fbpx
Browsing Category

ରାଜ୍ୟ

ଭିଜିଲାନ୍ସ ଜାଲରେ କମ୍ପ୍ୟୁଟର ଅପରେଟର

ଭଦ୍ରକ,୯ ।୧(ଓଡିଶା ଭାସ୍କର): ଭଦ୍ରକ ଗ୍ରାମ୍ୟ ନିର୍ମାଣ ଡିଭିଜନର ଲାଞ୍ଚୁଆ କମ୍ପ୍ୟୁଟର ଅପରେଟର ଗିରଫ ହୋଇଛନ୍ତି । ଲାଞ୍ଚ ନେଉଥିବା ବେଳେ କମ୍ପ୍ୟୁଟର ଅପରେଟର ପ୍ରିୟବ୍ରତ ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୨ଟି…

ନନ୍ଦନକାନନରେ ଦୁଇ ନୂଆ ଅତିଥି

ଭୁବନେଶ୍ୱର, ୯ା୧୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନ କେନ୍ଦ୍ର ନନ୍ଦନକାନନରେ ଆଉ ଦୁଇ ବାଘ ଛୁଆ ଆଜି ଜନ୍ମ ହୋଇଛନ୍ତି । ସେଠାରେ ଥିବା ଧଳା ବାଘୁଣୀ ସ୍ନେହା ଗର୍ଭରୁ ୨ଟି ବାଘ ଛୁଆ ଜନ୍ମ ହୋଇଛନ୍ତି ।…

ଆଜିଠୁ ତିନି ଦିନ ଯାଏଁ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୯ା୧(ଓଡ଼ିଶା ଭାସ୍କର): ଆଗାମୀ ତିନି ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।…

କୋଣାର୍କରେ ୫ଟି ସଚିବ ପାଣ୍ଡିଆନ

ପୁରୀ, ୯ା୧(ଓଡ଼ିଶା ଭାସ୍କର): ଆଜି କୋଣାର୍କରେ ପହଞ୍ଚିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ସେଠାରେ ସେ ପହଞ୍ଚି କୋଣାର୍କ, ସୂର୍ଯ୍ୟ ମନ୍ଦିର ଚତୁଃପାଶ୍ୱର୍ ବୁଲି ଦେଖିବା ସହ ସେଠାକାର ବିକାଶ ନେଇ ସମୀକ୍ଷା କରିଛନ୍ତି ।…

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ଆସିଲା ୱାଇ ଫାଇ କଲିଂ ସେବା

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ବଜାରରେ ଜିଓର ଗ୍ରାହକ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଭିଡ଼ିଓ ଓ ଭଏସ ୱାଇ-ଫାଇ କଲିଂ…

MSME ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଏମଏସଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଘାଟିତ ହୋଇଯାଇଛି । ବାଣିଜ୍ୟ ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାନୁଆରି ୧୨ତାରିଖ ଯାଏ…

ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ୫କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାରିପଦା, ୮ା୧(ଓଡ଼ିଶା ଭାସ୍କର): ମୟୁରଭଞ୍ଜର ବାଙ୍କୀଶୋଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ମୟୁରଭଞ୍ଜ ଜିଲ୍ଲା ପାଇଁ ୨୦୦କୋଟିର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାସହ ୫୦କୋଟି ଟଙ୍କାର…

ଆଦାନି କିସ୍ ଆବାସିକ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା, ୮ା୧(ଓଡ଼ିଶା ଭାସ୍କର): ଆଜି ବାରିପଦା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଡ଼ା ସୁରକ୍ଷା ମଧ୍ୟରେ ସେ ବିମାନ ବନ୍ଦରକୁ ଯାଇ ବାରିପଦା ଗସ୍ତ କରିଛନ୍ତି । ବାରିପଦାରେ ଆଦାନି କିସ୍ ଆବାସିକ…

ଭାରତ ବନ୍ଦ, ବାଇକ ଭଡ଼ା @୧୫୦

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ଆଜି ୨୪ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ପଡ଼ିଛି । ଏନେଇ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ…