Browsing Category
ରାଜ୍ୟ
Breaking: ଜୀବନ ହାରିଦେଲେ କଟକ ରାପର୍ ଅଭିନବ ସିଂ: ସ୍ତ୍ରୀ ନିର୍ଯାତନା ଦେଉଥିଲା ଯନ୍ତ୍ରଣା
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜୀବନ ହାରିଦେଲେ ଓଡ଼ିଆ ରାପର୍ । ଜଣାଶୁଣା ଓଡ଼ିଆ ରାପ ସିଙ୍ଗର ଅଭିନବ ସିଂ କରିଛନ୍ତି ଆତ୍ମହତ୍ୟା ।
ସ୍ତ୍ରୀ ନିର୍ଯାଚନାକୁ ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା । ଏ…
ପେପର ଲେସ୍ ହେଲା ବିଧାନସଭା, ଏଣିକି ଟ୍ୟାବରେ ପଢିବେ ବିଧାୟକ
ଭୁବନେଶ୍ୱର: ବିଧାୟକମାନେ ବର୍ତ୍ତମାନ ସ୍ମାର୍ଟ ହେବେ। ବିଧାନସଭାରେ ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ। ବିଧାନସଭାର ୧୪୭ ବିଧାୟକଙ୍କ ଆସନ ସାମ୍ନାରେ ଲାଗିଲା ଟ୍ୟାବ।
ନେଭା ରତଫରୁ ଏହି ବ୍ୟବସ୍ଥା ବିଧାୟକଙ୍କ…
ସମ୍ମାନକୁ ନେଇ ଦ୍ୱନ୍ଦ୍ୱ! ବହି ଧରି କୋର୍ଟରେ ହାଜର ହୁଅ… ନୋଟିସ୍ ଜାରି କଲେ ହାଇକୋର୍ଟ
କଟକ: ପଦ୍ମଶ୍ରୀ ପୁରସ୍କାର ବିବାଦ ଭିତରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଉଭୟ ଅନ୍ତର୍ୟ୍ୟାମୀ ମିଶ୍ର ସେମାନଙ୍କ ଲିଖିତ ବହି ସହିତ ହାଜର ହେବାକୁ କୋର୍ଟ ଦେଲେ ନିର୍ଦ୍ଦେଶ।
ସମାନ ନାଁ ଥିବାରୁ ପଦ୍ମଶ୍ରୀ ପୁରସ୍କାର…
Big Breaking: ପରୀକ୍ଷା ହବକୁ ଗଲା +୨ ପରୀକ୍ଷା ପ୍ରଶ୍ନପତ୍ର
ଭୁବନେଶ୍ୱର: ପରୀକ୍ଷା ହବକୁ ଗଲା +୨ ପରୀକ୍ଷା ପ୍ରଶ୍ନପତ୍ର। କଡ଼ାକଡ଼ି ସୁରକ୍ଷାରେ ଏହି ପ୍ରଶ୍ନପତ୍ରକୁ ହବକୁ ପଠାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଅଧୀନ ହବକୁ ପ୍ରଶ୍ନପତ୍ର ଯାଇଛି। ତେବେ ଚଳିତ ଥର ୨୦୫ଟି ପରୀକ୍ଷା ହବ…
Breaking: ଆଜି ସର୍ବଦଳୀୟ ବୈଠକ, ଆରମ୍ଭ ହେବ ବଜେଟ୍ ଅଧିବେଶନ
ଭୁବନେଶ୍ୱର: ଆଜି ବସିବ ବିଧାନସଭାର ସର୍ବଦଳୀୟ ବୈଠକ । ଦିନ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହେବ ବୈଠକ ।
ସୁରୁଖୁରୁରେ ଗୃହ ପରିଚାଳନା ପାଇଁ ମତାମତ ନେବେ ବାଚସ୍ପତି । ୧୭ ତାରିଖରେ ବିଧାନସଭାରେ ଉପସ୍ଥାପନ ହେବ…
ସବୁ ସୀମା ଟପିଗଲେ, ବାଲେଶ୍ବରରେ ୬୫ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଅଭିଯୋଗ
ବାଲେଶ୍ୱର: ଓଡିଶାରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ବାଲେଶ୍ବର ଜିଲ୍ଲାର ରାଇବଣିଆ ଥାନା ଅନ୍ତର୍ଗତ ଗହିରାବନ୍ଧ ଗାଁରେ ଜଣେ ଯୁବକ ୬୫ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରିଥିବା…
ସରିିବ ଭୁବନେଶ୍ୱରିଆଙ୍କ ମେଳା ବୁଲା, ବିଦାୟନେବେ ସାଧୁସନ୍ଥ
ଭୁବନେଶ୍ୱର: ଖଣ୍ଡଗିରି ମେଳାର ଆଜି ହେଉଛି ଶେଷ ସନ୍ଧ୍ୟା । କାଲିଠାରୁ ଖଣ୍ଡଗିରି ରାସ୍ତାରେ ଆଉ ଦେଖିବାକୁ ମିଳିବନି ଭିଡ଼ କି ଗହଳି । ଫାଙ୍କା ହୋଇଯିବ ରାସ୍ତାଘାଟ ।
ଦୀର୍ଘ ୮ ଦିନ ଧରି ଚାଲିଥିବା ଐତିହାସିକ…
ଓଡ଼ିଶାର ପୁରୁଣା ଯାନବାହନ ମାଲିକମାନଙ୍କୁ ଲାଗିବ ଝଟକା: RC ନବୀକରଣ ଖର୍ଚ୍ଚ କରିବେ ଅଧିକ ଟଙ୍କା!
ଭୁବନେଶ୍ୱର: ଓଡ଼ିଶାର ଯାନବାହନ ମାଲିକମାନେ ଖୁବ୍ ଶୀଘ୍ର ୧୫ ବର୍ଷରୁ ଅଧିକ ପୁରୁଣା ଗାଡିଗୁଡିକ ପାଇଁ ପଞ୍ଜିକରଣ ପ୍ରମାଣପତ୍ର (RC) ନବୀକରଣ ପାଇଁ ଫିସ୍ ରେ ଏକ ବଡ଼ ବୃଦ୍ଧିର ସମ୍ମୁଖୀନ ହୋଇପାରନ୍ତି। କେନ୍ଦ୍ର ସଡ଼କ…
ଘର ଲୋକଙ୍କୁ ବାନ୍ଧି ୪ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
ଅନୁଗୁଳ: ବଅଁରପାଳ ଥାନା ଭାଗବତପୁର ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଘରୁ ଚୋରମାନେ ପଶି ୪ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି। ସୂଚନାନୁସାରେ, ଘର ଲୋକଙ୍କୁ ବାନ୍ଧି ଚୋରମାନେ ଘରୁ କଳାକନା…
ଅଳ୍ପକେ ବର୍ତ୍ତିଲେ ସାଂସଦଙ୍କ ପିଆରଓ, କାରକୁ ଧକ୍କା ଦେଲା ଟ୍ରକ୍
ଭୁବନେଶ୍ୱର: ଦୁର୍ଘଟଣାରୁ ବର୍ତ୍ତିଲେ ସାଂସଦଙ୍କ ପିଆରଓ । ଭୁବନେଶ୍ୱର ସ୍ଥିିତ ଏଜି ଛକରେ କାରକୁ ଧକ୍କା ଦେଇଥିଲା ବାଲି ବୋଝେଇ ଟ୍ରକ୍ ।
ଏହି ଦୁର୍ଘଟଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପିଆରଓ ଅଳ୍ପକେ…