Browsing Category
ରାଜ୍ୟ
ଓଡ଼ିଶା ଫେରିଲେ ଚଉଦ ନୁହେଁ ୨୮ ଦିନିଆ ସଙ୍ଗରୋଧରେ ରହିବେ ପ୍ରବାସୀ
ଭୁବନେଶ୍ୱର, ୮ା୫(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ନୂଆ ନିୟମ । ଓଡ଼ିଶା ଫେରିଲେ ଏଣିକି ୧୪ ଦିନ ନୁହେଁ ୨୮ଦିନିଆ ସଙ୍ଗରୋଧରେ ରହିବେ ପ୍ରବାସୀ । ୧୪ରୁ ୨୧ ଦିନକୁ ସରକାରୀ ସଙ୍ଗରୋଧ ସମୟ ବଢ଼ାଯାଇଛି । ପରେ ୭ଦିନ ଘରେ…
ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି
ଭୁବନେଶ୍ୱର, ୮ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଭଦ୍ରକର ବୋଲି ଜଣାପଡ଼ିଛି…
ବିଶ୍ୱକର୍ମାଙ୍କର ହେବ କରୋନା ଟେଷ୍ଟ
ପୁରୀ, ୮ା୫(ଓଡ଼ିଶା ଭାସ୍କର): ରଥ ନିର୍ମାଣ କରୁଥିବା ବିଶ୍ୱକର୍ମାଙ୍କର କରୋନା ଟେଷ୍ଟ କରାଯିବ । ୨୦୦ଫୁଟ୍ ନିଷିଧାଞ୍ଚଳ ଭିତରେ ରଥକାମ ହେବ । ୧୫୦ରୁ ଅଧିକ ବିଶ୍ୱକର୍ମୀ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ ।…
କେନ୍ଦ୍ରରୁ ଅନୁମତି ମିଳିବା ପରେ ଆରମ୍ଭ ହୋଇଛି ରଥକାମ: ଆଇନମନ୍ତ୍ରୀ
ଭୁବନେଶ୍ୱର, ୮ା୫(ଓଡ଼ିଶା ଭାସ୍କର): ପୁରୀରେ ଆଜିଠାରୁ ରଥକାମ ନିର୍ମାଣ ଆରମ୍ଭ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ରର ଅନୁମତି ମିଳିବା ପରେ ରଥକାମ ଚାଲିଛି ।…
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୮ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତ ଜଣକ ରାଉରକେଲାର । ଏହାସହ ଓଡ଼ିଶାରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି ।ଏନେଇ…
ଚିହ୍ନଟ ହୋଇଥିବା ୨୬ ନୂଆ ଆକ୍ରାନ୍ତଙ୍କ ରହିଛି ସୁରତ ଲିଙ୍କ୍
ଭୁବନେଶ୍ୱର, ୮ା୫(ଓଡ଼ିଶା ଭାସ୍କର): ଆଜି ସକାଳେ ଚିହ୍ନଟ ହୋଇଥିବା ୨୬ଜଣ ପଜିଟିଭଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର । ସମସ୍ତ ପଜିଟିଭଙ୍କ ସୁରତ ଲିଙ୍କ ରହିଥିବା ନେଇ ଜଣାପଡ଼ିଛି । ଗଞ୍ଜାମର ୧୯ପଜିଟିଭ୍ ସୁରତରୁ…
ରାଜ୍ୟରେ ଆଉ ୨୬ କରୋନା ପଜେଟିଭ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୨୪୫
ଭୁବନେଶ୍ୱର :୮ ।୫(ଓଡିଶା ଭାସ୍କର):ରାଜ୍ୟରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଆଉ ୨୬ କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ଏହା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପଂହଚିଛି ।ଏମାନଙ୍କ ମଧ୍ୟରୁ ଗଂଜାମରୁ ୧୯…
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ,୧୪ରେ ବାତ୍ୟା ରୂପ ନେବ,ଓଡ଼ିଶାକୁ ନାହିଁ ବିପଦ
ଭୁବନେଶ୍ୱର :୮ ।୫(ଓଡିଶା ଭାସ୍କର): ବଙ୍ଗୋପସାଗରର ଘୂର୍ଣ୍ଣିବଳୟ୧୪ ତାରିଖ ବେଳକୁ ଏହା ଭୀଷଣ ବାତ୍ୟା ରୂପ ନେଇପାରେ। ଏହା ଓଡ଼ିଶାଠାରୁ ଯଥେଷ୍ଟ ଦୂରରେ ରହି ମିଆଁମାର ଆଡ଼କୁ ମୁହାଁଇବ। ପାଣିପାଗ ବିଜ୍ଞାନୀମାନେ ଏଭଳି…
ଝଡ଼ ବର୍ଷା ସାଙ୍ଗକୁ ବଜ୍ରପାତ ଆଶଙ୍କା, ୧୪ଟି ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର :୮ ।୫(ଓଡିଶା ଭାସ୍କର): ରାଜ୍ୟର ଦକ୍ଷିଣ ଠାରୁ ଆରମ୍ଭ କରି ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ବହୁ ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ପବନର ସମ୍ଭାବନା ରହିଛି ।…
କି ଯୁଗ ହେଲା ? ମଦ ଦୋକାନ ଆଗରେ ଭିଡ ନିୟନ୍ତ୍ରଣ କରିବେ ସରକାରୀ ସ୍କୁଲ ଶିକ୍ଷକ
ଭୁବନେଶ୍ୱର:୭ ।୫(ଓଡିଶା ଭାସ୍କର): ଲକଡାଉନ ୩.୦ରେ ମଦ ଦୋକାନ ଖୋଳିବାକୁ ଅନୁମତି ଦେଇଛନ୍ତି ସରକାର । କିନ୍ତୁ ୪୦ଦିନ ଧରି ମଦ ବିନା ରହିଥିବା ଲୋକଙ୍କ ଭିଡ ସମ୍ଭାଳିବା କାଠିକର ପାଠ ହେଉଛି । ଲୋକେ ଦିନ ତମାମ ଧାଡି…