Browsing Category
ରାଜ୍ୟ
ଗଣଶିକ୍ଷା ବିଭାଗରେ ୨୭୬୭ ଜଣଙ୍କୁ ମିଳିବ ଚାକିରି, ଆଜି ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍ -୩ କ୍ୟାପିଟାଲ ହାଇସ୍କୁଲଠାରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ ।
ଗଣଶିକ୍ଷା ବିଭାଗ…
ଲୋକଙ୍କୁ ଡରୁନି… ଆଠଗଡ଼ ବନଖଣ୍ଡ ରାସ୍ତାରେ ଖୋଲାମେଲା ବୁଲୁଛି କଲରାପତରିଆ
କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ନରସିଂହପୁର ଇଷ୍ଟ ରେଞ୍ଜ ରାସ୍ତାରେ ଖୁଲମଖୁଲା ବୁଲୁଛି କଲରାପତରିଆ । ବାଘ ବିନା ଭୟରେ ଜନଗହଳି ରାସ୍ତାରେ ବୁଲିଥିବା ଦେଖିବାକୁ ମିଳିଛି ।
ଏହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ…
ନିରଞ୍ଜନଙ୍କ ଘରୁ ଚୋରି ଘଟଣା; ୩ ଜଣ କର୍ମଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ କଲା ପୋଲିସ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନିରଞ୍ଜନଙ୍କ ଘରୁ ଚୋରି ଘଟଣା; କର୍ମଚାରୀଙ୍କ ହେଲା ପଲିଗ୍ରାଫ ଟେଷ୍ଟ। ୩ ଜଣ କର୍ମଚାରୀ ଓ ଡ୍ରାଇଭରଙ୍କ ପଲିଗ୍ରାଫ୍ ଟେଷ୍ଟ କଲା ପୋଲିସ।
ଘଟଣାରେ ୨ଟି ରାଜ୍ୟରେ ଚଢ଼ାଉ ଜାରି ରଖିଛି…
ଭୁବନେଶ୍ୱରରେ ନିଯୁକ୍ତି ମେଳା: ଶିକ୍ଷା ବିଭାଗରେ ୨୭୬୭ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁଥିରେ କେତେଜଣଙ୍କୁ…
ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଆମ ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏହିକ୍ରମରେ ଭୁବନେଶ୍ବର ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ…
Big Breaking: କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା
ନୂଆଦିଲ୍ଲୀ: କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମାନ୍ୟତା ନେଇ ସୂଚନା ।
ପୂର୍ବରୁ ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିଲେ । ଏସିଆ ମହାଦେଶର…
ଐର ଖାରବେଳ ମହୋତ୍ସବ ନେଇ ଜୋର ଧରିଲା ରାଜନୀତି: ଏପରି ଭାବରେ କଥା କଟାକଟି ହେଲେ ଶାସକ-ବିରୋଧୀ
ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଅନ୍ତର୍ଜାତୀୟ ‘ଐର ଖାରବେଳ ମହୋତ୍ସବ’, ଯେଉଁଥିରେ ଓଡ଼ିଶାର ବିଭିନ୍ନ କଳା ସହ ନୃତ୍ୟ ଗୀତର ନିଦର୍ଶନ ଦେଖୁଛନ୍ତି ରାଜ୍ୟବାସୀ । ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏକାମ୍ରର…
Video: ମହାମହିମ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ପୂର୍ବତନ ସିଆର୍ପିଏଫ୍ ଯବାନ
ବଲାଙ୍ଗୀର: ଚାକିରି ଆଳରେ ଠକେଇ ଅଭିଯୋଗରେ ଗିରଫ ହେଲେ। ହାତରୁ ସରକାରୀ ଚାକିରି ଗଲା। ଅଦାଲତରୁ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଏବେ ଚାକିରିରେ ପୁନଃ ନିଯୁକ୍ତି ହେଉନାହିଁ।
ଶେଷରେ ପୂର୍ବ ସିଆର୍ପିଏଫ୍ ଯବାନ…
Breaking: ଏହିଦିନ ଆରମ୍ଭ ହେବାକୁ ଯାଉଛି ଗାଡ଼ି ଚେକିଂ… ହୋଇ ଯାଆନ୍ତୁ ସତର୍କ, ନହଲେ ଗଣିବେ ଫାଇନ୍
ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ଟ୍ୱିନ୍ସିଟିରେ ପୁଣି ଆରମ୍ଭ ହେବ ଚେକିଂ । ଚେକିଂ ପୂର୍ବରୁ ସଚେତନ କଲା କମିଶନରେଟ୍ ପୋଲିସ ।
ବିକଟାଳ ହର୍ଣ୍ଣ, କଳା କାଚ ନ ଲଗେଇବାକୁ ତାଗିଦ୍ । ଚେକିଂ ପୂର୍ବରୁ କାଢ଼ି ନିଅନ୍ତୁ,…
Breaking: ୪ ଜିଲ୍ଲାରେ ଘୋଟି ରହିବ କଳା ଅନ୍ଧାର, ଏହି ଜିଲ୍ଲା ଗୁଡିକ ହେବ ଓଦା
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା । ୬ ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।
କେନ୍ଦୁଝର, ଗଞ୍ଜାମଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କେରାପୁଟର…
BREAKING: TOP ୫ ରାଜ୍ୟ ତାଲିକାରେ ରହିବ ଓଡ଼ିଶା… ଷୋଡ଼ଶ କମିଶନଙ୍କ ନିକଟରେ ୧୨,୫୯,୧୪୮ କୋଟି ଦାବି କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ । କମିଶନଙ୍କ ନିକଟରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
୧୨,୫୯,୧୪୮ କୋଟିର ଦାବି ରଖିଲେ ସରକାର । ଆଗାମୀ ୫ ବର୍ଷ ପାଇଁ କମିଶନଙ୍କ ନିକଟରେ…