Browsing Category
ରାଜ୍ୟ
ରାଜ୍ୟରେ ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ, ପ୍ରବଳ କାଚିବ
ଭୁବନେଶ୍ୱର,୧୦ ।୯(ଓଡିଶା ଭାସ୍କର): ରାଜ୍ୟରେ ଆଗାମୀ ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୧ ସେପ୍ଟେମ୍ବର ନିମନ୍ତେ ରାଜ୍ୟର ୨୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୧-୧୨…
ଓଲଟିଲା ବସ୍, ୮ଆହତ
ରାୟଗଡ଼ା, ୧୦ା୯(ଓଡ଼ିଶା ଭାସ୍କର): ରାୟଗଡ଼ା ଥାନା ଅନ୍ତର୍ଗତ ଗୁମ୍ମା ଘାଟିରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ରମିକ ନେଇ ଯାଉଥିବା ଏକ ବସଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ବଲାଙ୍ଗୀର ଜିଲ୍ଳାରୁ ଶ୍ରମିକଙ୍କୁ ନେଇ…
ଭିଜିଲାନ୍ସ ହାତରେ ଧରାପଡିଲେ ଫାୟାର ଅଫିସର
ବରଗଡ,୧୦ ।୯(ଓଡିଶା ଭାସ୍କର): ଭିଜିଲାନ୍ସ ହାତରେ ଆଜି ଧରାପଡିଛନ୍ତି ଜଣେ ଫାୟାର ଅଫିସର । ୧୨ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧା ହୋଇଛନ୍ତି ଫାୟାର ଅଫିସର । ତେବେ ସେ ଯୁବକଙ୍କୁ ଫାୟାର ସେଫଟି ଲାଇସନ୍ସ ପାଇଁ ଲାଞ୍ଚ…
ରାଜଧାନୀରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା
ଭୁବନେଶ୍ୱର, ୧୦ା୯(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କମିବାର ନା ଧରୁନି କରୋନା । ପ୍ରତିଦିନ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ କରୋନା ନିୟନ୍ତ୍ରଣ ନେଇ ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା…
ଦୁର୍ଗାପୂଜା ପାଇଁ ଆସିଲା ଗାଇଡ଼ଲାଇନ, ଜାଣନ୍ତୁ ଏହା ସମ୍ପର୍କରେ..
ଭୁବନେଶ୍ୱର, ୧୦ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଦିନକୁ ଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆସୁଛି ଦୁର୍ଗାପୂଜା । ତେଣୁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ…
ଯବାନ-ମାଓବାଦୀ ସଙ୍ଘର୍ଷ, ୨ଯବାନ ସହିଦ
କଳାହାଣ୍ଡି, ୧୦ା୯(ଓଡ଼ିଶା ଭାସ୍କର): କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ସଙ୍ଘର୍ଷ ଜାରି ରହିଛି । ମାଓ ଏନକାଉଣ୍ଟରରେ ଦୁଇ ଏସଓଜି ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଏସଓଜି ଯବାନ…
ଆସନ୍ତା ୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସବୁ କଲେଜର +୩ ଷଷ୍ଠ ସେମିଷ୍ଟର ଆରମ୍ଭ
ଭୁବନେଶ୍ୱର, ୧୦ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ସ୍କୁଲ, କଲେଜ ସହ ସବୁ ପରୀକ୍ଷାକୁ ମଧ୍ୟ ବନ୍ଦ ରଖାଯାଇଥିଲା ।ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । କିନ୍ତୁ…
ନବୀନଙ୍କ ସମର୍ଥନ ମାଗିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ
ଭୁବନେଶ୍ୱର,୧୦ ।୯(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଜି ଫୋନ ଯୋଗେ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ନୀତିଶ ନବୀନଙ୍କ ସମର୍ଥନ…
ବଡ ଖବର: ରାଜ୍ୟରେ ପୁଣି ୧୧ ଜୀବନ ନେଲା କରୋନା
ଭୁବନେଶ୍ୱର,୧୦ ।୯ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ସର୍ବାଧିକ ୩୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା…
ବଡ ଖବର: ଆଜି ରାଜ୍ୟରୁ ସର୍ବାଧିକ ୩୯୯୧ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧୦ ।୯(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଆଜି ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୯୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୩୧୫ ଜଣ ଓ ସ୍ଥାନୀୟ…