Browsing Category
ରାଜ୍ୟ
୧୪ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଉପରେ ରହିବ ନଜର
ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ଚୀନରେ ବ୍ୟାପୁଥିବା କରୋନା ଭାଇରସକୁ ନେଇ ସଜାଗ ରହିଛି ଓଡିଶା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର…
୧୮ଟି ଜିଲ୍ଲାରେ ସ୍ୱୟଂକ୍ରିୟ ହେବ ଡ୍ରାଇଭିଂ ଟ୍ରାକ୍
ଭୁବନେଶ୍ୱର, ୭ା୨(ଓଡ଼ିଶା ଭାସ୍କର): ସଡ଼କ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣାଯାଉଛିି । ଏମିତିକି ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ ନିୟକ…
ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ମନ୍ତ୍ରୀ ପରିଷଦ ବୈଠକରେ ଚିଠା ପ୍ରସ୍ତାବକୁ ମିଳିଲା ଅନୁମୋଦନ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଚିଠାକୁ ଅନୁମୋଦନ କରାଯାଇଛି । ବଜେଟ୍ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ଟପିବା…
୯ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ…
ଓଡ଼ିଶା ଇତିହାସରେ ପ୍ରଥମଥର ବଡ଼ ଧରଣର ମାଓ ଅପରେସନ
ଭୁବନେଶ୍ୱର, ୭ା୨(ଓଡ଼ିଶା ଭାସ୍କର): ଓଡ଼ିଶା ଇତିହାସରେ ବଡ଼ ଧରଣର ମାଓ ଅପରେସନ ହୋଇଛି । ମାଲକାନଗିରିରେ ମାଓ ଅପରେସନ ହେବା ସାଙ୍ଗକୁ ସେଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଏନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ…
ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ
ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ ହୋଇଛି । ବୈଠକରେ ୨୦୨୦-୨୧ ବର୍ଷର…
ଖଣ୍ଡଗିରି ଯାତ୍ରା: ଅଶ୍ଳୀଳ ନୃତ୍ୟକୁ କଳିଙ୍ଗ ସେନାର ବିରୋଧ
ଖଣ୍ଡଗିରି,୭ ।୨(ଓଡିଶା ଭାସ୍କର): ମାଘ ସପ୍ତମୀ ବା ଫେବ୍ରୁଆରି ୧ରୁ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଅନ୍ୟପଟେ ଖଣ୍ଡଗିରି ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟକୁ ବିରୋଧ କରିଛି କଳିଙ୍ଗ ସେନା । ଏନେଇ…
ସ୍ମିତାରାଣୀ ମାମଲା: ଭଙ୍ଗାଯିବ ରଙ୍ଗଶାଳା
ଯାଜପୁର,୭ ।୨(ଓଡିଶା ଭାସ୍କର): ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଆଜି ଭଙ୍ଗାଯିବ ବିବାଦୀୟ ରଙ୍ଗଶାଳା । ସରକାରୀ ଜମିରେ ରଙ୍ଗଶାଳା ଥିବାର ଏହାକୁ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ…
୯ ଯାଏଁ ବର୍ଷିବ, ୧୦ରୁ ବଢିବ ଶୀତ
ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଆଜି ୧୩ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ସହ ଉପକୂଳ, ଉତ୍ତର ସହ…
୭୨ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଆଦାୟ
ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ବିଜୁଳି ସଂଯୋଗ କାଟ୍ ନେଇ ସେସୁ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି ଯେ, ରାଜ୍ୟରେ ୭୨.୩୩ କୋଟି ଟଙ୍କାର ବିଦ୍ୟୁତ୍…