fbpx
Browsing Category

ରାଜ୍ୟ

Breaking; ସିଲିଭର ସିଟିରେ ପ୍ରବଳ ବର୍ଷା: କୁଆପଥର ବର୍ଷା ସାଙ୍ଗକୁ ବଦଳିଲା ପାଗ

କଟକ: ସାରା ରାଜ୍ୟରେ କଲବଲ କରୁଥିବା ଅସହ୍ୟ ତାତିରୁ ମୁକ୍ତି ପାଇଛି ଟ୍ୱିନ ସିଟି । ଆଜି ଅପରାହ୍ନରେ ପାଗ ବଦଳିବା ସହ ତାପମାତ୍ରାରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ତେବେ ସିଲଭର ସିଟି କଟକରେ ପ୍ରବଳ ବର୍ଷା…

ଲାଞ୍ଜିଗଡ଼ ବର୍ଦ୍ଧିତ ଶକ୍ତି ଦକ୍ଷତା ପାଇଁ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥାକୁ ନିୟୋଜିତ କଲା ବେଦାନ୍ତ

କଳାହାଣ୍ଡି: ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦକ ଏହାର ୟୁନିଟରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଛି । ଏହା ୧୨୦ଟି ଜଟିଳ ବୈଦ୍ୟୁତିକ…

(Video) ଓଡ଼ିଶାରେ ବିଶ୍ୱର ବିରଳ ପକ୍ଷୀ, ଲୋକେ ଆଶ୍ଚର୍ଯ୍ୟ: ମହାନଦୀ ଅବବାହିକାରେ ଅଣ୍ଡା ଦେଇ କରୁଛନ୍ତି ବଂଶ ବିସ୍ତାର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ବିରଳ ପକ୍ଷୀ ଏବେ ଓଡ଼ିଶାରେ । ସାଧାରଣ ଭାବେ ବିଶ୍ୱର ୩ଟି ସ୍ଥାନରେ ଏହି ପକ୍ଷୀ ଦେଖିବାକୁ ମିଳିଥାନ୍ତି । ଭାରତ ସମେତ ପାକିସ୍ତାନ ଓ ମିଆଁମାରରେ ଏହି ବିରଳ ପକ୍ଷୀକୁ ଦେଖିବାକୁ…

ହୃଦଘାତ ପାଇଁ ସଞ୍ଜିବନୀ ‘AED’ ଯନ୍ତ୍ର: ରୋଗୀ ଅଚେତ ହେବାର ୩ ମିନିଟ ମଧ୍ୟରେ ଏହାକୁ ବ୍ୟବହାର କଲେ ରୋଗୀର ଜୀବନ ବଞ୍ଚିଯିବ- କାର୍ଡିଓଲୋଜିଷ୍ଟ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହୃଦଘାତରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଥିବା ଦେଖାଯାଉଛି । ଚିକିତ୍ସା କ୍ଷେତ୍ରରେ ସାମାନ୍ୟ ବିଳମ୍ବ ଅନେକଙ୍କର ପ୍ରାଣହାନୀର କାରଣ ସାଜିଥାଏ । ଜାତୀୟ କ୍ରାଇମ୍ ରେକର୍ଡ…

ଆଜି ୪ ଘଣ୍ଟା ଶ୍ରୀମନ୍ଦିର ଦର୍ଶନ ବନ୍ଦ

ଭୁବନେଶ୍ୱର: ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁ, ବଡଠାକୁର ଏବଂ ମାଆ ସୁଭଦ୍ରାଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ଏହି ନୀତିକୁ କରାଯାଇଥାଏ । ଏଥି ଲାଗି ପ୍ରାୟ ୪ ଘଣ୍ଟା ଭକ୍ତ…

ଓଡ଼ିଶାରେ ମୋଦୀ : ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ପ୍ରଚାର, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୪ ନିର୍ବାଚନ ପାଇଁ ପ୍ରଚାର BJP ନେତାମାନେ ଘନଘନ ଓଡ଼ିଶା ଗସ୍ତ ଆରମ୍ଭ କରିଦେଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତ ଶେଷ…

ତାତିରୁ ମିଳିବ ଆଶ୍ବସ୍ତି : କାଳବୈଶାଖୀ ଯୋଗୁଁ ପାଣିପାଗରେ ପରିବର୍ତ୍ତନ, ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ତାତିରୁ ମିଳିପାରେ ଆଶ୍ବସ୍ତି। ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ବର୍ଷା ଫଳରେ ଦିନରେ ଖରା ଯେଉଁ ତାଉ…

(Video) ଭୟଙ୍କର ଦୁର୍ଘଟଣା! ଚଳନ୍ତା ଟ୍ରେନ ଆଗକୁ ମାଡି ଆସିଲା ଟ୍ରକ ଆଉ ଡ୍ରାଇଭର… ୫ ମିନିଟରେ ଏମିତି କିଛି ଘଟିଗଲା

ଓଡ଼ିଶା ଭାସ୍କର: ଦିନକୁ ଦିନ ଟ୍ରେନ ଦୁର୍ଘଟଣା ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଟ୍ରେନ ଦୁର୍ଘଟଣା ମାମଲା ଦେଖିବାକୁ ମିଳିଛି । ବର୍ତ୍ତମାନ ଏଭଳି ଏକ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି…

Big Breaking; ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଆସିଲେ ମୋଦୀ

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ରାଜଭବନରେ ରାତ୍ରୀ…

୨୧ ସଙ୍କଳ୍ପ ଘୋଷଣା କଲା ରାଜ୍ୟ ବିଜେପି: ଜାଣନ୍ତୁ କ’ଣ ଦେଲା ପ୍ରତିଶୃତି

ଭୁବନେଶ୍ୱର: ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି ।…