Browsing Category

ରାଜ୍ୟ

ଆଜି ଅପରାହ୍ଣରେ ପହଞ୍ଚିବ କୋଭିସିଲ୍ଡ ଟିକା

ଭୁବନେଶ୍ୱର, ୧୯ା୧ (ଓଡିଶା ଭାସ୍କର): ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲୁରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୪ଟା ୨୫…

ମନା କଲେ ଆଉ ମିଳିବନି ମାଗଣା ଟିକା

ଭୁବନେଶ୍ୱର,୧୯ ।୧(ଓଡିଶା ଭାସ୍କର): ରାଜ୍ୟରେ ଆଜି ପହଞ୍ଚିବ ୩ ଲକ୍ଷ ୩୪ ହଜାର ୫ ଶହ କୋଭିସିଲ୍ଡ ଟିକା । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ଟିକା…

ଆସନ୍ତା ୨୧ରୁ ଆରମ୍ଭ ତୋଷାଳି ମେଳା

ଭୁବନେଶ୍ୱର, ୧୯ା୧ (ଓଡିଶା ଭାସ୍କର): ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ୧୫ତମ ଜାତୀୟ ତୋଷାଳୀ ମେଳା । ତେବେ ଏହି ମେଳା ଫେବୃଆରୀ ମାସ ୪ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଚାଲିବ । ଦେଶର…

କୁହୁଡ଼ି ଅନ୍ଧାରରେ ରକ୍ତର ହୋଲି: ଡମ୍ପର ଚଢ଼ିଯିବାରୁ ୧୩ ଜଣଙ୍କ ମୃତ୍ୟୁ

ଅହମ୍ମଦାବାଦ, ୧୯ା୧: ଶୀତୁଆ କୁହୁଡ଼ି ସକାଶେ ଚାଲିଯାଇଛି ୧୩ ଜଣଙ୍କ ଜୀବନ । ଫୁଟପାଥରେ ଶୋଇଥିବା ସମୟରେ ଏକ ଧମ୍ପରଟି ଚଢ଼ିଯିବା ଦ୍ୱାରା ଏହି ଅଘଟଣ ଘଟିଛି । ତେବେ ସମସ୍ତ ମୃତକ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି ।…

ସନ୍ଧ୍ୟା ୬ଟା ସୁଦ୍ଧା ୯୪.୫% ଟିକାକରଣ

ଭୁବନେଶ୍ୱର,୧୮ ।୮(ଓଡିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣର ଦ୍ୱିତୀୟ ଦିନ । ରାଜ୍ୟରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୯୪.୫% ହିତାଧିକାରୀଙ୍କ ଟିକାଦାନ ହୋଇଥିବା ସୂଚନା ମିଳିଛି । ୩୭୫ଟି କେନ୍ଦ୍ରରେ…

ଲାଞ୍ଚ ନେଇ ମହିଳା ପ୍ରିନ୍ସପାଲ ଗିରଫ

କଣ୍ଟାବାଞ୍ଜି,୧୮ ।୧(ଓଡିଶା ଭାସ୍କର): ଟଙ୍କା ଲାଞ୍ଚ ନେଇ କଲେଜ ପ୍ରିନ୍ସପାଲ ଗିରଫ । ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ମିନତୀ ରଥଙ୍କୁ ଗିରଫ କରିଛି ଭିଜିଲାନ୍ସ ।…

୨୧ ଯାଏଁ ଘନ କୁହୁଡି, ଜାଣନ୍ତୁ କେଉଁ ଜିଲ୍ଲାକୁ ସତର୍କବାଣୀ?

ଭୁବନେଶ୍ୱର,୧୮ ।୮(ଓଡିଶା ଭାସ୍କର): ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ୧୯ ତାରିଖ ରାତି ଓ ୨୦ ତାରିଖ ସକାଳେ ୧୦ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ବୋଲି ବୋଲି…

କିଡନୀ କେଳେଙ୍କାରୀ: ଠକେଇ ଟଙ୍କାରେ ହୋମ୍ ଡେକର ସୋରୁମ୍

ଭୁବନେଶ୍ୱର,୧୮ ।୮(ଓଡିଶା ଭାସ୍କର): ଭୁବନେଶ୍ୱର କିଡନୀ କେଳେଙ୍କାରୀ ଘଟଣାରେ ଠକ ହିମାଂଶୁ ନନ୍ଦର ରିମାଣ୍ଡର ତୃତୀୟ ଦିନରେ ପୋଲିସର ଜେରା ଚାଲିଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇ କହିଛନ୍ତି…

ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ୪ ଲକ୍ଷ ଟଙ୍କା

ଉମରକୋଟ,୧୮ ।୧୮(ଓଡିଶା ଭାସ୍କର): ନବରଙ୍ଗପୁର ଚକଲାପଦରରେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବ୍ୟବସାୟୀ ରାଜେନ୍ଦ୍ର ସିଂହ ଯାଦବଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା…

ରାଜ୍ୟରେ ଆଜି ୧୩୪ ପଜିଟିଭ୍ ଚିହ୍ନଟ, ୧ ମୃତ

ଭୁବନେଶ୍ୱର,୧୮।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୧୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…