fbpx
BSKY
BJD MC SKY
BJD YOUTH SKY
Browsing Category

ରାଜ୍ୟ

କାଲି ଓଡ଼ିିଶା ଆସିବେ ସ୍ମୃତି ଇରାନୀ, ୩ ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ

ଭୁବନେଶ୍ୱର: କାଲି ଓଡ଼ିିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟରେ ୩ ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ ସ୍ମୃତି । ପାରାଦ୍ୱୀପର କୁଜଙ୍ଗ ଠାରେ କାଲି ତାଙ୍କର ପ୍ରଥମ ସଭା ରହିଛି ।…

(Video) ବିରଳ ଦୃଶ୍ୟ; ମଣିଷ ପରି ମନ୍ଦିରରେ ଘଣ୍ଟି ବଜାଇଲା ଭାଲୁ, ଶିବଙ୍କୁ ଆଣ୍ଠୁ ମାଡି ପ୍ରଣାମ କଲା !

କୋରାପୁଟ (ଓଡ଼ିଶା ଭାସ୍କର): ମଣିଷଙ୍କ ଭଳି ନିଜ ହାତରେ ମନ୍ଦିର ଘଣ୍ଟି ବଜାଉଛି ଭାଲୁ । ସାମ୍ନାକୁ ଆସିଲା ଏମିତି କିଛି ଦୃଶ୍ୟ । ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜ୍ଞା ହଁ ଆଶ୍ଚର୍ଯ୍ୟ କଲା ଭଳି ଘଟଣା…

BIG BREAKING…୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ; ସୂଚନା ଦେଲେ ବୋର୍ଡ ସଭାପତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରବିବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ସକାଳ ୧୦: ୩୦ରେ ୱେବସାଇଡ୍ ରେ ହେବ ଉପଲବ୍ଧ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି । ୧୧ଟା ୩୦ ସୁଦ୍ଧା ୱେବସାଇଟ୍‌ରେ ରେଜଲ୍ଟ ମିଳିବ ।…

କାମ କରିବାବେଳେ ଫାଟିଲା ଗ୍ୟାସ ଟାଙ୍କି: ୩ ଜଣ ଗୁରୁତର

ଛତ୍ରପୁର: କାମ କରିବା ବେଳେ ଗ୍ୟାସ୍ ଟାଙ୍କି ଫାଟିବା ଖବର ସାମ୍ନାକୁ ଆସିଛି । ସଲଫ୍ୟୁରିକ୍ ଗ୍ୟାସ୍ ଟାଙ୍କି ଫାଟିବାରୁ ଏଥିରେ ୫ ଜଣ ଆହତ ହୋଇଛନ୍ତି । ଏହି ୫ଜଣ ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି ବୋଲି ସୂଚନା…

ଜିରୋ ଟଲରାନସ୍ ନିୟମ; ବାଦ ପଡ଼ିଲାନି ‘ମୋ ବସ୍’; ସିଗନାଲ୍ ଭାଙ୍ଗିବାରୁ ସିଜ୍ କଲା ପୋଲିସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ କମିବାର ନାଁ ନେଉନି ସଡ଼କ ଦୁର୍ଘଟଣା । ସିଆଇଡି ଓ କ୍ରାଇମବାଞ୍ଚ ଦେଇଛି ଚିନ୍ତାଜନକ ରିପୋର୍ଟ ଦେଖିଲେ ପୂର୍ବ ତୁଳନାରେ ଅଧିକ ବଢିଛି ମୃତ୍ୟୁହାର । ସେଥିପାଇଁ ଦୃତ ଗାଡ଼ି…

ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦର୍ଶନ କରିବା ପରେ ଆରବିଆଇ ଗଭର୍ଣ୍ଣରଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ବହୁବର୍ଷ ପରେ ପ୍ରଭୁ…

ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ; ଆଜି ପୂର୍ବାହ୍ନରେ ତାରିଖ ଘୋଷଣା କରିବ ବୋର୍ଡ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ଆଜି ପୂର୍ବାହ୍ନରେ ତାରିଖ ଘୋଷଣା କରିବ ବୋର୍ଡ । ୨୭ ତାରିଖରେ ପରୀକ୍ଷା ଫଳ ପ୍ରକାଶ ସମ୍ଭାବନା । ସାଢ଼େ ୫ ଲକ୍ଷରୁ ଊର୍ଦ୍ଧ୍ବ…

ଅନୁଗୁଳ ଛେଣ୍ଡିପଦାରେ ନିର୍ବାଚନୀ ହିଂସା, ଜଣେ ଗୁରୁତର

ଅନୁଗୁଳ: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଏଥିପାଇଁ ଗତକାଲି ପ୍ରଚାର ଶେଷ ହୋଇଛି । ଏହା ପୂର୍ବରୁ ରାଜ୍ୟରେ ହିଂସା କାଣ୍ଡ ଦେଖିବାକୁ ମିଳିଛି । ପିପିଲି ଏବଂ ଆଠଗଡ଼ରେ ନିର୍ବାଚନୀ…

BIG BREAKING…ପିପିଲି-ଆଠଗଡ଼ରେ ନିର୍ବାଚନୀ ହିଂସା!; ୯ରୁ ଅଧିକ ଆହତ, ସମିତି ସଭ୍ୟଙ୍କ ଗୋଡ଼ ଭାଙ୍ଗିଦେଲେ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଦୁଇଟି ସ୍ଥାନରେ ନିର୍ବାଚନୀ ହିଂସା! ଆଠଗଡ଼-ପିପିଲିରେ ହିଂସା । ଉଭୟ ଘଟଣାରେ ଦୁଇ ଗୋଷ୍ଠୀ ହେଲେ ମୁହାଁମୁହିଁ , ଆକ୍ରମଣ ଓ ପ୍ରତିଆକ୍ରମଣ । ୯ରୁ ଅଧିକ ଆହତ ।…

କଟକ: ଟଙ୍କା ବାଣ୍ଟିବା ଅଭିଯୋଗରେ ଗିରଫ ହେଲେ ଅଙ୍ଗନବାଡ଼ି ଦିଦି, ପୋଲିସ ଜିମା ଦେଲେ ବସ୍ତିବାସିନ୍ଦା

କଟକ: (ଓଡ଼ିଶା ଭାସ୍କର) ଟଙ୍କା ବାଣ୍ଟିବା ଅଭିଯୋଗରେ ଅଙ୍ଗନବାଡ଼ି ଦିଦି ଅଟକ । ମର୍କତନଗର ଥାନା ଇମାମ ନଗର ବସ୍ତିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ । ଅଙ୍ଗନବାଡ଼ି ଦିଦିଙ୍କୁ ଘେରି ପୋଲିସ ଜିମା ଦେଲେ ବସ୍ତିବାସିନ୍ଦା ।…