Browsing Category
ରାଜ୍ୟ
ଚନ୍ଦକାରେ ଯୁବକଙ୍କୁ ଗୁଳିମାଡ
ଭୁୁବନେଶ୍ୱର,୪ ।୩: ଭୁବନେଶ୍ୱର ଅନ୍ତର୍ଗତ ଚନ୍ଦକା ଅଞ୍ଚଳରେ ଆଜି ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି । ତିନି ଜଣ ଦୁର୍ବୃତ୍ତ ଆସି ଗୁଳିମାଡ କରିଥିବା ସୂଚନା ମିଳିଛି । ଗୁଳିମାଡ ପରେ ଗୁରୁତର ଆହତ ଯୁବକଙ୍କୁ ଏକ ଘରୋଇ…
କରୋନା ସ୍ଥିତିର ସମୀକ୍ଷା ବୈଠକ
ଭୁବନେଶ୍ୱର, ୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଚୀନରେ ବହୁ ଲୋକଙ୍କ ମୃତ୍ୟୁ ହେବା ସହ ଭାରତରେ ମଧ୍ୟ ୨୫ଜଣଙ୍କ କରୋନା ଭାଇରସ ନେଇ ରିପୋର୍ଟ ପଜିଟିଭ ବାହାରିଛି ।…
ପାନଛେପ ପକାଇଲେ ୫୦୦ ଫାଇନ୍, ଏପ୍ରିଲରୁ କଡାକଡି
ପୁରୀ,୪ ।୩(ଓଡିଶା ଭାସ୍କର): ଏପ୍ରିଲ ପହିଲାରୁ ପୁରୀ ଶ୍ରୀମନ୍ଦିର ହେବ ପ୍ଲାଷ୍ଟିକ୍ ମୁକ୍ତ । ତାଳପତ୍ର ପେଡିରେ ମହାପ୍ରସାଦ ଦେବାକୁ ବ୍ୟବସ୍ଥା ଆରମ୍ଭ ହେବ । ୨୦ ଦିନ ଧରି ଏନେଇ ସଚେତନତା ସୃଷ୍ଟି କରାଯିବ । ଏପ୍ରିଲ…
IAS ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୪ ।୩(ଓଡିଶା ଭାସ୍କର): ରାଜ୍ୟ ବରିଷ୍ଠ ଆଇଏଏସ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି । ମଧୂସୁଦନ ପାଢୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଡାକ୍ତର…
ରାଜଧାନୀରେ ଘୂର୍ଣ୍ଣିଝଡ଼, ଦେଖନ୍ତୁ ଏହାର କିଛି ଝଲକ୍
ଭୁବନେଶ୍ୱର, ୪ା୩(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନରେ ଆରମ୍ଭ ହୋଇଥିଲା ଘୂର୍ଣ୍ଣିଝଡ଼ । ପରେ ପରେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ହଠାତ କଳା ବାଦଲ୍ ମାଡ଼ିଆସିବା ସହ ଧୂଳିଝଡ଼ରେ ପୁରା ପରିବେଶ ଭର୍ତ୍ତି…
ଭିମସାର ଓ କେନ୍ଦୁଝରରେ କରୋନା ସନ୍ଦିଗ୍ଧ
ଭୁବନେଶ୍ୱର, ୪ା୩(ଓଡ଼ିଶା ଭାସ୍କର): ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ । ଏହାରି ମଧ୍ୟରେ ବୁର୍ଲା ଭିମସାରରେ ଜଣେ ଯୁବକ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ତାଙ୍କୁ ସ୍ୱତନ୍ତ୍ର…
କରୋନା ପାଇଁ ଜାରି ହେଲା ଆଡ଼ଭାଇଜରି
ଭୁବନେଶ୍ୱର, ୪ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ସରକାରଙ୍କ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇଛି । ଆଡ଼ଭାଇଜରି ଜାରି କରିଛନ୍ତି ଏସଆରସି । ସେ କାର୍ଯ୍ୟାଳୟରେ ସ୍ୱଚ୍ଛତା ରଖିବା ସହ ସାବଧାନତା ପାଇଁ ଆଡ଼ଭାଇଜରି ଜାରି…
ଆଜିଠୁ ୪ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା!
ଭୁବନେଶ୍ୱର, ୪ା୩(ଓଡ଼ିଶା ଭାସ୍କର): ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୭ତାରିଖ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ଜଣାପଡ଼ିଛି । ସେହିପରି ଆଜି…
ରାଜ୍ୟସଭା ନିର୍ବାଚନ ପାଇଁ ନିଯୁକ୍ତି
ଭୁବନେଶ୍ୱର,୩ ।୩(ଓଡିଶା ଭାସ୍କର): ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନିଯୁକ୍ତି ହୋଇଛନ୍ତି ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକ । ରିଟର୍ଣ୍ଣିଂ ତଥା ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି ଦାଶରଥି ଶତପଥୀ ।…
ବସ୍ ଓଲଟି ଜଣେ ମୃତ, ୧୮ରୁ ଅଧିକ ଆହତ
ରାଉରକେଲା,୩ ।୩(ଓଡିଶା ଭାସ୍କର): ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ବସଟି ରାଉରକେଲା ବୀରମିତ୍ରପୁର ଥାନା ଲାସେ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…