Browsing Category
ରାଜ୍ୟ
ପୁଣି ଲିକ୍ ହେଲା ପ୍ରଶ୍ନପତ୍ର !
ସମ୍ବଲପୁର,୧୫ ।୨(ଓଡିଶା ଭାସ୍କର): କଡା ସୁରକ୍ଷା ବ୍ୟବସ୍ଥା ପରେ ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଆଶଙ୍କା କରାଯାଉଛି । +୩ ବିଜ୍ଞାନର ଗଣିତ ସମ୍ମାନ ପରୀକ୍ଷାର ପ୍ରଶ୍ନପତ୍ର…
୩ ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର,୧୫ ।୨(ଓଡିଶା ଭାସ୍କର): ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିଦୀୟ ଦିନରେ ବାଚସ୍ପତିଙ୍କ ରୁଲିଂକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା ବଢ଼ିବାରେ ଲାଗିଛି । ଆରମ୍ଭରୁ ସାଢେ ୧୧ଟା ଯାଏଁ ଗୃହକାର୍ଯ୍ୟ ମୁଲତବୀ…
ସୂର୍ଯ୍ୟଠାରୁ ହଜାର ଗୁଣ ବଡ ତାରାରେ ହେବ ବିସ୍ଫୋରଣ, ପୁଥିବୀରୁ ଦେଖିପାରିବେ ଏହି ଦୃଶ୍ୟ
ୱାଶିଂଟନ,୧୫ ।୨: ଆକାଶଗଙ୍ଗା ବା ଗ୍ୟାଲେକ୍ସିରେ ସବୁଠାରୁ ଚମକଦାର ତାରା ମଧ୍ୟରୁ ବିଟଲଗ୍ୟୁଜ ଏବେ ନିଜର ଚମକ ହରାଇବାରେ ଲାଗିଛି । ଏହି ଲାଲ୍ ରଙ୍ଗର ତାରା ଓରିଅନ୍ ତାରାମଣ୍ଡଳର ଅଂଶ । ଏହି ତାରା ଏବେ ସୁପରନୋଭା ଚରଣ…
ସାଢେ ୧୧ ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର,୧୫ ।୨(ଓଡିଶା ଭାସ୍କର): ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିଦୀୟ ଦିନରେ ବାଚସ୍ପତିଙ୍କ ରୁଲିଂକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା । ଆରମ୍ଭରୁ ହଙ୍ଗାମା ଯୋଗୁଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ…
ପୋଲିସ କବଜାରେ ଅନୁପଙ୍କ ଡ୍ରାଇଭର !
ରାଜପୁର,୧୫ ।୨(ଓଡିଶା ଭାସ୍କର): ଡବଲ ମର୍ଡର ଘଟଣାର ଅଭିଯୁକ୍ତ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋ ଏବେ ପୋଲିସ କବଜାରେ । ରାଜପୁର ବଗରାଚକ ଗାଁ ଭଡାଘରୁ ବର୍ମନକୁ ଧରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ପୋଲିସ…
ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ବଲାଙ୍ଗିର,୧୫ ।୨(ଓଡିଶା ଭାସ୍କର): ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ମୋତିଲାଲ୍ ଓସୱାଲ କିସ୍ ସ୍କୁଲକୁ ଲୋକାପର୍ଣ କରିବେ । ଏହି ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଟୁକୁନି ସାହୁ…
ମାତାଲ OAPF କନେଷ୍ଟବଳ ନିଲମ୍ବିତ
ମୟୁରଭଞ୍ଜ, ୧୪ା୨(ଓଡ଼ିଶା ଭାସ୍କର): ମୟୁରଭଞ୍ଜ ହିଙ୍ଗୁଳା ଯାତ୍ରାରେ ପୋଲିସ ମାତାଲ ହେବା ଘଟଣା ଘଟିଥିଲା । ଏହି ଘଟଣାରେ ମାତାଲ ଓଏପିଏଫ କନେଷ୍ଟବଳ ଗଗନ ବିହାରୀ ନାୟକଙ୍କୁ ନିଲମ୍ବିତ କରାଯାଇଛି । ମାତାଲ ଗଗନ…
ଅନୁପ ସାଏଙ୍କ ଗିରଫ ମାମଲା, ତଦନ୍ତ କରିଥିବା ସମସ୍ତ ପୋଲିସକୁ ମିଳିବ ପୁରସ୍କାର
ବିଳାସପୁର, ୧୪ା୨(ଓଡ଼ିଶା ଭାସ୍କର): ପୂର୍ବତ୍ତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କ ଡବଲ ମର୍ଡ଼ର ମାମଲାରେ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଏହି ମାମଲାରେ ତଦନ୍ତ କରିଥିବା ସମସ୍ତ ପୋଲିସକୁ ପୁରସ୍କାର ମିଳିବ । ପ୍ରତି…
ଜେଲ ଗଲେ ଅନୁପ ସାଏ
ସମ୍ବଲପୁର,୧୪ ।୨(ଓଡିଶା ଭାସ୍କର): ୨୦୧୬ରେ କଳ୍ପନା ଓ ତାଙ୍କ ନାବାଳିକା ଝିଅକୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଥାତ୍ ବ୍ରଜରାଜନଗରର ପୂର୍ବତନ ବିଜେଡି ନେତା ଅନୁପ ସାଏଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ…
ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ
ମୟୂରଭଞ୍ଜ,୧୪ ।୨(ଓଡିଶା ଭାସ୍କର): ପାରିବାରିକ କଳହର କରୁଣ ପରିଣତି । ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍…