Browsing Category
ରାଜ୍ୟ
ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ହେବ ମରାମତି, ୪୮ ଲକ୍ଷ ଖର୍ଚ୍ଚ କରିବେ ସରକାର
ଭୁବନେଶ୍ୱର: ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ମରାମତି ହେବ। ଚଳିତ ବର୍ଷ ୮୧୨ଟି ଆଶ୍ରୟସ୍ଥଳୀର ହେବ ମରାମତି। ଏ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କହିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ…
ଓଡ଼ିଶାରେ ନିର୍ମାଣ ହେବ ୨୭ଟି ବ୍ୟାରେଜ୍, ଏତିକି ନଦୀଗର୍ଭ ଜଳାଶୟ କରିବାକୁ ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟ ସରକାର ନିର୍ମାଣ କରିବେ ୨୭ଟି ବ୍ୟାରେଜ୍। ଏ ନେଇ ୭୨ଟି ନଦୀଗର୍ଭ ଜଳାଶୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟାରେଜ୍ ନିର୍ମାଣରେ ଖର୍ଚ୍ଚ ହେବ ସମୁଦାୟ ୫୧ କୋଟି ଟଙ୍କା।
ଖୁବଶୀଘ୍ର…
ନୋଟିସ ନ ଦେଇ କାଟିଦେଲେ ଲାଇନ୍: ଟାଟା ପାୱାରକୁ ଟ୍ୟୁସନ କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ସକାଳୁ ସକାଳୁ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିବା ଦେଖିବାକୁ ମିଳିଥିଲା। ବିନା କୌଣସି ସୂଚନା ଦେଇ ଭୋରୁ ଭୋରୁ ପ୍ରାୟ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ସରବରାହ…
ପୁରୀ ଢାଞ୍ଚାରେ ପଶ୍ଚିମବଙ୍ଗରେ ଜଗନ୍ନାଥ ମନ୍ଦିର ନିର୍ମାଣ କରୁଛନ୍ତି ମମତା, ଘନେଇଲା ବିବାଦ
କୋଲକାତା: ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ଦୀଘାରେ ପ୍ରସ୍ତାବିତ ଜଗନ୍ନାଥ ମନ୍ଦିରକୁ ଓଡ଼ିଶାର ପୁରୀର ପ୍ରତୀକାତ୍ମକ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ନିର୍ମାଣ ଚାଲିଛି। ଯାହାକୁ ନେଇ ବିଧାନସଭାରେ ଝଡ଼…
ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି, ଶ୍ରମିକଙ୍କ କାର୍ଯ୍ୟ ସମୟ ସୀମିତ କରିବାକୁ ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଆଗକୁ ଆସୁଥିବା ଗରମ ଦିନକୁ ଦୃଷ୍ଟିରେ ରଖି ଏବଂ କାର୍ଯ୍ୟସ୍ଥଳରେ ଶ୍ରମିକ ଏବଂ ଶ୍ରମିକଙ୍କ ଅସୁବିଧାକୁ କମ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ସେମାନଙ୍କର କାର୍ଯ୍ୟ ସମୟ ସୀମିତ…
କାଳିଆ ପାଖେ ଲାଗୁଥିବା ଛପନ ଭୋଗର ନାମ ଜାଣିଛନ୍ତି କି? ଅଟକାଳିରୁ ଆରମ୍ଭ ହଂସ ବଲ୍ଲଭରେ ଶେଷ
ଓଡ଼ିଶା ଭାସ୍କର: ପୁରୀ ଶ୍ରୀମନ୍ଦିର ବିଶ୍ୱ ପ୍ରସିଦ୍ଧ। ଏଠାରେ ଭକ୍ତ ମହାପ୍ରଭୁଙ୍କୁ ଡାକିଲେ ସେ ଓ କରନ୍ତି। ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ୫୬ ପ୍ରକାରର ଭୋଗ ଲାଗିଥାଏ। ଏହାକୁ ଛପନ ଭୋଗ ମଧ୍ୟ କୁହାଯାଇଥାଏ।…
ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ଝିପଝିପ ବର୍ଷା, ୩ ଘଣ୍ଟା ପାଇଁ ସତର୍କ କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର: ଆଜି ରାଜଧାନୀରେ ସକାଳୁ ସକାଳୁ ବିଜୁଳି ଘଡ଼ଘଡ଼ି ସହ ଝିପିଝିପି ବର୍ଷା ଲାଗି ରହିଛି। ୫ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ଚେତାବନୀ ଦେଲା ପାଣିପାଗ ବିଭାଗ। ଆଗାମୀ ୩ ଘଣ୍ଟା ପାଇଁ ସତର୍କ କରାଇଛି ପାଣିପାଗ…
ବଦଳିବ ନିୟମ, ଦୂର ହେବ ଅନ୍ଧବିଶ୍ୱାସ, ବସରେ ଆଗ ଚଢ଼ିବେ ମହିଳା, ନ ମାନିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ବଦଳିବ ବର୍ଷ ବର୍ଷର ଅନ୍ଧବିଶ୍ୱାସ। ଏଣିକି ଆଉ ଅପମାନିତ ହେବାକୁ ପଡିବନି ମହିଳାଙ୍କୁ। ଏବେ ମହିଳାଙ୍କୁ ବି ବସରେ ପ୍ରଥମେ ଚଢିବାକୁ ମିଳିବ ଅନୁମତି। ଏନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗରୁ ସୂଚନା…
ରାତି ୧୦ଟାରେ ଉଠିବ ମହାଦୀପ, ଜାଗର ପାଇଁ ଶ୍ରୀଲିଙ୍ଗରାଜଙ୍କ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ଚଳିତ ବର୍ଷ ଜାଗର ପର୍ବ 26 ତାରିଖ ପାଳନ କରାଯିବ। ଏ ନେଇ ଶ୍ରୀଲିଙ୍ଗରାଜଙ୍କ ପ୍ରସ୍ତୁତି ବୈଠକ ବସିଥିଲା। ରାତି ୧୦ଟାରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି।
ଦର୍ଶନ ଓ ଦୀପଦାନ ପାଇଁ ବ୍ୟାପକ…
ଭୁଶୁଡ଼ିଲା ସ୍କୁଲ ପାଚେରୀ, ଚାଲିଗଲା ପଞ୍ଚମ ଶ୍ରେଣୀ ଛାତ୍ରର ଜୀବନ
ନିଆଳି: କଟକ ନିଆଳିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ସ୍କୁଲ ପାଚେରୀ ଭୁଶୁଡ଼ି ଯାଇ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ ଗୋବିନ୍ଦପୁର ଥାନା ନୋଦା ପ୍ରାଥମିକ ସ୍କୁଲରେ ଘଟିଛି ଏହି…