CHARIDHAM
Browsing Category

ରାଜ୍ୟ

ସ୍ପଷ୍ଟୀକରଣ ଦେଲେ ଗଣଶିକ୍ଷା ମନ୍ତ୍ରୀ, ଲିକ୍ ହୋଇନାହିଁ ଓଟିଇଟି ପ୍ରଶ୍ନପତ୍ର

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) :  ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇ ନଥିବା କହିଛିନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦେଓଗଡ଼ ଜିଲ୍ଲା ସରକାରୀ ବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ନେଇ ଆଜି ସକାଳେ…

ଆସନ୍ତା ୨ ଘଣ୍ଟା ପାଇଁ ୧୧ ଜିଲ୍ଲା ସାବଧାନ୍!

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): ରାଜ୍ୟରେ ବଜ୍ରପାତ ଓ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୧ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଆସନ୍ତା ୨ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ…

ମାସ୍କ ନ ପିନ୍ଧିଲେ ୨ ଗୁଣା ଜୋରିମାନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୪ (ଓଡିଶା ଭାସ୍କର) : ଆଜି ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ସମ୍ବୋଧନ କରୁଛନ୍ତି । ଏଥିସେ ମାସ୍କ ପିନ୍ଧିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ଆଉ କହିଛନ୍ତି ଯେ, ୧୪ ଦିନ ଯାଏ ମାସ୍କ ଅଭିଯାନ…

ଖୋଲା ରହିବ ବାଣୀବିହାର ହଷ୍ଟେଲ

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): କରୋନା ପାଇଁ ଶିକ୍ଷାବ୍ୟବସ୍ଥାରେ ବିଶେଷ ପ୍ରଭାବ ପଡୁଛି । ଏଭଳି ପରିସ୍ଥିତିରେ ସ୍କୁଲ, କଲେଜ ବନ୍ଦ ହେଉଥିବା ବେଳେ ବର୍ତ୍ତମାନ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ…

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି କିରାଣି

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): ବରିଷ୍ଠ କିରାଣି ଦିଲ୍ଲୀପ କୁମାର ଜେନାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଦିଲ୍ଲୀପଙ୍କ ଘରୁ ୩ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏକକାଳୀନ ୪ଟି…

ପିପିଲି ଉପନିର୍ବାଚନ : ଆସନ୍ତା ୧୨ରେ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) : ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ । ଯାହାକୁ ନେଇ ରାଜନୀତି ମାହଲ ସରଗରମ ହେବାରେ ଲାଗିଛି । ଦଳମାନେ ଷ୍ଟାର ପ୍ରଚାରକ ଧରି ନିଜ ନିଜ ଦଳ ପାଇଁ ପ୍ରଚାର ଜୋରସୋରରେ…

ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟର କୁଳପତି ହେଲେ କମଲଜିତ

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) : ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହୋଇଛନ୍ତି କମଲଜିତ ସିଂହ ଏମ୍ ଏସ୍ ଲ’ । ୪ ବର୍ଷ ପାଇଁ କୁଳପତି ଭାବେ…

ସମଲେଇ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍, ଜାଣନ୍ତୁ କେତେ ?

ସମ୍ବଲପୁର , ୯ ।୪(ଓଡିଶା ଭାସ୍କର): ସମଲେଇ ଯୋଜନା ପାଇଁ ଆଜି ବଡ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଥଇଥାନ ଓ ପୁନର୍ବାସ ପାଇଁ ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ୨ ଡ଼ାକ୍ତର କରୋନା ପଜିଟିଭ

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) :  ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ୨ଜଣ ଡ଼ାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ କ୍ୟାପିଟାଲ ନିର୍ଦ୍ଦେଶକ ଡ଼ାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି । ଜଣେ ଶଲ୍ୟ ଓ…

ଦଶମ ଓ +୨ ପରୀକ୍ଷା ତାରିଖ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): କରୋନା ପାଇଁ ଶିକ୍ଷାବିଭାଗରେ ବିଶେଷ ପ୍ରଭାବ ଦେଖିବାକୁ ମିଳୁଛି । କିନ୍ତୁ ରାଜ୍ୟରେ ପୂର୍ବ ନିର୍ଦ୍ଧାରିତ ତାରିଖରେ ୧୦ମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ…