
Browsing Category
ରାଜ୍ୟ
ଓଡିଶାର ଆଉ ୪ଟି ସିନେମା ହଲ୍ ସିଲ୍, ଜାଣନ୍ତୁ କେଉଁଠି?
ପାରଳାଖେମୁଣ୍ଡି,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟର ଆଉ ୪ଟି ସିନେମା ହଲକୁ ସିଲ୍ କରିଛି ପ୍ରଶାସନ । କରୋନା ନିୟମ ଉଲ୍ଲଂଘନ ନେଇ ସିନେମା ହଲ ସିଲ…
ଭିଜିଲାନ୍ସ ଜାଲରେ କୋଟିପତି କିରାଣି ; ୩ କୋଟିରୁ ଅଧିକ ଆୟବହିର୍ଭୂତ ସମ୍ପତ୍ତି
ଭୁବନେଶ୍ୱର ୧୦ା୪ (ଓଡିଶା ଭାସ୍କର) : କୋଟିପତି କିରାଣି ଗିରଫ । ଭୁବନେଶ୍ୱର ସିସିଏଫ୍ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲୀପ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ…
ଏହି ରାଜ୍ୟରେ ଆଜିଠାରୁ ଲାଗିଲା ସାପ୍ତାହିକ ଲକଡାଉନ, ଜାଣନ୍ତୁ କ’ଣ ଖୋଲା ଓ କ’ଣ ବନ୍ଦ?
ମୁମ୍ବାଇ,୧୦ ।୪ : ଦେଶରେ କରୋନା ମହାମାରୀ ପୁଣି ହୁ ହୁ ହୋଇ ବଢିଚାଲିଥିବା ବେଳେ ସର୍ବାଧିକ ପଜିଟିଭ୍ ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳୁଛି । ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକେର…
ଛତିଶଗଡକୁ ବସ୍ ଚଳାଚଳ ହେବ ବନ୍ଦ
ଭୁବନେଶ୍ୱର, ୧୦ା୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ରାଜ୍ୟରେ କ୍ରମାଗତ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଛତିଶଗଡକୁ ବସ୍ ଚଳାଚଳ ବନ୍ଦ କରିବା ନେଇ ତତ୍ପରତା ପ୍ରକାଶ ପାଇଛି । କାରଣ ଛତିଶଗଡରେ କରୋନା…
ପୋଲିସ୍ କରୁଛି ସାବାଡ, ମାନୁନାହାନ୍ତି ଅମାନିଆ
ଭୁବନେଶ୍ୱର, ୧୦ା୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କୋଭିଡ ଗାଇଡ ଲାଇନ ଜାରି କରିଛନ୍ତି । ହେଲେ କିଛି ଅମାନିଆ ଗାଇଡଲାଇନ୍ ମାନୁନାହାନ୍ତି । ଯେଉଁଥିପାଇଁ ସଂକ୍ରମଣ ବଢ଼ିବାରେ ଲାଗିଛି ।…
ପୁଣି ରହସ୍ୟ ଘେରରେ ଏମାର ମଠ: ମିଳିଲା ରୁପା ଇଟା ଓ ବ୍ରୋଞ୍ଜ ମୂର୍ତ୍ତି
ପୁରୀ, ୧୦ା୪ (ଓଡିଶା ଭାସ୍କର): ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ଏମାର ମଠ । ପୁରୀ ଏମାର ମଠରୁ ରୂପା ଇଟା ମିଳିଛି । ମଠର ମୁଖ୍ୟ ଗାଦି ପଛପଟ ଖୋଳା ଚାଲିଥିବା ବେଳେ ଏହି ରୁପା ଇଟା ମିଳିଥିବା ଜଣାପଡ଼ିଛି । ତେବେ…
ବଡ ଖବର: ପିପିଲି କଂଗ୍ରେସ ପ୍ରାର୍ଥୀଙ୍କୁ ହେଲା କରୋନା
ପିପିଲି,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢି ଚାଲିଥିବା ବେଳେ ପିପିଲି ଉପନିର୍ବାଚନ ବି ଏଥିରୁ ବାଦ୍ ପଡିନି । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଆସିଛି ବଡ ଖବର ।…
ନୁଆ ଲକ୍ଷଣ ସହ ଫେରିଛି କରୋନା
କରୋନା ମହାମାରୀ ବର୍ଷେ ତଳେ ସାରା ଦେଶରେ ତାର କାୟା ମେଲାଇବା ଆରମ୍ଭ କରିଥିଲା । ପଡୋଶୀ ଦେଶ ଚୀନରୁ ଧୀରେ ଧୀରେ ସାରା ବିଶ୍ୱରେ ବିସ୍ତାର ହୋଇଗଲା । ପ୍ରାୟ ୮ରୁ ୯ ମାସ କାଳ ଲୋକେ ହନ୍ତସନ୍ତ ହେବାପରେ ସଂକ୍ରମଣ ହାର…
ଓଡିଶାରେ ପହଞ୍ଚିଲା ଅଢେଇ ଲକ୍ଷ କୋଭିସିଲ୍ଡ ଟିକା
ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । କରୋନା ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଆଜି ଓଡିଶାରେ ପହଞ୍ଚିଛି ଅଢେଇ ଲକ୍ଷ କୋଭିସିଲ୍ଡ ଟିକା ।…
ସ୍କୁଲ୍ ରେ ମିଳିବ ଜାତିଗତ ପ୍ରମାଣ ପତ୍ର
ଭୁବନେଶ୍ୱର ୧୦ା୪ (ଓଡିଶା ଭାସ୍କର) : ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁସି ଖବର । ଏଣିକି ସ୍କୁଲ୍ ରେ ମିଳିବ ଜାତିଗତ ଏବଂ ଅନ୍ୟାନ୍ୟ ଜରୁରୀ ପ୍ରମାଣ ପତ୍ର । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି…