Browsing Category

ରାଜ୍ୟ

କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି

ଜୟପୁର,୧୪ ।୧୨(ଓଡିଶା ଭାସ୍କର): କୋରାପୁଟ ଗସ୍ତରେ ଯିବେ ନବାଗତ ପୋଲିସ ଡିଜି ଅଭୟ କୁମାର । ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ୬ଟି ଜିଲ୍ଲାର ଏସପିଙ୍କ ସହ ସେ ବୈଠକ କରିବେ । ଏନେଇ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ବୈଠକ…

ଦୁର୍ଘଟଣାରେ ପରେ ବଢିଲା ବିପଦ, ପୋଲିସର ସତର୍କତା

ସମ୍ବଲପୁର,୧୪ ।୧୨(ଓଡିଶା ଭାସ୍କର): ସମ୍ବଲପୁରରେ ଟ୍ରକ୍-ଟ୍ୟାଙ୍କର ଧକ୍କା ପରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣାଗ୍ରସ୍ତ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେବାରେ ଲାଗିଛି । ଏନେଇ ବଡ ଧରଣର ଅଘଟଣର…

ଟ୍ରକ୍ ଧକ୍କାରେ ୨ମୃତ

ଯାଜପୁର,୧୩ା୧୨(ଓଡ଼ିଶା ଭାସ୍କର): ଯାଜପୁର ଜେନାପୁର ଥାନା ବାଘୁଆ ଛକରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସେଠାରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଟ୍ରକ୍ ସହିତ ବାଇକ ଧକ୍କା ହୋଇଥିବା ଜଣାପଡ଼ିଛି ।…

ଜିଲ୍ଲା ଯୋଜନା କମିଟିରେ ଅଦଳବଦଳ, ଜାଣନ୍ତୁ କେଉଁ ନେତାଙ୍କୁ କି ଦାୟିତ୍ୱ

ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଜିଲ୍ଲା ଯୋଜନା କମିଟିରେ ଅଦଳବଦଳ ହୋଇଥିବା ଆଜି ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ…

ଯୁବ ବିଜ୍ଞାନୀଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଆଜି ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ କାର୍ଯ୍ୟକ୍ରମର ଆଜି ଗ୍ରାଣ୍ଡ ଫିନାଲେ କରାଯାଇଛି । ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଓ ଟାଟା ଷ୍ଟିଲ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି…

ବନ୍ଧୁକ ମୁନରେ ପ୍ରେମ ନିବେଦନ କରି ଫସିଲେ ପ୍ରେମିକ

ସମ୍ବଲପୁର,୧୩ ।୧୨(ଓଡିଶା ଭାସ୍କର): ମହଙ୍ଗା ପଡିଲା ବନ୍ଧୁକ ମୁନରେ ପ୍ରେମ ନିବେଦନ । ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ପ୍ରେମ ନିବଦେନ ପରେ ନିର୍ଧୁମ୍ ଛେଚା ଖାଇଲେ ଯୁବକ । ଅସଲି ନୁହେଁ, ବରଂ ନକଲି ବନ୍ଧୁକ ଦେଖାଇ ପ୍ରେମ…

IAS ରାଜେଶ ବର୍ମାଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଆଇଏଏସ ରାଜେଶ ବର୍ମାଙ୍କୁ ଆଜି ନୂଆ ନିଯୁକ୍ତି ଦିଆଯାଇଥିବା ସୂଚନା ରହିଛି । ତାଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରୀୟ…

କଟକରେ ହେବ ନୂଆ ସିଡିଏ

କଟକ,୧୩ ।୧୨(ଓଡିଶା ଭାସ୍କର): କଟକ ମହାନଦୀ ପଠାରେ ଅତ୍ୟାଧୁନିକ ରେସିଡେନସିଆଲ କମ୍ପେ୍ଲକ୍ସ ନିର୍ମାଣ ହେବାକୁ ଯାଉଛି । ବାଲିଯାତ୍ରା ଯୋବ୍ରା ମହାନଦୀ ପଠାରେ ବାହାରିବ ପ୍ରାୟ ୪୦୦ ଏକର ନୂଆ ଜାଗା । ହାଡିଆ ପଠାରେ ୪୦୦…

ସାରଥି ବାବାଙ୍କ ଜମିରେ ଇଡ଼ିର ନୋଟିସ୍

କେନ୍ଦ୍ରାପଡ଼ା, ୧୩ା୧୨: କେନ୍ଦ୍ରାପଡ଼ାରେ ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କ ଜମିରେ ଆଜି ଇଡ଼ି ପକ୍ଷରୁ ନୋଟିସ ମରାଯାଇଥିବା ସୂଚନା ମିଳିଛି । ଗରାପୁର ମୌଜାର ତିନିଟି ପ୍ଲଟରେ ନୋଟିସ ଲାଗିିଥିବା ଜଣାପଡ଼ିଛି । ଜାଗା…

ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର,୧୩ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ ହୋଇଛି ।ଭିଡିଓ କନଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…