Browsing Category

ରାଜ୍ୟ

Big Breaking: +୨ ପରେ ପଢ଼ିହେବ B.Ed. ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଏଣିକି ଯୁକ୍ତ ୨ ପରେ ପଢ଼ିହେବ ବିଏଡ୍ ପାଠ୍ୟକ୍ରମ । ଏ ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମଓୟୁ । ୧୬ଟି…

ତାଉ ଦେଖାଉଛି ତାତି, ଏହି ସହରରେ ରେକର୍ଡ ଭାଙ୍ଗୁଛି ତାପମାତ୍ରା

ଭୁବନେଶ୍ବର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିିଛି ତାପମାତ୍ରା । ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଝାରସୁଗୁଡ଼ା ସହରର ତାପମାତ୍ରା ୩୬.୬ ଡିଗ୍ରୀ ରହିଛି । ତେବେ ଆକାଶରୁ ନିଆଁ ବର୍ଷା ହେଲା ଭଳି ମନେ ହେଉଛି ।…

Breaking: ଓଡ଼ିଶାବାସୀଙ୍କ ପାଇଁ ଜାନୁଆରୀ ମରଣ ମାସ, ୩୧ ଦିନରେ ୮୦୦ରୁ ଅଧିକ ଦୁର୍ଘଟଣା

ଭୁବନେଶ୍ୱର: ଦୁର୍ଘଟଣାରେ ଜାନୁଆରୀରେ ୫୦୫ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ମାସରେ ୮୪୮ ଦୁର୍ଘଟଣା, ୪୭୨ ଜଣ ଆହତ ହୋଇଥିବା ସୂଚନା । ଦୁର୍ଘଟଣା ଜନୀତ ମୃତ୍ୟୁ ନେଇ ଗୃହରେ ଉତ୍ତର ରଖିଛନ୍ତି ପରିବହନଦ ମନ୍ତ୍ରୀ…

ବାଲେଶ୍ୱର- କଟକ ଆଗରେ, ସାପ କାମୁଡ଼ାରେ ଆଖିବୁଜିଲେଣି ୧୮୫୯ ଜଣ

ଭୁବନେଶ୍ୱର: ୨ ବର୍ଷରେ ସାପ କାମୁଡ଼ାରେ ୧୮୫୯ ଜଣଙ୍କ ମୃତ୍ୟୁ ହୋଇଛି । ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରଖିଛନ୍ତି ଉତ୍ତର । ୨୦୨୩-୨୪ରେ ୧୧୫୦ ଜଣ ସାପ କାମୁଡ଼ାରେ ଆଖିବୁଜିଥିବାବେଳେ ୨୦୨୪-୨୫…

Big Breaking: ବିଜେଡି ନେତା ରାଜା ଚକ୍ର ଗିରଫ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରେସମିଟ୍ ଜରିଆରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା…

ସରିନି ପରିକ୍ରମା ପ୍ରକଳ୍ପ କାମ, ନୀଳାଦ୍ରି ବିଜେ ସରିଲେ ଆରମ୍ଭ ହେବ କାମ

ପୁରୀ: ୨୦୨୬ ଘୋଷଯାତ୍ରା ବେଳକୁ ସମ୍ପୂର୍ଣ୍ଣ ହେବ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ । ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ମୁଖ୍ୟ ପ୍ରଶାସକ ରବିନ୍ଦ୍ର ପାଢ଼ୀଙ୍କ ସୂଚନା । ଗୁଣ୍ଡିଚା ମନ୍ଦିର ରୋଷ ଘର…

ପୁରୀ ବିମାନବନ୍ଦର: ଅଧିଗ୍ରହଣ ହେବ ୨୨୧ ଏକର ଜମି, କ୍ଷତିପୂରଣ ପାଇଁ ଲୋକଙ୍କୁ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର: ପୁରୀରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ବ୍ରହ୍ମଗିରି ତହସିଲ ଅଧୀନରେ ସିପାସରୁବାଲି ଏବଂ ଷଣ୍ଢପୁର ଅଞ୍ଚଳରେ ଓଡ଼ିଶା ସରକାର ୨୨୧ ଏକର ଜମି ଅଧିଗ୍ରହଣ କରିବାକୁ ଯାଉଛନ୍ତି।…

ମହିଳାଙ୍କ ପାଇଁଁ ଡିଜେ ହେଲା କାଳ, ବାପଘର ଯିବା ବାଟରେ ଟଳି ପଡ଼ିଲେ

ଭୁବନେଶ୍ବର:  ଡିଜେ ଶବ୍ଦରେ ଟଳି ପଡ଼ିଲେ ମହିଳା । ଡିଜେ ଜଣେ ମହିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ଘର ଦାଣ୍ଡରେ ହିଁ ମହିଳା ଜଣକ ଘର ଦାଣ୍ଡରେ ଟଳି ପଡ଼ିଛନ୍ତି । ଭଦ୍ରକରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ…

Breaking: ‘ଅସ୍ତ୍ର’ର ସଫଳ ପରୀକ୍ଷଣ, ରାଜନାଥ ଦେଲେ ଶୁଭେଚ୍ଛା

ଚାନ୍ଦିପୁର: ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ତେଜସ ଏୟାର କ୍ରାଫ୍ଟ ଦ୍ୱାରା ‘ଅସ୍ତ୍ର’ର ସଫଳ ପରୀକ୍ଷଣ । ଟାର୍ଗେଟକୁ ହିଟ୍ କରିଛି ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର । ଆକାଶ…

କାର୍-ପିକଅପକୁ ଧକ୍କା ଦେଲା ଗ୍ୟାସ ଟ୍ୟାଙ୍କର, ଲିଭିଗଲା 7ଜଣଙ୍କ ଜୀବନ ଦୀପ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ବଡ଼ନାୱର-ଉଜ୍ଜୟୀନ ଚାରି-ଲେନରେ ଏକ ପେଟ୍ରୋଲ ଟ୍ୟାଙ୍କର ଏକ ପିକଅପ୍ ଏବଂ ଏକ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୭…