Browsing Category
ରାଜ୍ୟ
ଦାୟିତ୍ୱ ନେଲେ ଉନ୍ନୟନ କମିଶନର
ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): କରୋନା କଟକଣା ମାନି ଆଜି ଲୋକମାନେ ଘରେ ରହି ନୂଆବର୍ଷ ପାଳନ କରୁଛନ୍ତି । ଏହାରି ମଧ୍ୟରେ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଦୀପ ଜେନା । ନୂଆବର୍ଷରେ ହିଁ ପ୍ରଦୀପ…
ନୂଆବର୍ଷରେ ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୧ା୧ (ଓଡିଶା ଭାସ୍କର): ନୂଆବର୍ଷରେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେଇଛନ୍ତି । ୧୯୮୬ ବ୍ୟାଚର ଆଇଏଏସ ଅଫିସର ସୁରେଶ ମହାପାତ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି ।…
ଜଷ୍ଟିସ ଏସ.ମୁରଲୀଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
କଟକ, ୧ା୧ (ଓଡିଶା ଭାସ୍କର): ଜଷ୍ଟିସ ଏସ.ମୁରଲୀଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁରଲୀଧରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏନେଇ କେନ୍ଦ୍ର ଆଇନ…
ଓବିସି, ଏସଇବିସି ସଂରକ୍ଷଣ ନେଇ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୩୧ା୧୨ (ଓଡିଶା ଭାସ୍କର): ଅନ୍ୟ ପଛୁଆ ବର୍ଗ (ଓବିସି) ଓ ସାମାଜିକ ଓ ଶିକ୍ଷାଗତ ପଛୁଆ ସମ୍ପ୍ରଦାୟ (ଏସଇବିସି)ଙ୍କୁ ସ୍ଥାନ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି…
ନାଇଟ କର୍ଫ୍ୟୁ: ରାତି ୮ଟା ପରେ ଗଡ଼ିବନି ମୋ ବସ୍
ଭୁବନେଶ୍ୱର, ୩୧ା୧୨ (ଓଡିଶା ଭାସ୍କର): ନବବର୍ଷ ୨୦୨୧ ପାଳନକୁ ନେଇ ରାଜ୍ୟ ସରକାର ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଏହି କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି…
ସାବଧାନ୍! କାଲିଠାରୁ ଡବଲ୍ ହେଲମେଟ୍, ନପିନ୍ଧିଲେ କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ନୂଆବର୍ଷରୁ ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ ହେବ । ଏଥର ଅମାନିଆଙ୍କୁ ଆଉ ତ୍ରାହି ନାହିଁ । ଆସନ୍ତାକାଲିଠାରୁ ଡବଲ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ, ନହେଲେ କଡା…
ଟ୍ୱିନ୍ ସିଟିରେ ଲାଗିଲା ୧୪୪ ଧାରା
ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ନୂଆବର୍ଷ ଯୋଗୁଁ ଓଡିଶାରେ ଆଜି ରାତି ପାଇଁ ଲାଗୁ ହେଲା ନାଇଟ କର୍ଫ୍ୟୁ । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ଏହି ନାଇଟ କର୍ଫ୍ୟୁ ଜାରି ରହିବ । ତେବେ ଜିରୋ ନାଇଟ୍…
ଓଡିଶାରେ ଲାଗିଲା ନାଇଟ କର୍ଫ୍ୟୁ
ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ନୂଆବର୍ଷ ଯୋଗୁଁ ଓଡିଶାରେ ଆଜି ରାତି ପାଇଁ ଲାଗୁ ହେଲା ନାଇଟ କର୍ଫ୍ୟୁ । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ଏହି ନାଇଟ କର୍ଫ୍ୟୁ ଜାରି ରହିବ । ସାରା ଓଡିଶାରେ ଏହି ନାଇଟ୍…
ବ୍ରିଟେନର ନୂଆ ଷ୍ଟ୍ରେନ୍: ଓଡିଶାରେ ୭ ଚିହ୍ନଟ
ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ବ୍ରିଟେନରୁ ୧୮୮ ଜଣ ଓଡିଶା ଫେରିଛନ୍ତି ।…
କମିଛି ଶୀତ: ୧୦ ଡିଗ୍ରୀ ତଳେ ରାଜ୍ୟର ୨ ସହର
ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ପୂର୍ବ ଅପେକ୍ଷା ସାମାନ୍ୟ କମିଛି । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୨ଟି ସହରର ତାପମାତ୍ରା । ଫୁଲବାଣୀରେ ୭ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯.୫ ଡିଗ୍ରୀ…