Browsing Category
ରାଜ୍ୟ
ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କଟକ,୩ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ମାଡିବାରେ ଲାଗିଛି । କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଥିବା ବେଳେ ସୁସ୍ଥ ହେଉଥିବା ଲୋକଙ୍କୁ…
ଭୁବନେଶ୍ୱରରୁ ପୁଣି ବାହାରିଲେ ୩୨୯ ପଜିଟିଭ୍ , ଜାଣନ୍ତୁ ସୁସ୍ଥ କେବେ?
ଭୁବନେଶ୍ୱର, ୩ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୨୯କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…
ସାବଧାନ୍! ୪ ଜିଲ୍ଲାରେ ପ୍ରବଳ କାଚିବ
ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଲଘୁଚାପ ପ୍ରଭାବ ଯୋଗୁଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହି ୪ଟି ଜିଲ୍ଲା ଯଥା- ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା…
କୋଭିଡକୁ ନେଇ ବାଚସ୍ପତିଙ୍କ ରୁଲିଂ
ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ଗୃହରେ କୋଭିଡ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା । ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ କରିଛନ୍ତି । ବିଭାଗୀୟ…
ଆସନ୍ତାକାଲି ୟୁପିଏସସି ପରୀକ୍ଷା, ଜାଣନ୍ତୁ କ’ଣ ରହିଛି ସୁବିଧା?
ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ଆସନ୍ତାକାଲି ହେବାକୁ ଯାଉଛି ୟୁପିଏସସି ପରୀକ୍ଷା । ୟୁପିଏସସି ପରୀକ୍ଷା ସେଣ୍ଟରକୁ ଯିବାକୁ ପରୀକ୍ଷାର୍ଥୀଙ୍କୁ କୌଣସି ଅସୁବିଧା ହେବନି । କାରଣ ୟୁପିଏସସି ପରୀକ୍ଷାର୍ଥୀଙ୍କ ପାଇଁ…
ବାଲେଷ୍ଟିକ କ୍ଷେପଣାସ୍ତ୍ର K-15ର ପରୀକ୍ଷଣ
ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ବାଲେଶ୍ବରରେ ବାଲେଷ୍ଟିକ କ୍ଷେପଣାସ୍ତ୍ର K-15ର ପରୀକ୍ଷଣ ହୋଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ବାଲେଷ୍ଟିକ କ୍ଷେପଣାସ୍ତ୍ର K-15 । ଚାନ୍ଦିପୁର କ୍ଷେପଣାସ୍ତ୍ର…
କରୋନା ଆକ୍ରାନ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗର SOP, ଜାଣନ୍ତୁ କ’ଣ?
ଭୁବନେଶ୍ୱର୩ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଛି । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି ଯେ କରୋନା ରୋଗୀ ଫାଭିପିରାଭିର କେମିତି ବ୍ୟବହାର କରିବେ? ଫାଭିପିରାଭିର ଟାବଲେଟ ବ୍ୟବହାର ନେଇ…
ଭୁବନେଶ୍ୱର-କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ଟ୍ୱିନସିଟିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ରହିଛି ସତର୍କ ସୂଚନା । କଟକ ଓ ଭୁବନେଶ୍ୱରର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।…
ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଗୃହରେ ହଙ୍ଗାମା ହୋଇଛି । ହାଥରସ ଗଣଦୁଷ୍କର୍ମ ମାମଲାରେ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସ ସଦସ୍ୟ । ହଙ୍ଗାମା ପରେ ଅପରାହ୍ନ ୩ଟା ଯାଏ ଗୃହ…
ବିଧାନସଭାରେ ୟୁପି ତାତି: ବିଜେଡି ଦେଲା କଡା ପ୍ରତିକ୍ରିୟା
ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ପ୍ରସଙ୍ଗରେ ଆଜି ଗୃହରେ ଉତ୍ତେଜନା ଦେଖାଦେଇଛି । ହାଥରସ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଏହି ପ୍ରସଙ୍ଗରେ…