ନବୀନଙ୍କ ଶୂଆ-ସାରି ପାଲଟିଲେ ପ୍ରତାପ- ଅତନୁ , ମୁଖିଆଙ୍କ କଥାକୁ ଦୋହରାଇଲେ ନେତା

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନଙ୍କ କଥାକୁ ଦୋହରାଇଲେ ପ୍ରତାପ ଜେନା, ଅତନୁ ସବ୍ୟସାଚୀ । ଉଭୟେ କହିଲେ ପାଣ୍ଡିଆନ୍ ୧୦ ମାସ ହେଲା ଦଳରେ ନାହାନ୍ତି । ତେଣୁ ତାଙ୍କୁ ନେଇ ଆଉ ଚର୍ଚ୍ଚା, ଆଲୋଚନା ଦରକାର ନାହିଁ ।…

Breaking: ପୁଣି ପାଣ୍ଡିଆନଙ୍କ ସୁରକ୍ଷା କବଚ ସାଜିଲେ ନବୀନ

ଭୁବନେଶ୍ୱର: ପାଣ୍ଡିଆନଙ୍କ ପାଇଁ ପୁଣି ଢ଼ାଲ ସାଜିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯେବେଯେବେ ପାଣ୍ଡିଆନଙ୍କ ଉପରେ ଆକ୍ରୋଶ ବଢ଼ୁଛି ସେବେସେବେ ପାଣ୍ଡିଆନଙ୍କ ସୁରକ୍ଷା କବଚ ହୋଇ ଛିଡ଼ା ହେଉଛନ୍ତି ନବୀନ। ଆଉ…

Breaking: ମୁଖ୍ୟମନ୍ତ୍ରୀଙ୍କ ସୂଚନା, ପୂରଣ ହେବ ଖାଲି ଥିବା ୧୨ ହଜାର ସରକାରୀ ପଦବୀ

ଭୁବନେଶ୍ୱର: ପୂରଣ ହେବ ଖାଲି ପଦବୀ। ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ହଁ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ଦିଲ୍ଲୀରେ ଅମିତ୍ ଶାହଙ୍କୁ…

Breaking: ସ୍ୱାମୀ-ସ୍ତ୍ରୀ କଳିରେ ଘରେ ପଡ଼ିଲା ବୋମା, ଆଉ ସେହି ବୋମାରେ ସ୍ତ୍ରୀ…

ଦିଗପହଣ୍ଡି:  ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା। ରାଗି ଯାଇ ଘରେ ବୋମା ଫୁଟାଇ ଦେଲା ସ୍ୱାମୀ। ଫଳରେ ଭଡ଼ା ଘରର ଛପର ଉଡ଼ିଯିବା ସହ, ପଡ଼ୋଶୀ ଘରର କାନ୍ଥ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଏପରି ଏକ ଅଭାବନୀୟ ଘଟଣା…

Breaking: ମୋ ବସ୍ ପରେ ଲକ୍ଷ୍ମୀ ବସ୍ ସାଜିଲା ଯମ, ଦୁର୍ଘଟଣାରେ ଛାତ୍ର ମୃତ

ବ୍ରହ୍ମପୁର: ମୋ ବସ୍ ପରେ ଏବେ ଲଷ୍ମୀ ବସ୍ ନେଲା ଲୋକଙ୍କ ପ୍ରାଣ । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଗୁରୁତର ଯୁବକ । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।…

ଖୁବଶୀଘ୍ର ବଜାରରେ ମିଳିବ ଓମଫେଡ୍ ଚକୋଲେଟ୍ , ୪ ମାସ ଭିତରେ ଲୋକଙ୍କ ପାଖରେ ପହଞ୍ଚିବ ପାଣି ବୋତଲ

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍ କର୍ପୋରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ୍ (ଓମଫେଡ୍) ଜଲଦି ଚକୋଲେଟ ମାର୍କେଟରେ ପ୍ରବେଶ କରିବାକୁ ଯାଉଛି । ଓମଫେଡ ମ୍ୟାନେଜିଙ୍ଗ ଡିରେକ୍ଟର ବିଜୟ ଅମୃତ କୁଲାଙ୍ଗେ, ଏ ନେଇ ସୂଚନା…