Browsing Category
ରାଜ୍ୟ
ଦନ୍ତା ହାତୀର ଉତ୍ପାତ: ଶୋଇଥିବା ବେଳେ ଘରୁ ଟାଣି ଆଣି ମହିଳାଙ୍କୁ ଦଳି ମାରିଦେଲା
ଦେବଗଡ଼: ଦନ୍ତା ହାତୀ ଆତଙ୍କ । ଜଣେ ମହିଳାଙ୍କୁ ଘରୁ ଟାଣିଆଣି ଦଳି ଦେଇଛି ଦନ୍ତା ହାତୀ । ଏହି ଘଟଣାଟି କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ତିଳେଇପଶି ଗାଁରେ ଘଟିଛି । ଦନ୍ତା ଆକ୍ରମଣରେ ସ୍ୱାମୀ ଓ ଦୁଇ ପୁଅ ଗୁରୁତର ଆହତ…
ବୟସ ମାତ୍ର ତିନି ବର୍ଷ କିନ୍ତୁ ଜ୍ଞାନ ଅମାପ ! ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଛାତ୍ର ଦେବ୍ୟାଂଶ
ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଶ୍ରୀ ବିଦ୍ୟା ବାଟିକାରେ ତୁରୁମଙ୍ଗା ଗ୍ରାମର ରୋଜାଲିନ ବେହେରା ଏବଂ ଦେବେଶ ସାହୁଙ୍କ ପୁତ୍ର ଦେବ୍ୟାଂଶ ସାହୁ ପଢନ୍ତି । ବୟସ ମାତ୍ର ତିନି ବର୍ଷ…
ଚକ୍ରାନ୍ତରେ ମଣ୍ଟୁ-ଭୂମିକା, ବଡ ପରଦାରେ କରିବେ ରୋମାନ୍ସ
ଭୁବନେଶ୍ୱର: ଲକ୍ଷେଶ୍ଵର ପ୍ରଡ଼କସନ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଚକ୍ରାନ୍ତ"ର ଟାଇଟେଲ୍ ଘୋଷଣା ହୋଇଛି । ଏ ନେଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ କାର୍ୟ୍ୟକ୍ରମ…
ବେଦାନ୍ତ ‘ପ୍ରକଳ୍ପ ଆରୋଗ୍ୟମ୍’ ଦ୍ୱାରା ଗ୍ରାମୀଣ ଓଡ଼ିଶାରେ କର୍କଟ ଚିହ୍ନଟ ପରୀକ୍ଷଣ
ସୁନ୍ଦରଗଡ: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଛତିଶଗଡର ରାୟପୁର ସ୍ଥିତ ଅଗ୍ରଣୀ କର୍କଟ ଚିକିତ୍ସାଳୟ ବାଲକୋ ମେଡ଼ିକାଲ ସେଣ୍ଟର (ବିଏମସି) ସହଯୋଗରେ ଝାରସୁଗୁଡ଼ା ଜିଲ୍ଲା ନିକଟବର୍ତ୍ତୀ ବେଲପାହାଡ ଏବଂ ବିଲେଇମୁଣ୍ଡା…
ଭୁବନେଶ୍ୱରରେ ପହଞ୍ଚିଲା ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ୍ ଅନର
ଭୁବନେଶ୍ୱର,୧୭ା୩: ଦିଲ୍ଲୀରୁ ଭୁବନେଶ୍ୱରରେ ଆସି ପହଞ୍ଚିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ଡାକ୍ତର ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଦେବେନ୍ଦ୍ର ପ୍ରଧାନଙ୍କ…
ଅଜଣାଗାଡ଼ି ଧକ୍କାରେ ଚାଲିଗଲା ବାପ-ପୁଅଙ୍କ ଜୀବନ
ବାରିପଦା,୧୭ା୩: ମୟୂରଭଞ୍ଜ ଜିଲା ବାରିପଦାରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି । ସଡ଼କ ଦୁର୍ଘଟଣାରେ ବାଙ୍ଗିରପୋଷି ଘାଟି ଏନ୍ଏଚ୍ ୪୯ରେ ବୁଲେଟରେ ବହଳଦାରୁ ବାରିପଦା ଫେରୁଥିବା ବେଳେ ଏକ ଅଜଣାଗାଡ଼ି ଉଭୟଙ୍କୁ ଧକ୍କା…
ଡେଲିଭରି ବଏଙ୍କ ଆଖି ତାଡ଼ିଦେଲେ ମଦୁଆ, ପୋଲିସର ତଦନ୍ତ ଜାରି
କେନ୍ଦୁଝର: ଡେଲିଭରି ବଏଙ୍କ ଆଖି ତାଡିଦେଲେ ଦୁର୍ବୃତ୍ତ । ଗାଡ଼ି ପାର୍କିଂକୁ ନେଇ ଝଗଡ଼ା ହେବା ପରେ ମଦ୍ୟପମାନେ ଏହି ଅମାନୁଷିକ କାଣ୍ଡ ଘଟାଇଥିବା ସୂଚନା ।
ଆକ୍ରମଣରେ ଡେଲିଭରି ବୟଙ୍କ ଡାହାଣ ଆଖି ସମ୍ପୂର୍ଣ୍ଣ ନଷ୍ଟ…
୧୯ରୁ କୁଆପଥର ବର୍ଷା… ୨୨ ପର୍ଯ୍ୟନ୍ତ କାଳବୈଶାଖୀ, ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ତାତିରୁ ମିଳିବ ମୁକ୍ତି । ରାଜ୍ୟରେ ତାତିରେ ଲଗାମ ଲଗେଇବ କାଳବୈଶାଖୀ ।
୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବା କହିଲା ଆଞ୍ଚଳିକ ପାଣିପାଗ ବିଭାଗ ।
କିଛି…
ବାପା ସାଜିଲା ସଇତାନ, ସାବତ ମାଆ ସହ ମିଶି ପୁଅକୁ ଜାଳି ବାପାର ହତ୍ୟା ଉଦ୍ୟମ
ଭୁବନେଶ୍ବର: ବାପା ସାଜିଲା ପିଶାଚ । ନିଅ ପୁଅକୁ ହତ୍ୟା ପାଇଁ କରୁଥିଲା ଉଦ୍ୟମ । ଲହୁଣିପଡ଼ା ଥାନା ତାଳବାହାଳି ଗାଁରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ, ଶୋଇଥିବା ବେଳେ ପୁଅକୁ ଜାଳି ବାପା…
‘ଗତ ନିର୍ବାଚନରେ ୧୧୫ କୋଟିରୁ ଅଧିକ ଟଙ୍କା ହୋଇଛି ଖର୍ଚ୍ଚ’, ମୁଖ୍ୟମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ୨୦୨୪ ରାଜ୍ୟ ନିର୍ବାଚନରେ କେତେ ଟଙ୍କା ସମୁଦାୟ ଖର୍ଚ୍ଚ ହୋଇଛି, ସେ ବିଷୟରେ ବର୍ତ୍ତମାନ ଏକ ବଡ଼ ଖୁଲାସା ହୋଇଛି । ଆଜି ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସିଂହ ଏ ନେଇ ପ୍ରଶ୍ନ କରିଥିଲେ ।
ଏହାର…