fbpx
Browsing Category

ରାଜ୍ୟ

ସରକାରୀ କର୍ମଚାରୀଙ୍କ ପାଇଁ ଗଠନ ହେବ ପଦୋନ୍ନତି ଅଦାଲତ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ପଦୋନ୍ନତି ସମସ୍ୟାର ସମାଧାନ ପାଇଁ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ବରଗଡ ଆରଟିଓଙ୍କୁ ଜରିମାନା !

ବରଗଡ,୯ ।୧(ଓଡିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବର ଆଜି ଦଶମ ଦିନ । ବରଗଡ ଆରଟିଓ ଅଫିସ ପରିଦର୍ଶନ କଲେ କଂସ ମହାରାଜା । ପୁରୁଣା ଗାଡି ଯାଞ୍ଚ କରି ପଦକ୍ଷେପ ନେବାକୁ ସେ ଆରଟିଓଙ୍କୁ ତାଗିଦ…

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ । ବୈଦେଶିକ ବ୍ୟାପାର ପରାମର୍ଶଦାତା କମିଟିର ସଭ୍ୟ ହେଲେ ସସ୍ମିତ । ସେହିପରି ଶଶୀ ଥରୁର, ରାହୁଲ ଗାନ୍ଧୀ,…

୧୬ଜାନୁଆରିରୁ ବକେୟା ଉପଭୋକ୍ତାଙ୍କ କଟିବ ବିଦ୍ୟୁତ

ଭୁବନେଶ୍ୱର, ୯ା୧(ଓଡ଼ିଶା ଭାସ୍କର): ସେସୁ ସିଇଓ ଅରୁଣ ବୋଥ୍ରା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜାନୁଆରୀ ୧୦ସୁଦ୍ଧା ବକେୟା ବିଦ୍ୟୁତ ଦେୟ ପଇଠ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଦେୟ ପଇଠ ନ କଲେ…

ଓଡ଼ିଶା, ବିହାରଓ ପଶ୍ଚିମବଙ୍ଗରେ ଜଣେ ବି ଚାଷୀଙ୍କ ମୃତ୍ୟୁ ଘଟିନି: ୨୦୧୮ଏନସିଆରବି ରିପୋର୍ଟ

ନୂଆଦିଲ୍ଲୀ, ୯ା୧: ଆଜି ଏନସିଆରବି-୨୦୧୮ ରିପୋର୍ଟ ପ୍ରକାଶ ପାଇଛି । ସେହି ରିପୋର୍ଟରେ ଗରିବୀ ପାଇଁ ଦେଶରେ ଆତ୍ମହତ୍ୟା ବଢ଼ୁଛି ବୋଲି ରହିଛି । ୨୦୧୮ରେ ଗରିବୀ ପାଇଁ ସର୍ବାଧିକ ଆତ୍ମହତ୍ୟା ଘଟିଛି । ଯେଉଁମାନଙ୍କର…

ଓଡିଶା ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ସିଏଏ ସଚେତନତା ରାଲି ପାଇଁ ଓଡିଶା ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ଗିରିରାଜ ସିଂ ଓଡିଶା ଆସୁଛନ୍ତି  ବୋଲି ଜଣାପଡିଛି । ୧୦ ତାରିଖରେ…

କାଲି ବର୍ଷର ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ଦେବାଭିଷେକ ପୂର୍ଣ୍ଣିମାରେ ଆସନ୍ତାକାଲି ଏ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବ । କାଲି ରାତି ୧୦ଟା ୩୭ରୁ ୨ଟା ୪୨ ଯାଏ ଭାରତରେ ଏହା ଦୃଶ୍ୟମାନ ହେବ । ଉପଛାୟା ଚନ୍ଦ୍ରଗ୍ରହଣ…

ଏଣିକି ଶିକ୍ଷକଙ୍କୁ ମିଳିବନି ଖରାଛୁଟି

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ଏଣିକି ରାଜ୍ୟର ସ୍କୁଲ ଶିକ୍ଷକଙ୍କୁ ମିଳିବନି ଖରାଛୁଟି । ଗ୍ରୀଷ୍ମ ଅବକାଶରେ ଚାଲିବ ସ୍ୱତନ୍ତ୍ର କ୍ଲାସ୍ । ଖରାଦିନେ ସ୍କୁଲରେ ଥିବା ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ଶିକ୍ଷକ ।…

ଶିଳ୍ପ ପାଇଁ ଜମି ସୁପାରିଶ କମିଟି ବୈଠକ

ଭୁବନେଶ୍ୱର, ୯ା୧(ଓଡ଼ିଶା ଭାସ୍କର): ଶିଳ୍ପ ପାଇଁ ଜମି ସୁପାରିଶ କମିିଟି ବୈଠକ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ବୈଠକ ପରେ ଇଡ଼କୋ ଅଧ୍ୟକ୍ଷ ସଞ୍ଜୟ ସିଂହ ଏନେଇ ସୂଚନା ଦେଇଛନ୍ତି । ସେହି…

୩ଟି ବଡ ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ୩ଟି ବଡ ପ୍ରକଳ୍ପ ସମ୍ପ୍ରସାରଣକୁ ଆଜି ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ହିଣ୍ଡାଲକୋ, ଏନଟିପିସି ଏବଂ ରୁଙ୍ଗଟା ପ୍ରକଳ୍ପ ସମ୍ପ୍ରସାରଣକୁ ମଞ୍ଜୁରି ଦିଆଯାଇଛି । ୨୧ତମ ହାଇଲେବଲ…