
Browsing Category
ରାଜ୍ୟ
ଘରେ ପଶିଗଲା ଟ୍ରକ: ୩ ଗୁରୁତର
କେନ୍ଦୁଝର, ୧୩ା୧୨ (ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଟାଉନ ଥାନା ଷଠିଘର ସାହିରେ ଏକ ଅଘଟଣ ଘଟିଯାଇଛି । ଘରଲୋକେ ଶୋଇଥିବା ଅବସ୍ଥାରେ ଘର ମଧ୍ୟକୁ ଏକ ଟ୍ରକ ପଶିଯାଇଥିଲା । ଫଳରେ ସ୍ୱାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ…
୨ ମାଓବାଦୀ ମୃତ: ଡିଜିପି
ମାଲକାନଗିରି,୧୩ ।୧୨(ଓଡିଶା ଭାସ୍କର): ମାଲକାନଗିରିରେ ମାଓ ଏନକାଉଣ୍ଟର ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଜିପି ଅଭୟ । ପୋଲିସ ଏନକାଉଣ୍ଟରରେ ୨ ମାଓବାଦୀ ମୃତ୍ୟୁବରଣ କରିଥିବା ସେ କହିଛନ୍ତି…
ରାଜ୍ୟରେ ଆଉ ୪୦୫ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୨।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
୨୩ରେ ଖୋଲିବ ଶ୍ରୀମନ୍ଦିର
ପୁରୀ, ୧୨ ।୧୨(ଓଡିଶା ଭାସ୍କର):ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ ବୋଲି ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ମିଳିଛି । ଏହା ସହ ସେ କହିଛନ୍ତି ଯେ, ୨ ଦିନ ମଧ୍ୟରେ…
ବିଜେପି କର୍ମୀଙ୍କ ମନୋବଳ ବଢ଼ାଇବାକୁ ପୁରନ୍ଦେଶ୍ୱରୀ ଆସିଛନ୍ତି: ସସ୍ମିତ
ଭୁବନେଶ୍ୱର, ୧୨ା୧୨ (ଓଡିଶା ଭାସ୍କର): ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ପ୍ରେସ୍ ମିଟରେ ରାଜ୍ୟ ସରକାରଙ୍କ ବିରୋଧରେ ବକ୍ତବ୍ୟ ଦେବା ପରେ ବିଜେଡି ପକ୍ଷରୁ ଏହାର ଜବାବ ଦିଆଯାଇଛି ।
ବିଜେଡି ପକ୍ଷରୁ…
କୃଷି ଆଇନ୍ ସପକ୍ଷରେ ୭୦୦ ଜିଲ୍ଲାକୁ ଯିବ ବିଜେପି: ଅପରାଜିତା
ଭୁବନେଶ୍ୱର, ୧୨ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶରେ କୃଷକଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ତେବେ ଏହି ଆଇନ ସପକ୍ଷରେ ଜନସଚେନତା ପାଇଁ ବିଜେପି ୭୦୦ ଜିଲ୍ଲାକୁ ଯିବାର ଯୋଜନା…
ଚାଷୀ ଆନ୍ଦୋଳନ ନାଁରେ ଷଡ଼ଯନ୍ତ୍ର ଚାଲିଛି: ଧର୍ମେନ୍ଦ୍ର
ନୂଆଦିଲ୍ଲୀ, ୧୨ା୧୨: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ନ୍ୟୁଚ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଏମଏସପି ନ ହଟିବା ସପକ୍ଷରେ ନିଜର ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଶରଦ ପାୱାର ନିଜେ ଯେଉଁ କଥା…
ଚାକିରି ନାଁରେ ଲୋକଙ୍କୁ ଠକୁଥିଲେ ଆକାଶ: କ୍ରାଇମବ୍ରାଞ୍ଚ ଏଡିଜି
ଭୁବନେଶ୍ୱର, ୧୨ା୧୨ (ଓଡିଶା ଭାସ୍କର): କ୍ରାଇମବ୍ରାଞ୍ଚ ଆକାଶ ପାଠକଙ୍କୁ ଗତକାଲିଠାରୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା । ଆଜି କ୍ରାଇମବ୍ରାଞ୍ଚ ଏଡିଜି ଏନେଇ ପ୍ରେସ୍ ମିଟରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।…
ଆସନ୍ତା ୨୦ରୁ ୨୫ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର
ପୁରୀ, ୧୨ା୧୨ (ଓଡିଶା ଭାସ୍କର): ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ । ଜାନୁଆରୀ ୧ ଓ ୨ ତାରିଖରେ ଶ୍ରୀମନ୍ଦିରକୁ…
ସରକାରଙ୍କ ସମ୍ପୂର୍ଣ୍ଣ ଅଧୀନକୁ ଆସିଲା ଓପିଜିସି
ଭୁବନେଶ୍ୱର, ୧୨ା୧୨ (ଓଡିଶା ଭାସ୍କର): ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ (ଓପିଜିସି)ର ୪୯% ଅଂଶଧନକୁ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ (ଓଏଚପିସି) କିଣିଛି । ଏହାଦ୍ୱାରା ଓପିଜିସି ରାଜ୍ୟ…