Browsing Category
ରାଜ୍ୟ
ଏଣିକି କଲେଜ ପରିଚାଳନାରେ ରହିବେନି ବିଧାୟକ
ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ଏଣିକି କଲେଜ କରିଚାଳନା କମିଟିରେ ରହିବେନି ସ୍ଥାନୀୟ ବିଧାୟକ । ଖୁବଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ କରିବ ଉଚ୍ଚଶିକ୍ଷା ବିଭାଗ । ଏଣିକି ପରିଚାଳନା କମିଟିରେ ଅଭିଭାବକମାନଙ୍କୁ…
ମାର୍କେଟ ବିଲ୍ଡିଂ ଘଟଣା: ୩ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ
ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ଘଟଣାର ୩ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଛି । ମୁଖାପିନ୍ଧା ଯୁବକ ଅଭିଯୁକ୍ତ ଚନ୍ଦନ ଦାସ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ…
୬ ଲେନ୍ ହେବ କଟକ ରିଂ ରୋଡ୍: ମୁଖ୍ୟମନ୍ତ୍ରୀ
କଟକ,୨୩ ।୧(ଓଡିଶା ଭାସ୍କର): କଟକ ମହାନଦୀ ହାଡିଆ ପଠାରେ ପହଞ୍ଚି ଏସସିବି ପାଇଁ ଆଜି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ ପାଇଁ ମାର୍ଚ୍ଚ ପହିଲାରୁ କାମ…
ବିଜେପିକୁ ପ୍ରମିଳାଙ୍କ ଜବାବ, କହିଲେ – ‘ନବୀନଙ୍କ ପାଇଁ ସୁରତକୁ ବିମାନ ଉଡିଛି’
ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ସୁରତକୁ ବିମାନ ଉଡାଣ ନେଇ ବିଜେଡି ଓ ବିଜେପି ମଧ୍ୟରେ ବୟାନ ବାଜି ଆରମ୍ଭ ହୋଇଯାଇଛି । ବିଜେପିକୁ କଡା ଜବାବ ଦେଇଛନ୍ତି ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, ନବୀନ…
ନାଟମଣ୍ଡପ ଓ ମେଘନାଦ ପାଚେରିର ଯାଞ୍ଚ ଆରମ୍ଭ
ପୁରୀ,୨୩ ।୧(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ଓ ମେଘନାଦ ପାଚେରିର ସ୍ଥିତ ଅନୁଧ୍ୟାନ ଚାଲିଛି । କୋର କମିଟି ଓ ଏଏସଆଇ ଟିମ ପକ୍ଷରୁ ଏହାର ଯାଞ୍ଚ ଚାଲିଛି । ଏଏସଆଇ ଜଏଣ୍ଟ ଜାନଭି ଶର୍ମାଙ୍କ ନେତୃତ୍ୱରେ ୬…
ବାଦାମବାଡିର ଇଲୋକଟ୍ରୋନିକ ଦୋକାନରେ ଅଗ୍ନିକାଣ୍ଡ
କଟକ,୨୩ ।୧(ଓଡିଶା ଭାସ୍କର): କଟକ ବାଦାମବାଡି ଅଞ୍ଚଳରେ ଥିବା ଏକ ଇଲୋକଟ୍ରୋନିକ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଜଳିପୋଡି ଛାରଖାର ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସର୍ଟସର୍କିଟରୁ ଏଭଳି…
ନେତାଜୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୩ତମ ଜୟନ୍ତୀ । ସ୍ୱାଧୀନତା ସଂଗ୍ରାମରେ ସୁଭାଷଙ୍କ ବଳିଦାନକୁ ଆଜି ବି ମନେ ପକାଉଛି ସାରା ଦେଶ । ଓଡିଶାର ବୀର ସନ୍ତାନ ନେତାଜୀଙ୍କ…
ଏଣିକି ସବୁ ବ୍ଲକରେ ବସିବ କୃଷି ବୈଠକ
ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଏଣିକି ରାଜ୍ୟର ପ୍ରତି ପଞ୍ଚାୟତ ସମିତିରେ କୃଷି ବୈଠକ ବସିବ । ବୈଠକରେ ଚାଷୀଙ୍କ ବିକାଶ ନେଇ ଅଧିକାରୀମାନେ ରିପୋର୍ଟ ପ୍ରସ୍ତୁତ କରିବେ । ଏଥିରେ କୃଷି, ମତ୍ସ୍ୟ, ଶକ୍ତି ଓ ଜଳ…
ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁଠି କରିବେ ପାର୍କିଂ
ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଆଗକୁସାଧାରଣତନ୍ତ୍ର ଦିବସ ଆସୁଥିବା ବେଳେ ସେନେଇ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ବ୍ୟବସ୍ଥା କଡାକଡି କରାଯାଇଛି । ଜାନୁଆରୀ ୨୬ ସକାଳ ୬.୩୦ ମିନିଟରୁ ସାଧାରଣନ୍ତ୍ର ଦିବସ ପାଇଁ…
ପୁଞ୍ଜିଲାଲଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍
ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ । ମା’ଙ୍କ ସୁଦ୍ଧିକ୍ରିୟା ପାଇଁ ହାଇକୋର୍ଟ ସର୍ତ୍ତମୂଳକ ଅନ୍ତରୀଣ…