Browsing Category
ରାଜ୍ୟ
ବଦଳିଲେ ନୟାଗଡ ଏସଡିପିଓ
ନୟାଗଡ,୧୦ ।୧୨(ଓଡିଶା ଭାସ୍କର): ନୟାଗଡ ପରୀ ହତ୍ୟା ମାମଲାରେ ବଦଳିଲେ ନୟାଗଡ ଏସଡିପିଓ । ଶୁଭେନ୍ଦୁ କୁମାର ସିହ୍ନା ହୋଇଛନ୍ତି ନୟାଗଡର ନୂଆ ଏସଡିପିଓ । ନୟାଗଡ ଏସଡିପିଓ ନିରଞ୍ଜନ ପାଢୀଙ୍କୁ କନ୍ଧମାଳ ଡିଏସପି ଭାବେ…
ପୁଣି ଲଟକିଲା ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି
ଭୁବନେଶ୍ୱର,୧୦ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଜାନୁଆରୀରୁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସମ୍ପୃକ୍ତ ବିଭାଗର ମନ୍ତବ୍ୟକୁ…
ରାଜ୍ୟରେ ଆଉ ୪୫୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୦।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଚଳିତମାସର ଏହି ତାରିଖରେ ହେବାକୁ ଯାଉଛି ବର୍ଷର ଶେଷ ସୂର୍ଯ୍ୟ ପରାଗ
ନୂଆଦିଲ୍ଲୀ: ଚଳିତ ବର୍ଷର ଦ୍ବିତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ, ଡିସେମ୍ବର ୧୪ରେ ହେବାକୁ ଯାଉଛି । ପ୍ରଥମ ସୂର୍ଯ୍ୟ ପରାଗଟି ଜୁନ ୨୧ରେ ହୋଇଥିବା ବେଳେ ତାହା ବଳୟଯୁକ୍ତ ଥିଲା। ହେଲେ ଡିସେମ୍ବର ୧୪ରେ ହେବାକୁ ଯାଉଥିବା…
ଗୋରୁ ବେପାରୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍
କଳାହାଣ୍ଡି,୧୦ ।୧୨(ଓଡିଶା ଭାସ୍କର): କଳାହାଣ୍ଡିରେ ଗୋରୁ ବେପାରୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମାରଣାସ୍ତ୍ର ଦେଖାଇ ୪ ଗୋରୁ ବେପାରୀଙ୍କଠାରୁ ଟଙ୍କାର ଲୁଟ୍ ହୋଇଥିବା ଜଣାପଡିଛି । ଜୟପାଟଣା…
ଘରୋଇ କଳି: ସ୍ତ୍ରୀକୁ ଆକ୍ରମଣ କରି ସ୍ୱାମୀ କଲେ ଆତ୍ମହତ୍ୟା
ମାଲକାନଗିରି ଜିଲ୍ଲା୧୦।୧୨(ଓଡିଶା ଭାସ୍କର) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଂଚାୟତ ର ଉର୍ମାଗୁଡା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଗ୍ରାମର ଦେବା କବାସୀ ନାମକ ଜଣେ ଆଦିବାସୀ…
ପରୀ ହତ୍ୟା ମାମଲା :ନୟାଗଡ ସଦର IIC ନିଲମ୍ବିତ
ନୟାଗଡ,୧୦।୧୨(ଓଡିଶା ଭାସ୍କର) : ପରୀ ମାମଲାରେ ,ନୟାଗଡ ସଦର ଥାନା ର ରିତାରାଣୀ ସାହୁ ନିଲମ୍ବିତ ହେଇଛନ୍ତି ତାଙ୍କୁ ନିଲମ୍ବିତ କରିଛନ୍ତି ପୁଲିସ ଡିଜି । ନୟାଗଡ ଏସଡିପିଓ ନିରଞ୍ଜନ ପାଢ଼ୀ ଙ୍କୁ ମଧ୍ୟ ବଦଳି…
ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ, ଜଣେ ଆହତ
ମାଲକାନଗିରି,୧୦।୧୨(ଓଡିଶା ଭାସ୍କର): ମାଲକାନଗିରି ଥାନା ଅନ୍ତର୍ଗତ ଏମ୍ଭି-୧୬ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା…
ଏସଆଇଟି ଗଠନକୁ ନେଇ ପ୍ରଶ୍ନ ଉଠାଇଲେ ନରସିଂହ
ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲା ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ । ତେବେ ଏସଆଇଟିର ମୁଖ୍ୟ ଭାବେ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ…
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ବରମୁଣ୍ଡା ହେବ ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ୍
ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ନୂଆ ରୂପ ପାଇବ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ । ବରମୁଣ୍ଡା ହେବ ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ୍ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡା…