Browsing Category
ରାଜ୍ୟ
ମାଟିତଳୁ ବାହାରିଲା ମନ୍ଦିର ଭଳି ଢାଞ୍ଚା
ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ଲିଙ୍ଗରାଜ ମନ୍ଦିର ନିକଟରେ ମାଟିତଳୁ ବାହାରିଛି ମନ୍ଦିର ଭଳି ଢାଞ୍ଚା । ସୁକଶାରୀ ମନ୍ଦିର ନିକଟରେ ଖୋଦେଇ ବେଳେ ମନ୍ଦିର ଭଳି ଢାଞ୍ଚା ବାହାରିଛି । ତେବେ ଏକାମ୍ରକ୍ଷେତ୍ର…
RD ଛାତ୍ରୀ ମୃତ୍ୟୁ ଘଟଣା: ୨ ଅଭିଯୁକ୍ତ ଚିହ୍ନଟ
ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଉଦ୍ଧାର ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ନେଇ…
୨୦୨୦ ବର୍ଷ ପାଇଁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା
ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ବର୍ଷ ପାଇଁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି । କଥାକାର ରାମଚନ୍ଦ୍ର ବେହେରାଙ୍କୁ ମିଳିବ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ।…
ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମିଳିଛି ଜାମିନ୍ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ବାପ-ପୁଅଙ୍କୁ ଜାମିନ ମିଳିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ…
୧୬୨ ପ୍ରକଳ୍ପକୁ ମିଳିଲା ମଞ୍ଜୁରି
କନ୍ଧମାଳ,୨୭ ।୧(ଓଡିଶା ଭାସ୍କର): ୨୦୨୦-୨୧ ବର୍ଷ ପାଇଁ କନ୍ଧମାଳ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୬ କୋଟି ଟଙ୍କାର ୧୬୨ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ୧୪୯ଟି ରାସ୍ତା, ୧୧ଟି ପାନୀୟ…
କାଲିଠୁ ହାଉସ୍ ସର୍ଜନଙ୍କ ‘କାମ ବନ୍ଦ’
କଟକ,୨୭ ।୧(ଓଡିଶା ଭାସ୍କର): ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ କାଲିଠାରୁ ହାଉସ ସର୍ଜନ କାର୍ଯ୍ୟବନ୍ଦ କରିବାକୁ ଧମକ ଦେଇଛନ୍ତି । କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ସେମାନେ ନିଷ୍ପତ୍ତି…
ରେଳ ବଜେଟ: ଓଡିଶା ଦାବି କଲା ୭୨୦୦ କୋଟି
ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ରେଳ ବଜେଟରେ ଓଡିଶାର ଦାବି ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ଦୁଇଟି ପାର୍ଟରେ ରେଳ ବଜେଟ୍ ଦାବି ଉପସ୍ଥାପନ କରିଛନ୍ତି ।…
ଦିଲ୍ଲୀ ହିଂସାକୁ ନେଇ ବିଜେଡିର ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ ଅମର ପଟ୍ଟନାୟକ?
ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ନୂଆ କୃଷି ଆଇନକୁ ନେଇ କୃଷକ ସଙ୍ଗଠନ ପକ୍ଷରୁ ଗତକାଲି ଟ୍ରାକ୍ଟର ରାଲି ହୋଇଥିଲା, ଯାହା ଫଳରେ ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିଲା । ହିଂସାକାଣ୍ଡକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା…
ଧାନକିଣାରେ ହେରଫେର: ମହୁଲପାଲି ଲ୍ୟାମ୍ପ ଏମଡି ନିଲମ୍ବିତ
ସୁନ୍ଦରଗଡ଼, ୨୭ା୧ (ଓଡିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲା ମହୁଲପାଲି ଲ୍ୟାମ୍ପ ଏମଡି ବିକାଶ ଅମାତ ନିଲମ୍ବିତ ହୋଇଛନ୍ତି । ତେବେ ଧାନକିଣାରେ ଅନିୟମିତତା ଅଭିଯୋଗରେ ବିକାଶଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି ।…
ରାଜ୍ୟରେ ଆଜି ୧୩୮ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୭।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୧୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ…