Browsing Category

ରାଜ୍ୟ

ଏସଓପି ଜାରି କଲା ବିଏମସି

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): ଅତ୍ୟାବଶ୍ୟକ ସାମଗ୍ରୀ କିଣିବାବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଏମସି ପକ୍ଷରୁ ଏସଓପି ଜାରି ହୋଇଛି । ସମସ୍ତ ଦୋକାନ, ଷ୍ଟୋର ଓ ବ୍ୟବସାୟୀ…

୨ଟି ବ୍ୟାଙ୍କରେ ରହିବ ଜଗା ଟଙ୍କା

ପୁରୀ,୨୬ ।୩(ଓଡିଶା ଭାସ୍କର): ୨ଟି ବ୍ୟାଙ୍କରେ ଜମା ହେବ ଶ୍ରୀମନ୍ଦିର କର୍ପସ ଓ ଟେମ୍ପଲ ଫଣ୍ଡ । ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଟଙ୍କା ଜମା ହେବ । ଏହି କ୍ରମରେ ବର୍ଷକୁ ୬.୨୬% ସୁଧରେ ୨୮୭…

ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ ରହିବ । ରାଜ୍ୟର ସମସ୍ତ କୋର୍ଟ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ମାମଲା ଭିସି କିମ୍ବା ଇ-ମେଲ…

ମୋବାଇଲ ଭେଣ୍ଡିଂ ସେବା ଆରମ୍ଭ କରିବ ବିଏମସି

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଏନେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ମୋବାଇଲ ଭେଣ୍ଡି ସେବା ଆରମ୍ଭ…

ୟୁନିଟ୍ -୧ ପରିବା ହାଟ ରାଜମହଲକୁ ସ୍ଥାନାନ୍ତର

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର):ସାମାଜିକ ଦୂରତ୍ୱ ରକ୍ଷା ପାଇଁ ୟୁନିଟ-୧ ପରିବା ହାଟକୁ ସ୍ଥାନାନ୍ତରଣ କରାଯାଇଛି । ହାଟରେ ଜନଗହଳି ହେଉଥିବାରୁ ବିଏମସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ହାଟ ପଛପଟେ ଥିବା…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପଙ୍କ ଚିଠି

ଭୁବନେଶ୍ୱର,୨୫ ।୩(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ସାରା ଦେଶରେ ଲକ୍-ଡାଉନ୍ ପରେ ବିଭିନ୍ନ ରାଜ୍ୟରେ ଅନେକ ଓଡିଆ ଫସି ରହିଛନ୍ତି । ରାଜ୍ୟ…

ସ୍ୱାଧୀନତା ସଂଗ୍ରାମୀଙ୍କ ଅସୁସ୍ଥତାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ ।୩(ଓଡିଶା ଭାସ୍କର): ଭେଟେରାନରେ ଥିବା ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଅସୁସ୍ଥତାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହୃଦରୋଗରେ ପୀଡିତ…

ରାଜ୍ୟ ବାହାରୁ ଓଡ଼ିଶାକୁ ଫେରିଛନ୍ତି ପ୍ରାୟ ୭୮,୨୩୩ ଜଣ: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୫ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି କରୋନା ନେଇ ୨୪ଘଣ୍ଟାର ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଆଗାମୀ ଦିନରେ କରୋନା ମୁକାବିଲା ପାଇଁ ଜନବଳ, ଧନବଳ ଲୋଡ଼ା ହୋଇଛି । ଏହି…

କରୋନା ପାଇଁ ଜନଗଣନା ସ୍ଥଗିତ

ଭୁବନେଶ୍ୱର, ୨୫ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି । ଏନେଇ ପ୍ରଥମ ପର୍ଯ୍ୟାୟ ଜନଗଣନା ବତ୍ତର୍ମାନ ପାଇଁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଜନଗଣନାକୁ ସ୍ଥଗିତ…

କରୋନା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୪ମାସର ଆଗୁଆ ଦରମା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫ା୩(ଓଡ଼ିଶା ଭାସ୍କର): ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରୀମ ଦରମା ମିଳିବ । ୪ମାସର ଦରମା ଅଗ୍ରୀମ ଦେବାକୁ ମୁଖ୍ୟମନ୍ତ୍ରୀ…