Browsing Category

ରାଜ୍ୟ

Big Breaking: ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

ଭୁବନେଶ୍ୱର: ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା । ସେ ଜଣେ ପୂର୍ବତନ ଡିଜିପି ଅବସରପ୍ରାପ୍ତ ଆଇପିଏସ ଅଫିସର । ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା । ଶୀର୍ଷ ପ୍ରଶାସନିକ…

ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର। ଏଣିକି ଦାୟିତ୍ୱ ତୁଲାଇବେ ଅବସରପ୍ରାପ୍ତ ଆଇଏଏସ୍‌ ମଧୁସୂଦନ ପାଢ଼ୀ। ଆଦିତ୍ୟ ପାଢ଼ୀଙ୍କ ଅବସର ପରେ ଖାଲି ପଡ଼ିଥିଲା କମିଶନର ପଦ।…

ନାଗ ସାପ ଦେଖାଇ ଡରାଉଥିଲେ kidnapper, ଟଙ୍କା ନ ଦେଲେ ସାପ ଚୋଟ ଖୁଆଇବେ କହୁଥିଲେ

ଚିକିଟି : ନାଗ ସାପ ଦେଖାଇ ୪ ଜଣଙ୍କୁ ଅପହରଣ । ଗଞ୍ଜାମ ଚିକିଟି ଅଂଚଳରେ ଘଟିଛି ଏହି ହାଇଡ୍ରାମା ଅପହରଣ ଘଟଣା। ଦିଲ୍ଲୀର ଜଣେ ଫାଇନାନ୍ସ କର୍ମଚାରୀ ଓ କଟକର ୩ ସହଯୋଗୀଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ଏଥିସହ…

Breaking: ରାଜ୍ୟରେ ଅସୁରକ୍ଷିତ BJP କର୍ମୀ, ସମ୍ବଲପୁର ପରେ ଅନୁଗୁଳରେ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ: ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ସହର ଭିତରେ ହଣା ଖାଇଲେ ବିଜେପି କର୍ମୀ । ଦଳ କ୍ଷମତାରେ ଥାଇ ମଧ୍ୟ କର୍ମୀଙ୍କୁ ସୁରକ୍ଷା ଦେବାରେ ଫେଲ୍…

ଶିଳ୍ପପତିମାନଙ୍କୁ ଧରି ଓଡ଼ିଶା ଆସିବେ ମୋଦୀ: ରାଜ୍ୟରେ ବହିବ ଶିଳ୍ପର ଗଙ୍ଗା, ସୃଷ୍ଟି ହେବ ଅନେକ ନିଯୁକ୍ତି

ଭୁବନେଶ୍ୱର : ଆସନ୍ତା କାଲିଠାରୁ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ଯାହାକୁ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ନିଜ ବୟାନରେ କହିଛନ୍ତି ଯେ, 'ଉତ୍କର୍ଷ ଓଡିଶା କନକ୍ଲେଭ ୨୦୨୫ ଏକ ଐତିହାସିକ ଓ ଯୁଗାନ୍ତକାରୀ…

Breaking: ନନ୍ଦନକାନନକୁ ପର କରି ଚାଲିଗଲା ୮ ବର୍ଷର ରେୱା, ପ୍ରାଣୀ ଉଦ୍ୟାନରେ କମିଲା ସିଂହ ସଂଖ୍ୟା

ଭୁବନେଶ୍ୱର: ଚାଲିଗଲା ରେୱା । ପର୍ଯ୍ୟଟକ ଆଉ ଦେଖିପାରିବେନି ରେୱାର ଝଲକ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ରେୱାର ମୃତ୍ୟୁ ଘଟିଛି । ପ୍ରସବଜନୀତ ଅସୁସ୍ଥତା କାରଣରୁ ୮ ବର୍ଷ ବୟସର ରେୱା ମୃତ୍ୟୁକୁ ନିଜର…

Breaking: ଏମିତି ବି ଆସେ ମରଣ… ବଡ଼ ଭାଇ ଦଶାହରେ ବୁଡ଼ିଚାଲିଗଲା ସାନ ଭାଇର ଜୀବନ

ଧାମନଗର: ଏମିତି ବି ଆସେ ମୃତ୍ୟୁ । ଭାଗ୍ୟର ବିଡ଼ମ୍ବନା ଛଡ଼ା ଏହା କିଛି ନୁହେଁ । ଯାଜପୁର ଧାମନଗରରୁ ଆସିଛି ଏକ ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ବିଚଳିତ ହୋଇଯିବ ମଣିଷ । ବଡ଼ ଭାଇର ଶୁଦ୍ଧିକ୍ରିୟାରେ ସାନଭାଇର…

Breaking: ଉତ୍କର୍ଷ ଓଡ଼ିଶା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ, ପ୍ରଧାନମନ୍ତ୍ରୀଙ୍କ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ। ସୂଚନା ଦେଲେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର। ବିଭିନ୍ନ ରାଙ୍କର ୪୦୦ରୁ ଉର୍ଦ୍ଧ୍ୱ ଅଫିସର ମୁତୟନ ହେବେ। ପ୍ରଧାନମନ୍ତ୍ରୀଙ୍କ ପାଇଁ…

Breaking: ଲୁଚୁଛନ୍ତି ଲୋକେ… କରୁ ନାହାନ୍ତି ଇ-କେୱାଇସି ଅପଡେଟ୍, ଆଉ ମାତ୍ର ୪ ଦିନ ବାକି

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ୪୦,୪୦,୬୮୪ ଜଣ ଇ-କେୱାଇସି କରିନାହାନ୍ତି । ୪ ଦିନରେ ସରିବ ଇ-କେୱାଇସି ବୋଲି କହିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୮୮% ଲୋକ ଇ-କେୱାଇସି କରି ନାହାନ୍ତି । ୪୦…

ମନୋଜ ଅହୁଜାଙ୍କୁ ବଡ଼ ଦାୟିତ୍ୱ, ଏସଜେଟିଏର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଲା

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କୁ ଅତିରିକ୍ତ ଦାୟିତ୍ୱ । ଏସଜେଟିଏ (ଶ୍ରୀ ଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେଶନ୍)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ବହନ କାରିବେ । ପୂର୍ବରୁ ଶ୍ରୀ…