
Browsing Category
ରାଜ୍ୟ
୩ କୋଟିର ଠକାମୀ ଅଭିଯୋଗରେ ଗିରଫ ହେଲେ ବ୍ୟବସାୟୀ
ଭୁବନେଶ୍ୱର, ୨୪/୦୪: କ୍ରାଇମ ବାଞ୍ଚର ଇଓଡବ୍ଲୁ ସାହିଲ ଏଣ୍ଟରପ୍ରାଇଜ ନାମକ ଏକ ସଂସ୍ଥାର ମାଲିକ ବିଷ୍ଣୁ ପ୍ରସାଦ ସାହୁଙ୍କୁ ୨୨ ଜଣ ନିବେଶକକାରୀଙ୍କଠାରୁ ୩ କୋଟି ଠକେଇ ଅଭିଯୋଗରେ ଗିରଫ କରିଛି ।
ଏନେଇ ଠକେଇର ଶିକାର…
ପୁଣି ଓଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର, ୨୪ା୪ (ଓଡିଶା ଭାସ୍କର): ପୁଣି ଓଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି । ମୋଟ…
ଭକ୍ତଙ୍କ ଦର୍ଶନ ପାଇଁ ମେ’ ୧୫ ଯାଏ ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ ୨୪ । ୪ (ଓଡିଶା ଭାସ୍କର) : ମେ’ ୧୫ ଯାଏ ବନ୍ଦ ରହିବ ଶ୍ରୀମନ୍ଦିର । ଭକ୍ତମାନଙ୍କ ଦର୍ଶନ ଲାଗି ପୁରୀ ଶ୍ରୀମନ୍ଦିର ୧୫ ତାରିଖ ଯାଏ ବନ୍ଦ ରହିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।…
ପୁରୀରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମିଳିବନି ହୋଟେଲ!
ପୁରୀ, ୨୪/୦୪: ପଶ୍ଚିମ ବଙ୍ଗରେ କୋଭିଡ-୧୯ର ଟ୍ରିପଲ ମ୍ୟୁଣ୍ଟାଟ ଚିହ୍ନଟ ପରେ,ଏବେ ପୁରୀ ପ୍ରଶାସନ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିଛନ୍ତି । ଶନିବାର ପୁରୀର ସମସ୍ତ ହୋଟେଲ, ଲଜ ଏବଂ ଧର୍ମଶାଳାଗୁଡିକୁ…
ଏକ ମାସ ଯାଏ ବନ୍ଦ ହୋଇପାରେ ଶ୍ରୀମନ୍ଦିର !
ପୁରୀ ୨୪ । ୪ (ଓଡିଶା ଭାସ୍କର) : ବନ୍ଦ ହେବ ଶ୍ରୀମନ୍ଦିର । ପୁରୀ ଶ୍ରୀମନ୍ଦିର SOPନେଇ ଶେଷ ହୋଇଛି ବୈଠକ । ଶ୍ରୀମନ୍ଦିର ବନ୍ଦ ନେଇ ସବୁ ସେବାୟତ ନିଯୋଗଙ୍କ ପ୍ରସ୍ତାବ । ୧ ମାସ ଯାଏ ବନ୍ଦ ହେବା ଲାଗି ବୈଠକରେ…
ରାଜ୍ୟକୁ ଆସିବ ୧ ଲକ୍ଷ କୋଭିସିଲଡ୍ ଟିକା
ଭୁବନେଶ୍ୱର,୨୪ା୪ : ରାଜ୍ୟରେ ଆଜିଠାରୁ ସଟଡାଉନ୍ ଜାରି ରହିଥିବା ବେଳେ ବିମାନବନ୍ଦର ଯୋଗେ ଓଡିଶା ଆସୁଛି ୧ ଲକ୍ଷ କୋଭିସିଲଡ୍ ଟିକା । ତେବେ ଶନିବାର ଏବଂ ରବିବାର ସଟଡାଉନ୍ ଘୋଷଣା ହୋଇଥିବା ବେଳେ ଟିକାକରଣ ବନ୍ଦ ରହିଛି…
ଓଲଟିଲା ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର
ଭୁବନେଶ୍ୱର, ୨୪/୦୪: ଫୁଲନଖରା ନିକଟ ବାମ୍ଫକୁଦ ଗ୍ରାମ ନିକଟରେ ଏକ ଏଲପିଜି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡିଛି ।
ଜଟଣୀରୁ ପ୍ଲାଣ୍ଟରୁ କେନ୍ଦ୍ରପଡାକୁ ନିଆଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା…
ଯୁବକଙ୍କ ମୃତ ଦେହ ଉଦ୍ଧାର: ପୋଲିସର ତଦନ୍ତ ଆରମ୍ଭ
ପୁରୀ, ୨୪/୦୪: ଶନିବାର ସକାଳୁ ପୁରୀ ବଳିଆ ପଣ୍ଡା ପୋଲିସ ମାତା ମଠ ନିକଟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ।
ଘଟଣା ଅନୁଯାୟୀ ଆଜି ସକାଳୁ ସ୍ଥାନୀୟ ଲୋକ ଯୁବକଙ୍କୁ କ୍ଷତାକ୍ତ ଅବସ୍ଥାରେ ରାସ୍ତାରେ ପଡିଥିବାର…
ପୁଣି କରୋନା ନେଲା ୮ ଜୀବନ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଲା, ଆଜି ଚିହ୍ନଟ ହେଲେ ୬୬୪୭ ପଜିଟିଭ୍
ଭୁବନେଶ୍ୱର, ୨୪ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…
ଆଜିଠୁ ଓଡ଼ିଶାରେ ସପ୍ତାହାନ୍ତ ସଟ୍-ଡାଉନ୍
ଭୁବନେଶ୍ୱର ,୨୪।୪: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି । ଟ୍ୱିନ ସିଟି ସମେତ ସବୁ ସହରାଞ୍ଚଳରେ ଆଜିଠୁ ସଟ୍-ଡାଉନ୍ ଲାଗୁ ହୋଇଛି । ସୋମବାର ସକାଳ ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରହିବ, କିନ୍ତୁ…