fbpx
BSKY
BJD MC SKY
BJD YOUTH SKY
Browsing Category

ରାଜ୍ୟ

ରାଷ୍ଟ୍ରୀୟ ମେଡିକାଲ ଆୟୋଗ ଜାରି କଲା ବିଜ୍ଞପ୍ତି: ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜରେ ଆରମ୍ଭ ହେବ ନୂଆ ପିଜି ପାଠ୍ୟକ୍ରମ, ବଢ଼ିବ ପିଜି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟର ମେଡିକାଲ କଲେଜରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ । ଏଥିସହିତ ପିଜି…

ବେଆଇନ୍ ମହୁଲ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ

ଓଡ଼ିଶା ଭାସ୍କର: ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଚୋରା ଚାଲାଣ ବେଳେ ଏକ ମହୁଲ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରିଛି ଅବକାରୀ ବିଭାଗ । ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।…

ଖଲ୍ଲିକୋଟ୍ ପ୍ରାକ୍ ନିର୍ବାଚନୀ ହିଂସା ମାମଲା; ଗିରଫ ହେଲେ ୮ ଅଭିଯୁକ୍ତ

ଖଲ୍ଲିକୋଟ୍‌: ନିକଟରେ ଖଲ୍ଲିକୋଟ୍ ପ୍ରାକ୍ ନିର୍ବାଚନୀ ହିଂସାକୁ ନେଇ ଅସ୍ଥିର ରହିଛି ରାଜନୈତିକ ମାହୋଲ । ଏହି ମାମଲାରେ ଏସପିଙ୍କ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଚାରି ଜଣ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା…

(Video) ରାଜଧାନୀରେ ବଡ଼ ଅଘଟଣ: ରାତି ଅଧରେ ହଠାତ୍ ଘଟିଗଲା ଏକ ଭୟଙ୍କର ଅଗ୍ନିକାଣ୍ଡ, ଲୋକେ ଛାନିଆ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ପ୍ରମୁଖ ରାଜନୈତିକ ଦଳର ବଡ଼ ବଡ଼ ନେତାଙ୍କର ରୋଡ଼ ଶୋ’ରେ…

ଓଡ଼ିଶାରେ କଂଗ୍ରେସ ସଭାପତି ଖଡ୍‌ଗେ, ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ରହିଛି ଅନ୍ୟାନ୍ୟ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ମାହୋଲ ସରଗରମ ଥିବା ବେଳେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ଏହି କ୍ରମରେ ବିଭିନ୍ନ ଦଳର କେନ୍ଦ୍ରୀୟ…

ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି

ପୋଲସରା: ପୋଲସରାରେ ରାଜନୈତିକ ହିଂସାରୁ ଘଟିଛି ଗୁଳିକାଣ୍ଡ । ତୋଟାସାହିରେ ଜଣଙ୍କ ଉପରେ ହୋଇଛି ଗୁଳିମାଡ଼ । ଗୋଟିଏ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି…

ଅନୁଭବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: NBW ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । ଅଭିନେତ୍ରୀ ବର୍ଷା…

ମାଟି ଅତଡ଼ା ଧସି ୩ ଶ୍ରମିକ ମୃତ, ପାଣି ପାଇପ୍ କାମରେ ନିୟୋଜିତ ଥିଲେ ଠିକା ଶ୍ରମିକ

ଯାଜପୁର: ଯାଜପୁର ବିଞ୍ଜାରପୁର ଅଳକୁଣ୍ଡ ଅଞ୍ଚଳରେ ଅଘଟଣ । ଠିକା କାମ କରିବା ସମୟରେ ମାଟି ଧସିଯିବା ଯୋଗୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ମୃତ ଶ୍ରମିକମାନେ ଚେନ୍ନାଇ ଓ ବିହାର…

ପ୍ରାକ୍ ନିର୍ବାଚନୀ ହିଂସା; ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଲେ CEO

ଖଲ୍ଲିକୋଟ: ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା ରୋକିବାକୁ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପିଙ୍କୁ ତୁରନ୍ତ…

ଆଜିଠୁ ବଢିବ ତାତି : ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ତାତି । ଆଉ ୨୪ ଘଣ୍ଟା ପରେ ପାରଦ ହେବ ଉପରମୁହାଁ । ଏ ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ…