Browsing Category
ରାଜ୍ୟ
ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର
ଭୁବନେଶ୍ୱର, ୩୦ା୧୨ (ଓଡିଶା ଭାସ୍କର): ଓଡ଼ିଶା ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପ୍ରତିଭା ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଇହଲୀଳା ସମ୍ବରଣ କରିଛନ୍ତି । ତେବେ ଏହି ୮୪ ବର୍ଷୀୟ ସଙ୍ଗୀତଜ୍ଞ…
ଭିଜିଲାନ୍ସ ଜାଲରେ ୱେସ୍କୋ ଅଫିସର
ବଲାଙ୍ଗିର, ୩୦ା୧୨ (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ୱେସ୍କୋ ଅଫିସର ଆକାଉଣ୍ଟାଣ୍ଟ । ତାଙ୍କର ନାମ ବିଭୁତି ଶଙ୍କର ବିନ୍ଧାଣୀ ।
ତେବେ ଏହି ଚଢ଼ାଉରେ ବିଭୁତିଙ୍କ ପାଖରୁ ୧୭ ଲକ୍ଷ…
ଅରୁଣ ବୋଥ୍ରାଙ୍କୁ ପ୍ରମୋସନ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ଆଇପିଏସ ଅରୁଣ ବୋଥ୍ରାଙ୍କୁ ପ୍ରମୋସନ ଦେଇଛନ୍ତି ରାଜ୍ୟ ସରକାର । ଅତିରିକ୍ତ ଡିଜି ରାଙ୍କକୁ ପ୍ରମୋସନ ପାଇଛନ୍ତି ଅରୁଣ । ‘ପରୀ’ ପ୍ରସଙ୍ଗରେ ତଦନ୍ତ କରି ଅରୁଣ ବୋଥ୍ରା ବେଶ…
ମାଲକାନଗିରି ଜିଲ୍ଲା ବିଜୁ ଛାତ୍ର ଓ ବିଜୁ ଯୁବ ଜନତା ଦଳ ପକ୍ଷରୁମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ
ମାଲକାନଗିରି , 29/12: ଆଜି ମାଲକାନଗିରି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି।ସରକାରୀ ସ୍କୁଲ…
‘ଖୁସି’ର ଅନଲାଇନ୍ ବ୍ୟବସ୍ଥା ଶୁଭାରମ୍ଭ
ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ସରକାରଙ୍କ ‘ଖୁସି’ କାର୍ଯ୍ୟକ୍ରମର ଅନଲାଇନ୍ ବ୍ୟବସ୍ଥା ଆଜି ଶୁଭାରମ୍ଭ ହୋଇଛି । ଖୁସି କାର୍ଯ୍ୟକ୍ରମ ପାଇଁ ଏକ ସପ୍ଟୱେୟାର ଉଦଘାଟିତ ହୋଇଛି । ଏହା ଦ୍ୱାରା ସାନିଟାଇଜର ନାପକିନ୍…
ବର୍ଷା-ଅନୁଭବଙ୍କ ମାମଲାକୁ ନେଇ କ’ଣ କହିଲେ ମହିଳା କମିଶନ?
ଭୁୁବନେଶ୍ୱର, ୨୯ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାରିବାରିକ ବିବାଦକୁ ନେଇ ଆଜି ମହିଳା…
ସମ୍ବଲପୁରରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନକୁ ନା’
ସମ୍ବଲପୁର,୨୯ ।୧୨(ଓଡିଶା ଭାସ୍କର): କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ନୂଆବର୍ଷ ପାଳନ ଉପରେ କଟକଣା ଲାଗିଛି । ଏହାରି ମଧ୍ୟରେ ସମ୍ବଲପୁରରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ଲାଗିଛି କଟକଣା । କରୋନା…
ମହିଳା କମିଶନରେ ଅନୁଭବ ହାଜର
ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାରିବାରିକ ବିବାଦକୁ ନେଇ କମିଶନଙ୍କ…
ଓଡିଶା ଆସିଲା ଭ୍ୟାକସିନ୍ ସରଞ୍ଜାମ, ଜାଣନ୍ତୁ କଣ କହିଲେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ?
ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ଓଡିଶା ଆସିଲା କରୋନା ଭ୍ୟାକସିନ୍ ସରଞ୍ଜାମ । ଭ୍ୟାକସିନ୍ ପାଇଁ ୨୧ ଲକ୍ଷ ସରଞ୍ଜାମ ଆସିଛି ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ…
ଶ୍ରୀମନ୍ଦିରରେ ପଶି ୪ ANM ନିଲମ୍ବିତ
ପୁରୀ,୨୯ ।୧୨(ଓଡିଶା ଭାସ୍କର): ଶ୍ରୀମନ୍ଦିରରେ ପ୍ରବେଶ ଅଭିଯୋଗରେ ୪ ANM ନିଲମ୍ବିତ ହୋଇଛନ୍ତି । ମନ୍ଦିର ବାହାରେ ଡ୍ୟୁଟି କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କର…