Browsing Category
ରାଜ୍ୟ
ନୂଆ ଟ୍ରାଫିକ ଆଇନ ପରେ ରାଜ୍ୟରେ କମିଛି ୧୬% ଦୁର୍ଘଟଣା
ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ଗତ କିଛି ମାସ ତଳେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିଲା । ଯାହାଫଳରେ ଉଲ୍ଲଙ୍ଘନକାରୀଙ୍କୁ ୧୦ଗୁଣା ଫାଇନ ଦେବାକୁ ପଡ଼ୁଥିଲା । ଏହାପରେ ସରକାର ୩ମାସ ନିୟମକୁ କୋହଳ କରି ସବୁ ଗାଡ଼ିର…
ବଢୁଛି ସାଇବର ଅପରାଧ ମାମଲା
ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର): ରାଜ୍ୟରେ ବଢ଼ିବାରେ ଲାଗିଛି ସାଇବର ଅପରାଧ ମାମଲା । ଏନେଇ ଗୃହରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ସେ…
ବିଧାନସଭାରେ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ କଂଗ୍ରେସ ନେତାଙ୍କ ପ୍ରଶଂସା
ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଜାରି ରହିଛି ଶୀତକାଳିନ ଅଧିବେଶନ । ଆଜି ବିଧାନସଭାରେ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ୫ଟି…
ବିଧାନସଭାରେ ବଜେଟ ଖର୍ଚ୍ଚ ମନ୍ଥର
ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର): ବଜେଟ୍ ଅର୍ଥ ଖର୍ଚ୍ଚ ପଛରେ ପଡିଲେ ସରକାର । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଛନ୍ତି ଯେ, ନଭେମ୍ବର ୧୦ ସୁଦ୍ଧା ମାତ୍ର ୩୭ ପ୍ରତିଶତ…
ସ୍କୁଲରେ ବାଜିଲା ପାଣି ପିଆ ଘଣ୍ଟା
ଗଞ୍ଜାମ,୨୫ ।୧୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ‘ପାଣି ପିଅନ୍ତୁ ସୁସ୍ଥ ରୁହନ୍ତୁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଣିକି ଜିଲ୍ଲାର ପ୍ରତି ସ୍କୁଲରେ ପାଣିପିଆ ଘଣ୍ଟା ଶୁଣିବାକୁ ମିଳିବ । ଦିନକୁ ୩ ଥର ବାଜିବ…
ରାୟଗଡ଼ାରେ ଏନକାଉଣ୍ଟର
ରାୟଗଡ଼ା,୨୫ ।୧୧(ଓଡିଶା ଭାସ୍କର): ରାୟଗଡ଼ା ସହରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଆଜି ଏନକାଉଣ୍ଟର କରିଛି ଟାଉନ ଥାନା ପୋଲିସ । ସେହି ଦୁର୍ଦ୍ଦାନ୍ତ ଅପରାଧୀର ନାମ ଶିବା ହୋଇଥିବା ବେଳେ ପ୍ରାୟ ୫୦ ମାମଲାରେ ସେ…
୮ରେ ବାଣୀବିହାର ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ଆସନ୍ତା ୮ ତାରିଖରେ ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱର ଗସ୍ତରେ ଆସି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବୁଲିରେ ରାଷ୍ଟ୍ରପତି ଯୋଗଦେବେ । ଉତ୍ସବରେ…
ବିଜେଡିରେ ମିଶିଲେ ପ୍ୟାରୀଙ୍କ ବଡ ଝିଅ ସିକ୍ତା
ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ବିଜୁ ଜନତା ଦଳ ବା ବିଜେଡିରେ ଯୋଗ ଦେଇଛନ୍ତି ସମାଜସେବୀ ସିକ୍ତା ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଆଜି ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି ।…
ଜନଜାତୀ କଳା ସାମଗ୍ରୀ ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବେନଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜାତୀୟ ଜନଜାତୀ କଳା ସାମଗ୍ରୀ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ରାଜ୍ୟ ଜନଜାତି ସଂଗ୍ରହାଳୟରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
୫-ଟିକୁ ନୀତି ଆୟୋଗର ପ୍ରଂଶସା
ନୂଆଦିଲ୍ଲୀ,୨୩ ।୧୧: ଓଡିଶା ସରକାର ଦ୍ୱାରା ପରିଚାଳିତ ହେଉଥିବା ୫-ଟି ବ୍ୟବସ୍ଥାକୁ ପ୍ରଂଶସା କରିଛି ନୀତି ଆୟୋଗ । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଲାଗୁ ହୋଇଛି ୫-ଟି । ଅନୁକୂଳ ସ୍କୁଲ ବାତାବରଣରେ…