Browsing Category
ରାଜ୍ୟ
ରାଉରକେଲାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଆସ ଲକୁଆ ଆହତ
ଭୁବନେଶ୍ବର: ରାଜଧାନୀ ପରେ ଏବେ ରାଉରକେଲାରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କଲା ପୋଲିସ । ରାଉରକେଲାରେ ପୋଲିସ ଅପରାଧୀକୁ ଏନକାଉଣ୍ଟର କରିଛି ।
ତେବେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ…
ବନ୍ଧୁରୁ ଜୀବନସାଥୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ-ଜାଗୃତି
ଭୁବନେଶ୍ୱର,୧୧ା୩: ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି । ବନ୍ଧୁରୁ ଜୀବନସାଥୀ ପାଲଟିଛନ୍ତି ଏହି ଯୋଡ଼ି । ଆମେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ଏବଂ ସାମ୍ବାଦିକା ତଥା ସାହିତି୍ୟକା…
କାଲି ଗୃହ କାର୍ଯ୍ୟରେ ସାମିଲ ହେବନାହିଁ କଂଗ୍ରେସ, ଭକ୍ତ ଡାକିଲେ ଜରୁରୀ ବୈଠକ
ଭୁବନେଶ୍ୱର: କାଲି ବିଧାନସଭା କାର୍ଯ୍ୟକ୍ରମରେ ଭାଗ ନେବନି କଂଗ୍ରେସ । ଏ ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ ।
କାଲି ବିଧାନସଭା ବୟକଟ କରିବ କଂଗ୍ରେସ । କାଲି କଂଗ୍ରେସ ଜରୁରୀ ବୈଠକ କରିବ ବୋଲି କହିଳେ…
ଫିଲ୍ମ ଶୁଟିଂ ପାଇଁ ଚର୍ଚ୍ଚାରେ ଓଡ଼ିଶା, ଉପମୁଖ୍ୟମନ୍ତ୍ରୀ କହିଲେ ଏହା ଓଡ଼ିଶା ପର୍ଯ୍ୟଟନକୁ…
ଭୁବନେଶ୍ୱର,୧୧ା୩: ବଲିଉଡକୁ ଏବେ ଆକୃଷ୍ଟ କରୁଛି ଓଡ଼ିଶା ମାଟି । ଫିଲ୍ମ ପୁଷ୍ପା-୨ଠାରୁ ଆରମ୍ଭ କରି ଏସଏସଏମବି-୨୯ ପର୍ଯ୍ୟନ୍ତ ଶୁଟିଂ ଚାଲିଛି। ନିର୍ମାତାଙ୍କଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀମାନେ ଆସି ଓଡ଼ିଶାରେ…
ପ୍ରତିବାଦ ସ୍ଥଳରେ ଭକ୍ତ ଦାସ, ଆନ୍ଦୋଳନରୁ ଓହରିଲା କଂଗ୍ରେସ
ଭୁବନେଶ୍ୱର: ପିସିସି ସଭାପତିଙ୍କ ଅନୁରୋଧ ପରେ ଧାରଣାରୁ ଓହରିଲା କଂଗ୍ରେସ । ବିଧାନସଭା ଗାନ୍ଧି ମୂର୍ତ୍ତି ତଳ ପ୍ରତିବାଦ ସ୍ଥଳରୁ ଉଠିଲେ ବିଧାୟକ ।
ତାରା ବାହିନୀପତିଙ୍କ ସମେତ ଅନ୍ୟ ବିଧାୟକ ଧାରଣାରୁ ଓଠିଲେ ।…
ଓଡ଼ିଶାରୁ ଲଣ୍ଡନ ଗଲା ମହିଳା ଚାଷୀଙ୍କ ଅମୃତଭଣ୍ଡା, ସ୍ୱାଦ ଚାଖି…
ଢେଙ୍କାନାଳ: ଏଣିକି ଲଣ୍ଡନବାସୀଙ୍କ ଖାଇବା ଟେବୁଲରେ ଓଡ଼ିଶା ଅମୃତଭଣ୍ଡାର ସ୍ୱାଦ ମିଳିବ। ଓଡ଼ିଶାରୁ ଲଣ୍ଡନ ଯାଇଛି ଅମୃତଭଣ୍ଡା । ଢେଙ୍କାନାଳର ସପ୍ତଶଯ୍ୟା ଏଗ୍ରୋ ପ୍ରଡୁ୍ୟସର କମ୍ପାନୀର ମହିଳା ଚାଷୀଙ୍କ ଦ୍ୱାରା…
Breaking: ଗଣତନ୍ତ୍ରର ହତ୍ୟା କରିଛନ୍ତି ବାଚସ୍ପତି, ନ୍ୟାୟ ଦାବିରେ ସାରା ରାତି ଆନ୍ଦୋଳନରେ ବସିବ କଂଗ୍ରେସ
ଭୁବନେଶ୍ୱର: ଯେଉଁମାନେ ଗଣ୍ଡଗୋଳ କରିଛନ୍ତି ସେମାନଙ୍କୁ ସସପେଣ୍ଡ କରାଯାଉ ବୋଲି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଆମେ ବିଭିନ୍ନ ମନ୍ତ୍ରୀଙ୍କ ବିରୋଧରେ କହିଲୁ ବୋଲି ଆମ ଉପରେ ଆକ୍ସନ ନିଆଯାଇଛି ।…
Big Breaking: ଗୃହରୁ ୭ ଦିନ ପାଇଁ ତାରା ବାହିନୀପତି ନିଲମ୍ବିତ, କଳାପଟି ବାନ୍ଧି କଂଗ୍ରେସର ପ୍ରତିବାଦ
ଭୁବନେଶ୍ୱର: ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରାଯାଇଛି । ବିଶୃଙ୍ଖଳିତ ଆଚରଣ ପାଇଁ ସସପେଣ୍ଡ କଲେ ବାଚସ୍ପତି ସୁରମା ପାଢ଼ୀ ।
ବିଧାନସଭାରେ କାଲି ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଥିଲେ ତାରା…
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବୀନ, କରିବେ ଡି-ଲିମିଟେଶନ୍ ବିଷୟରେ ଆଲୋଚନା
ଭୁବନେଶ୍ୱର: ଡି-ଲିମିଟେଶନକୁ ବିରୋଧୀ ଦଳ ନେତା ନବୀନଙ୍କ ସମର୍ଥନ । ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି ନବୀନ । ଡି-ଲିମିଟେଶନକୁ ନେଇ ହେବାକୁ ଥିବା ବୈଠକରେ ସାମିଲ ହେବାକୁ ଯାଉଛନ୍ତି ନବୀନ ପଟନାୟକ ।
ନିମନ୍ତ୍ରଣ…
Breaking: ୩୨ ପରୀକ୍ଷାର୍ଥୀଙ୍କ କ୍ୟାରିୟର ସହ ଖେଳ,ଇଂଲିଶ କୋର ପରୀକ୍ଷାରେ ଦେଲେ ଇଂଲିଶ ଇଲେକ୍ଟିଭ୍ ପ୍ରଶ୍ନପତ୍ର
ମୟୁରଭଞ୍ଜ: ଇଂଲିଶ କୋର ପରୀକ୍ଷାରେ ମିଳିଲା ଇଂଲିଶ ଇଲେକ୍ଟିଭ୍ ପ୍ରଶ୍ନପତ୍ର । ୩୨ ପରୀକ୍ଷାର୍ଥୀଙ୍କ କ୍ୟାରିୟର ସହ ଖେଳିଛନ୍ତି କର୍ତ୍ତୃପକ୍ଷ ।
ମୟୁରଭଞ୍ଜ ବଡ଼ସାହି ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷକୁ ଏ ନେଇ ଦିଆଗଲା…