CHARIDHAM
Browsing Category

ରାଜ୍ୟ

ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା RI

କର୍ଲାମୁଣ୍ଡା, ୨୩ା୪ (ଓଡିଶା ଭାସ୍କର): ଭିଜିଲାନ୍ସରେ ଫଶିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) । କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କର୍ଲାମୁଣ୍ଡାର ଆରଆଇ ରମେଶ ବରାଳ ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି । ସୂଚନା…

ସପ୍ତାହନ୍ତା ସଟଡାଉନରେ ମିଳିବ ଘଣ୍ଟାଏ କୋହଳ

ଭୁବନେଶ୍ୱର ୨୩ ।୪ (ଓଡିଶା ଭାସ୍କର) : ଅସନ୍ତା କଲିଠାରୁ ଆରମ୍ଭ ହେଉଛି ସପ୍ତାହନ୍ତା ସଟଡାଉନ୍ । ଶନିବାର ଓ ରବିବାର ସମସ୍ତ ସହର ସଟଡାଉନ୍ । ଏହି ଦୁଇ ଦିନ ମିଳିବ ଘଣ୍ଟାଏ ଲେଖାଏଁ କୋହଳ । ସକାଳ ୫ ଟାରୁ ୬ଟା ଘଣ୍ଟାଏ…

ପ୍ରବାସୀଙ୍କ ପାଇଁ କଡାକଡି ହେଲା କୋଷ୍ଟାଲ୍ ପେଟ୍ରୋଲିଂ

ଭୁବନେଶ୍ୱର ୨୩ ।୪ (ଓଡିଶା ଭାସ୍କର) : ପ୍ରବାସୀଙ୍କ ଲାଗି ଜଳପଥ ଉପରେ ନଜର । କଡାକଡି ହେଲା କୋଷ୍ଟାଲ ପେଟ୍ରୋଲିଂ । ଜଳପଥ ଦେଇ ଆସି ପାରିବେ ନାହିଁ ପ୍ରବାସୀ । ପ୍ରବାସୀଙ୍କ ଉପରେ କଡା ନଜର ରଖିବ କୋଷ୍ଟଗାର୍ଡ । ୧୮…

କରୋନା ନେଲା ୮ ଜଣଙ୍କ ଜୀବନ: ଆଜି ଚିହ୍ନଟ ହେଲେ ୬୨୧୫ ପଜିଟିଭ୍

ଭୁବନେଶ୍ୱର, ୨୩ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

ସାମାନ୍ୟ କମିଛି ତାତି ! ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହର

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାରୁ ତାତିର ପ୍ରଭାବ ସାମାନ୍ୟ କମିଛି । ଆଜି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ୪୧ ଡିଗ୍ରି ତାପମାତ୍ରା ସହ ଟିଟଲାଗଡ଼ ରାଜ୍ୟର…

‘ଟ୍ରିପଲ ମ୍ୟୁଟାଣ୍ଟ‘ ଭୂତାଣୁ କ’ଣ? ଯାହାକୁ ନେଇ ସତର୍କ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର):ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ଟ୍ରିପଲ୍ ମ୍ୟୁଟାଣ୍ଟ କରୋନା ଭୂତାଣୁ । ପୂର୍ବରୁ ମହାରାଷ୍ଟ୍ରରେ ବ୍ୟାପିଥିବା ଡବଲ୍ ମ୍ୟୁଟାଣ୍ଟଠାରୁ ଏହା ଅଧିକ ସଂକ୍ରାମକ । ଏହା…

ପଶ୍ଚିମବଙ୍ଗରେ ମାଡିଚାଲିଛି ଟ୍ରିପଲ ମ୍ୟୁଟାଣ୍ଟ, ଫେରନ୍ତାଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟାଇନ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ…

ଚିନ୍ତା ବଢ଼ାଉଛି କରୋନା: ଭୁବନେଶ୍ୱରରୁ ଆଜି ପୁଣି ୫୯୦ ପଜିଟିଭ ଚିହ୍ନଟ,୧୩୯ ସୁସ୍ଥ

ଭୁବନେଶ୍ୱର,୨୨।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୫୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…

ଏପ୍ରିଲ୍ ୨୮ରୁ କୋଭିଡ୍ ଟିକାକରଣ ପାଇଁ ନାମ ପଞ୍ଜିକରଣ

ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : କୋଭିଡ୍ ଟିକାକରଣ ପାଇଁ ତାରିଖ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପ୍ରିଲ୍ ୨୮ରୁ ନାମ ପଞ୍ଜିକରଣ ହୋଇ ପାରିବ ବୋଲି ମୋଦି କହିଛନ୍ତି । ପ୍ରଥମେ ଏହା ଏପ୍ରିଲ ୨୪ ରେ ହେବା ନେଇ…

CRRR ର ୬ ଶହ କୋଟିର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : CRRR କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । କ୍ୟାପିଟାଲ ରିଜିଆନ୍ ରିଙ୍ଗ୍ ରୋଡକୁ ମଞ୍ଜୁାରୀ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ସହରକୁ ସଂଯୋଗ କରିବ ଏହି କ୍ୟାପିଟାଲ…