Browsing Category

ରାଜ୍ୟ

ତାରକାସି କାରିଗରମାନଙ୍କ ପାଇଁ ଖୁସି ଖବର: କଟକ ତାରକସି ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତରଫରୁ କଟକ ଚାନ୍ଦି ତାରକସି କଳାର ଭୌଗୋଳିକ ସୂଚକାଙ୍କ ପଂଜୀକରଣ ନିମନ୍ତେ ଉତ୍କଳିକା ମାଧ୍ୟମରେ ଆବଶ୍ୟକ ନଥି ସହ ଭୌଗୋଳିକ ସୁଚକାଙ୍କ…

ବଂଶଧାରା ଜଳ ବିବାଦ ପ୍ରସଙ୍ଗ : ଟ୍ରିବୁନାଲ ରାୟର ଗେଜେଟ୍ ପ୍ରକାଶନକୁ ସହମତି ଦେଲାନି ଓଡିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ବିବାଦୀୟ ଆଦେଶ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି । ସର୍ବୋଚ୍ଚ ନ୍ୟାୟାଳୟ ଚୂଡ଼ାନ୍ତ ରାୟ ପ୍ରଦାନ ନକରିବା ଯାଏଁ ବଂଶଧାରା ଜଳ ବିବାଦ…

ଜାତୀୟ ରାଜପଥରେ ଟ୍ରକ୍‌କୁ ଟାର୍ଗେଟ୍ କରି ଚାନ୍ଦା ଆଦାୟ କରୁଥିଲେ ନକଲି ତହସିଲଦାର ଓ କର୍ମଚାରୀ, ଅସଲି ପୋଲିସର ହାବୁଡରେ ପଡି ଗିରଫ ହେଲେ୨…

ଢେଙ୍କାନାଳ (ଓଡ଼ିଶା ଭାସ୍କର): ନିଜକୁ ତହସିଲଦାର ପରିଚୟ ଦେଇ ସାଥିଙ୍କ ସହ ମିଶି ୫୫ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗାଡିକୁ କରୁଥିଲେ ଟାର୍ଗେଟ । କିନ୍ତୁ କାଲି ଏହି ନକଲି ତହସିଲଦାର ଓ ତାଙ୍କର ସାଥିମାନେ ଅସଲି…

ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେଲେ ମହାପ୍ରଭୁ: ୯ରେ ନେତ୍ରୋତ୍ସବ ଓ ୧୦ରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ପୁରୀ, (ଓଡ଼ିଶା ଭାସ୍କର): ସ୍ନାନ ପୂର୍ଣ୍ଣିମାରେ ଜଳ ଲାଗି ହୋଇ ଅଣସର ଘରେ ଜ୍ୱରରେ ପୀଡ଼ିତ ହୋଇଥିବା ବିଗ୍ରହମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ଦଶ ମୂଳ ମୋଦକ ଔଷଧ ଲାଗି ପରେ ଶ୍ରୀବିଗ୍ରହମାନେ ସୁସ୍ଥ…

କେନ୍ଦ୍ର କ୍ୟାବିନେଟ୍‌ରେ ଅଦଳବଦଳ ନେଇ କାଉଣ୍ଟ୍‌ଡାଉନ୍‌ ଆରମ୍ଭ: ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଦୌଡ଼ରେ ଓଡ଼ିଶାର ୨ଜଣ ନେତା

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ର ସମ୍ପ୍ରସାରଣ ବୁଧବାର ସନ୍ଧ୍ୟା ୬ଟା ବେଳେ ହୋଇପାରେ । ତେଣୁ କେନ୍ଦ୍ର କ୍ୟାବିନେଟ୍‌ରେ ଅଦଳବଦଳ ନେଇ କାଉଣ୍ଟ୍‌ଡାଉନ୍‌ ଆରମ୍ଭ…

SP ପାହ୍ୟାକୁ ଉନ୍ନୀତ ହେଲେ ୫ ASP; ଜାଣନ୍ତୁ କେତେ ବଢିବ ଦରମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମଙ୍ଗଳବାର ୫ ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ଏସପି ପାହ୍ୟାକୁ ଉନ୍ନୀତ କରାଯାଇଛି । ୫ ଅଧିକାରୀ ରବିନାରାୟଣ ବେହେରା, ଦୁର୍ଗା ପ୍ରସାଦ ତ୍ରିପାଠୀ, ଜ୍ଞାନ ରଞ୍ଜନ ମହାନ୍ତି, ଚିନ୍ନାପା…

ନବୀନ ନିବାସରେ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ ଆଜିର ଦିନଟି ମୋର’ ଏବଂ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି । ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ…

ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ପ୍ରକଳ୍ପକୁ ଅନୁମୋଦନ, ଦେଢ଼ଲକ୍ଷ କୋଟିର ନିବେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ବଡ଼ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ପ୍ରକଳ୍ପ ପାଇଁ ମୋଟ ୧.୪୬ ଲକ୍ଷ କୋଟି ଟଙ୍କା ବ୍ୟବବରାଦ ହୋଇଥିବା ବେଳେ ଏଥିରେ ରାଜ୍ୟର ପ୍ରାୟ ୨୭ ହଜାର ଲୋକଙ୍କୁ…

ରଥଯାତ୍ରାରେ ଛେରାପହଁରା କରିବେ ଗଜପତି

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଏଥର ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା । ଛେରାପହଁରା ନେଇ ଗଜପତି ମହାରାଜା…

ଓଡ଼ିଶାର ଦୁଇ ଭଉଣୀଙ୍କ କମାଲ, ଇକୋ-ଫ୍ରେଣ୍ଡଲି ବ୍ୟାଟେରୀରେ ଅଟୋ ମୋବାଇଲ ସେକ୍ଟରରେ ଆଣିଲେ ନୂତନ ବିପ୍ଳବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ପୁରୁଷଙ୍କ ତୁଳନାରେ ମହିଳାମାନେ ବ୍ୟବସାୟ ଠାରୁ ଆରମ୍ଭ କରି ଟେକ୍ନୋଲୋଜି, ଶିଳ୍ପ ସବୁ କ୍ଷେତ୍ରରେ ଅଗ୍ରଣୀ ହେଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଶିଳ୍ପ…