Browsing Category
ରାଜ୍ୟ
୪୮ ଜଣ ସରକାରୀ କର୍ମଚାରୀ ପାଇବେନି ଦରମା, କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ୪୮ଜଣ ସରକାରୀ କର୍ମଚାରୀଙ୍କୁ ଦରମା ଦିଆଯିବନି ବୋଲି ନିର୍ଦ୍ଦେଶ ହୋଇଛି। ଏହି ବନ୍ଦ ନିର୍ଦ୍ଦେଶ ଦେଲେ କଟକ ଅତିରିକ୍ତ ଜିଲ୍ଲାପାଳ। ସିଡିଏମ୍ଓ, ତହସିଲଦାର, ୧୦ ବିଡିଓଙ୍କ ଦରମା ବନ୍ଦ କରିବା ପାଇଁ…
Breaking: ଏବେଠୁ କନ୍ଦେଇଲାଣି ଖରା; ଆଗକୁ …. ଏହି ୧୦ ସହର ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର: ରାଜ୍ୟର ୧୦ ସହରରେ ଆଜିର ତାପମାତ୍ରା ୩୭ ପାର୍ କରିଛି । ସବୁଠୁ ଆଗରେ ଅଛି ବୌଦ୍ଧ ।
ରବିବାର ବୌଦ୍ଧରେ ସର୍ବାଧିକ ୩୮.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିରରେ…
ପରସ୍ପର ସହିତ ଧକ୍କା ହେଲା 2 ସ୍କୁଟି, ଚାଲିଗଲା 3ଜଣଙ୍କର ପ୍ରାଣ
ଭୁବନେଶ୍ବର: କରଞ୍ଜିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟି ସ୍କୁଟି ଧକ୍କାରେ ଚାଲିଗଲା 3 ଜୀବନ । କରଞ୍ଜିଆ ସିଙ୍ଗ଼ା ରାସ୍ତା ମହାଦେବଶାଳ ନିକଟରେ ଏହି ଦୁର୍ଘଟଣା ହୋଇଛି ।
ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ…
Breaking: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; କେନ୍ଦୁଝର ପାଟଣାରେ ତିଆରି ହେବ ବୃହତ ଇସ୍ପାତ କାରଖାନ
କେନ୍ଦୁଝର: କେନ୍ଦୁଝର ପାଟଣାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ । ଏ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଭାଷଣା ଦେବାବେଳେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା…
ବାହାହେଲେ ମାହାଙ୍ଗା ବିଧାୟକ ସାରଦା, ଜୟପୁରରେ କଲେ ଡେଷ୍ଟିନେଶନ୍ ୱେଡିଂ
ଜୟପୁର: କଟକ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଜସ୍ଥାନ ରାଜଧାନୀ ଜୟପୁରର ଏକ ତାରକା ହୋଟେଲରେ ସାରଦା ଏବଂ ସିପ୍ରାଙ୍କ ବାହାଘର ଆଜି ସମ୍ପନ୍ନ ହୋଇଛି ।
ବହୁ ନେତା,…
Breaking: ମାର୍ଚ୍ଚରେ ୪୦ ଟପିବ ତାମପାତ୍ରା, ଲୋକେ ହେବେ କଲବଲ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାରଦ ଉପର ମୁହାଁ । ଆଜି ଦିନ ୨ଟା ୩୦ ମିନିଟ୍ ସୁଦ୍ଧା ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ଆଜି ଚାନ୍ଦବାଲି ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି…
ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ, ନବଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି
ଭୁବନେଶ୍ବର: ନବ ଦାସ ହତ୍ୟା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ନବଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି ।
CBI ତଦନ୍ତ ପାଇଁ ପରିବାର ଲେଖିଲେ ବିଜେଡିର ୨ ବଡ଼ମୁଣ୍ଡ ଫସିଯିବେ ।…
‘ଯେଉଁମାନଙ୍କର ଆୟ ୧୦ ହଜାର ସେମାନେ ରାସନ କାର୍ଡ ଫେରାନ୍ତୁ’, ଯୋଗାଣ ମନ୍ତ୍ରୀଙ୍କ ଅପିଲ୍
ଭୁବନେଶ୍ୱର: ନିଜ ଆଡୁ ରାସନ କାର୍ଡ ଫେରାଇବାକୁ ପୁଣି ଅପିଲ୍ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ସେମାନେ ତୁରନ୍ତ କାର୍ଡ…
Breaking: ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ: କଥା ଦେଇ କଥା ରଖି ନାହାନ୍ତି ପୂର୍ବ ସରକାର
ଭୁବନେଶ୍ୱର: ଚାଷ ଓ ଚାଷୀ ପ୍ରସଙ୍ଗ ଉଠାଇ ପୂର୍ବ ସରକାରକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବରଗଡ଼ରେ ଚାଷୀଙ୍କୁ ବୋନସ ଦେବା କଥା କହିଥିଲେ ପୂର୍ବ ସରକାର; କିନ୍ତୁ କଥା ଦେଇ କଥା ରଖିପାରିଲେ ନାହିଁ…
୪,୦୦୦ ସରକାରୀ କର୍ମଚାରୀ ଫେରାଇଲେଣି ରାସନ କାର୍ଡ, ବାତିଲ ହେଲା ୪ ଲକ୍ଷ…
ଭୁବନେଶ୍ୱର: ସରକାରଙ୍କ ଚେତାବନୀ ପରେ, ଓଡ଼ିଶାରେ ବହୁ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ ସେମାନଙ୍କର ରାସନ କାର୍ଡ ଫେରସ୍ତ କରିବା ଆରମ୍ଭ କରିଛନ୍ତି। "ଏପର୍ଯ୍ୟନ୍ତ, ୮୦,୦୦୦ ଅଯୋଗ୍ୟ ହିତାଧିକାରୀ ୧୨,୦୦୦ ରୁ ଅଧିକ ରାସନ…