Browsing Category
ରାଜ୍ୟ
ଡିଫେନ୍ସ ଏକ୍ସପୋ-୨୦୨୦କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଲଖନଉ,୫ ।୨: ଲଖନଉରେ ଡିଫେନ୍ସ ଏକ୍ସପୋ-୨୦୨୦ ଉଦଘାଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଛନ୍ତି । ଏଥିରେ ୪୦ଟି ଦେଶର ପ୍ରତିରକ୍ଷା ବିଭାଗ ଭାଗ ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ…
ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଚୀନ ଯିବାକୁ ମନା
ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଲାଣି । ଏନେଇ ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଚୀନ୍ ଯିବାକୁ ମନା ହୋଇଛି । କରୋନା ଭାଇରସ୍ ପାଇଁ…
ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ
ବାଲେଶ୍ୱର,୫ ।୨(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ବାଲେଶ୍ୱରର କନିଷ୍ଠ ଯନ୍ତ୍ରୀ ବାସୁଦେବ ସାହୁ । ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ବାସୁଦେବଙ୍କୁ ଧରିଥିଲା ଭିଜିଲାନ୍ସ । ତେବେ ବାସୁଦେବ ସୋର ଗୃହ ଓ…
ରିପୋର୍ଟ ପରେ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ ପଦ୍ମନାଭ
ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ଚିଲିକା ଡଙ୍ଗାବୁଡି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ହେବ । ଏହି ମାମଲାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, କେଉଁ…
OPSCର ନୂଆ ପୋର୍ଟାଲ ଉଦଘାଟିତ
ଭୁବନେଶ୍ୱର, ୫ା୨(ଓଡ଼ିଶା ଭାସ୍କର): OPSCର ୱେବପୋର୍ଟାଲରେ CSMS (ବିସ୍ତୃତ ଚୟନ ପରିଚାଳନା ବ୍ୟବସ୍ଥା) ଉଦଘାଟିତ ହୋଇଛି । ଏଣିକି ପରୀକ୍ଷାର୍ଥୀଙ୍କୁ ମିଳିବ ସ୍ଥାୟୀ ଆକାଉଣ୍ଟ ନମ୍ବର PPSAN । PPSANରେ ପରିକ୍ଷାର୍ଥୀ…
ରାଜ୍ୟରେ ଦୁଇ ଦିନ ଧରି ବର୍ଷା ସମ୍ଭାବନା!
ଭୁବନେଶ୍ୱର, ୫ା୨(ଓଡ଼ିଶା ଭାସ୍କର): ରାଜ୍ୟରେ ସକାଳୁ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଛି । ଉପକୂଳ ଓଡ଼ିଶା ସହ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଦୁଇ ଦିନ ଧରି ସ୍ୱଳ୍ପରୁ ମଧ୍ୟମ…
କିଡ଼ନି ଦାନ କରିଥିବା ପ୍ରିୟଙ୍କାରାଣୀଙ୍କ ପରିବାରଙ୍କୁ ସୁରଜ ସ୍କିମରେ ସମ୍ମାନିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର, ୫ା୨(ଓଡ଼ିଶା ଭାସ୍କର): ପ୍ରିୟଙ୍କାରାଣୀଙ୍କ ଝିଅର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏକ ଦୁର୍ଘଟଣାରେ ଗୁରୁତର ପ୍ରିୟକାଙ୍କ ଝିଅ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ପ୍ରିୟଙ୍କାରାଣୀଙ୍କ…
ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ
ବଲାଙ୍ଗିର,୪ ।୨(ଓଡିଶା ଭାସ୍କର): ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ଦିଆଯାଇଛି । ରାଜ୍ୟ ବାର୍ କାଉନସିଲଙ୍କ ଓକିଲ ମାରଣ ନୀତିକୁ ବିରୋଧ…
ଜେଲରୁ ବାହାରିଲେ ଆଇଏଏସ୍ ବିଜୟ କେତନ
ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ଆଜି ଜେଲରୁ ବାହାରିଛନ୍ତି ଆଇଏଏସ ବିଜୟ କେତନ ଉପାଧ୍ୟାୟ । ଗତକାଲି ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ତେବେ ବିଜୟ କେତନ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ । ଡିସେମ୍ବର…
ପୁଣି ବଢିବ ବିଦ୍ୟୁତ୍ ଦେୟ !
ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ବିଦ୍ୟୁତ ଦର ନିର୍ଦ୍ଧାରଣ ନେଇ ଓଇଆରସିରେ ଶୁଣାଣି ଜାରି ରହିଛି । ଦ୍ୱିତୀୟ ଦିନରେ ନିଜର ପକ୍ଷ ରହିଛି ଓପିଜିସି । ୟୁନିଟ୍ ପିଛା ଦର ଦେଢ ଟଙ୍କାରୁ ୧.୫୪ ଟଙ୍କାକୁ ବୃଦ୍ଧା କରିବାକୁ…