Browsing Category

ରାଜ୍ୟ

୪ ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ

ଭୁୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ବିଜେଡିର ୪ ନେତାଙ୍କୁ ଆଜି ନୂଆ ଦାୟିତ୍ୱ ମିଳିଛି । ୪ ଜଣଙ୍କୁ ବିଧାନସଭା ନିର୍ବାଚନମଣ୍ଡଳିର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ବ୍ୟୋମୋକେଶ ରାୟଙ୍କୁ କରଞ୍ଜିଆ,…

ଲର୍ଣ୍ଣିଂ ଲାଇସେନ୍ସରେ ରାସ୍ତାକୁ ଗାଡି ମନା

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରାଯାଉଛି । ଏଣିକି ଲର୍ଣ୍ଣିଂ ଲାଇସେନ୍ସଧାରୀମାନେ ରାସ୍ତାରେ ଗାଡି ଚଳାଇପାରିବେ ନାହିଁ । ଆଇନ ଖିଲାପକାରୀଙ୍କ…

ଗାଡି ଫାଇନ୍: ୪ ଘଣ୍ଟାରେ ୨.୫ ଲକ୍ଷ ଆଦାୟ

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଯାନବାହନ କାଗଜପତ୍ର ଯାଞ୍ଚର କେହାଳ ସୀମା ଶେଷ ହୋଇଛି । ଆଜିଠାରୁ ରାଜ୍ୟବ୍ୟାପୀ ନୂଆ ଆଇନରେ ଫାଇନ ଆଦାୟ ଆରମ୍ଭ ହୋଇଛି । ଭୁବନେଶ୍ୱର ଆରଟିଓ-୨ ପକ୍ଷରୁ ଏବେ ସୁଦ୍ଧା ୬୩ଟି ଚାଲାଣ…

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାରିପଦା,୧ ।୩(ଓଡିଶା ଭାସ୍କର): ବାରିପଦା ଜେଲରେ ଥିବା ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ପିଆରଏମ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କାଲି ଯୌତୁକ ନିର୍ଯାତନା ମାମଲାରେ ସେ ଗିରଫ…

ପୁଣି ଚମକିଲେ ଦୂତୀ ଚାନ୍ଦ

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ ପୁଣି ଚମକିଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ୨୦୦ ମିଟର ଦୌଡରେ ସେ ପୁଣି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତକାଲି ୧୦୦ ମିଟର…

ଏସସିବି ନବକଳେବର ପାଇଁ ୧୦ ପରାମର୍ଶଦାତା ନିଯୁକ୍ତ

କଟକ,୧ ।୩(ଓଡିଶା ଭାସ୍କର): କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏନେଇ ୧୦ ବିଶିଷ୍ଟ ଚିକିତ୍ସାବିତଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଦାୟିତ୍ୱ ମିଳିବା ପରେ କଣ କହିଲେ ସଞ୍ଜୟ ?

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ସଞ୍ଜୟ ଦାସବର୍ମାଙ୍କୁ ଆଜି ନୂଆ ଦାୟିତ୍ୱ ମିଳିଛି । କ୍ୟାବିନେଟ୍ ରାଙ୍କ ସହ ସଞ୍ଜୟଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଯବାନଙ୍କ ପାଇଁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଦିଲ୍ଲୀ ହିଂସାରେ ବିଏସଏଫ୍ ଯବାନଙ୍କ ଘର ଜାଳି ଦିଆଯିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସଏଫ୍ କନେଷ୍ଟବଳ ମହମ୍ମଦ ଅନିସଙ୍କ ସହ କଥା ହୋଇ…

ଗାଡି ଚେକିଂକୁ ନେଇ ରାଜମହଲ ଛକରେ ଉତ୍ତେଜନା

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ନୂଆ ଟ୍ରାଫିକ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । କିନ୍ତୁ ରାଜଧାନୀ ଭୁବନେଶ୍ୱର ରାଜମହଲ ଛକରେ ଚେକିଂ ବେଳେ ଉତ୍ତେଜନା ଦେଖାଦେଇଛି । ରଙ୍ଗରୁଟରେ…

ସୋରରେ କୁକୁଡା ମଡକ

ବାଲେଶ୍ୱର,୧ ।୩(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସୋରରେ ବାର୍ଡ ଫ୍ଲୁ ହୋଇଥିବା ଆଶଙ୍କା କରାଯାଉଛି । ୧୬ ନମ୍ବର ଜାତୀୟ ରାଜପଥରେ ହଜାର ହଜାର ମଲା କୁକୁଡା ପଡିଥିବା ଦେଖିବାକୁ ମିଳିଛି । ଏତେ ପରିମାଣର କୁକୁଡା…